Base Word
חֻפָּה
Short Definitiona canopy
Long Definitionchamber, room, canopy, closet
Derivationfrom H2645
International Phonetic Alphabetħup̚ˈpɔː
IPA modχuˈpɑː
Syllableḥuppâ
Dictionhoop-PAW
Diction Modhoo-PA
Usagechamber, closet, defence
Part of speechn-f

Psalm 19:5
ସୂର୍ୟ୍ଯ ଆପଣା ଅନ୍ତଃପୂରରୁ ବରପରି ବାହାରି ଆସେ। ସୂର୍ୟ୍ଯ ଆକାଶରେ ଚାଲିବାକୁ ଆରମ୍ଭ କରେ। ଠିକ୍ ୟମେିତି ଜଣେ କ୍ରୀଡ଼ାବିତ୍ ଦୌଡ଼ ପ୍ରତିଯୋଗିତାରେ ଦୌଡ଼େ।

Isaiah 4:5
ସେତବେେଳେ ପରମେଶ୍ବର ତାଙ୍କର ଲୋକମାନଙ୍କ ସହିତ ଅଛନ୍ତି ବୋଲି ପ୍ରମାଣ କରିବେ। ଦିବସ ରେ ପରମେଶ୍ବର ଧୂମର ମେଘ ସୃଷ୍ଟି କରିବେ ଓ ରାତ୍ରି ରେ ଜ୍ବଳନ୍ତ ଅଗ୍ନି ଶିଖା ସୃଷ୍ଟି କରିବେ। ଆଉ ଏହା ପ୍ରମାଣିତ ହବେ ଯେ ସିୟୋନର ସମସ୍ତ ପର୍ବତ ଓ ସମସ୍ତ ଆବାସ ଉପର ଆକାଶ ଏହି ଧୂମ ରୂପକ ମେଘ ରେ ଆଚ୍ଛାଦିତ ହବେ। ପ୍ରେତ୍ୟକକ ଲୋକର ସୁରକ୍ଷା ପାଇଁ ଚନ୍ଦ୍ରାତାପ ବିସ୍ତୃତ ହବେ।

Joel 2:16
ସବୁ ଲୋକଙ୍କୁ ଏକତ୍ରୀତ କର। ସ୍ବତନ୍ତ୍ର ସଭାର ଆଯୋଜନ କର। ବୃଦ୍ଧ, ପିଲା, ଶିଶୁ ଓ ଦୁଗ୍ଧପୋଷ୍ଯ ଶିଶୁମାନଙ୍କୁ ଏକତ୍ରୀତ କର। ନବ ବିବାହିତ ବର କନ୍ଯା ନିଜ ଶଯନକକ୍ଷରୁ ବାହାରକୁ ଆସନ୍ତୁ।

Occurences : 3

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்