Base Word
חֵרֵשׁ
Short Definitiondeaf (whether literally or spiritual)
Long Definitiondeaf
Derivationfrom H2790
International Phonetic Alphabetħeˈreʃ
IPA modχeˈʁeʃ
Syllableḥērēš
Dictionhay-RAYSH
Diction Modhay-RAYSH
Usagedeaf
Part of speecha

Exodus 4:11
ଏହାପରେ ସଦାପ୍ରଭୁ ତାଙ୍କୁ କହିଲେ, ମନୁଷ୍ଯର ମୁଖ କିଏ ନିର୍ମାଣ କରିଛି? ମନୁଷ୍ଯକୁ କିଏ ମୁକ ବା ବଧିର କରେ? ମନୁଷ୍ଯକୁ କିଏ ଦୃଷ୍ଟିହୀନ କରେ? ମନୁଷ୍ଯକୁ କିଏ ଦୃଷ୍ଟିବାନ କରେ? ମୁଁ ହେଉଛି ସହେି ଯେ କି ଏ ସମସ୍ତ କର୍ମ କରାଉଥାଏ। ମୁଁ ହେଉଛି ସହେି ସଦାପ୍ରଭୁ।

Leviticus 19:14
ତୁମ୍ଭେ ବଧିରକୁ ଅଭିଶାପ ଦବନୋହିଁ ଓ ଅନ୍ଧ ଆଗ ରେ ଝୁଣ୍ଟିବାର ବସ୍ତ୍ର ରଖିବ ନାହିଁ। ମାତ୍ର ତୁମ୍ଭେ ଆପଣା ପରମେଶ୍ବରଙ୍କର ଭୟ କରିବ, ଆମ୍ଭେ ସଦାପ୍ରଭୁ ଅଟୁ।

Psalm 38:13
ମୁଁ ଏକ ବଧୀର ବ୍ଯକ୍ତି ତୁଲ୍ଯ, ୟିଏ ଶୁଣିପାରେ ନାହିଁ। ମୁଁ ଏକ ମୂକ ବ୍ଯକ୍ତି ତୁଲ୍ଯ, ୟିଏ କଥା କହିପାରେ ନାହିଁ।

Psalm 58:4
ସମାନଙ୍କେର କୋର୍ଧ ସର୍ପର ବିଷତୁଲ୍ଯ ବିପଦପୂର୍ଣ୍ଣ। ଆଉ ନାଗସାପ ପରି ୟିଏ ଶୁଣିପାରିବ ନାହିଁ, ସମାନେେ ସତ କଥା ଶୁଣିବାକୁ ବାରଣ କରନ୍ତି।

Isaiah 29:18
ପୁଣି ସହେି ଦିନ ରେ ବଧିର ପୁସ୍ତକର ବାକ୍ଯ ଶୁଣିବ ଓ ଅନ୍ଧକାର ଏବଂ କୁହୁଡ଼ି ମଧିଅରେ ଅନ୍ଧ ଦେଖିବ।

Isaiah 35:5
ସେତବେେଳେ ଅନ୍ଧମାନେ ଚକ୍ଷୁଷ୍ମାନ ହାଇେ ଦେଖିପାରିବେ ଓ ବଧିରମାନେ ମୁକ୍ତ କର୍ଣ୍ଣ ରେ ଶ୍ରବଣ କରିବେ।

Isaiah 42:18
ହେ ବଧିରମାନେ ଶୁଣ ! ହେ ଅନ୍ଧମାନେ, ତୁମ୍ଭମାନେେ ଦେଖିବା ପାଇଁ ଦୃଷ୍ଟି ଦିଅ।

Isaiah 42:19
ଏ ଜଗତ ରେ ମାରେ ଦାସଠାରୁ ଅନ୍ଧ କିଏ ? ପୁଣି ମାେ ପ୍ ରରେିତ ଦୂତଠାରୁ ବଧିର କିଏ ? ସଦାପ୍ରଭୁଙ୍କଠା ରେ ମିଳିତ ହାଇେଥିବା ଦାସ ସବୁଠାରୁ ଅଧିକ ଅନ୍ଧ।

Isaiah 43:8
ପରମେଶ୍ବର କୁହନ୍ତି, ଚକ୍ଷୁଥାଇ ଅନ୍ଧ ଓ କର୍ଣ୍ଣ ଥାଇ ବଧିର ସହେି ଲୋକଙ୍କୁ ବାହାର କରିଆଣ।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்