Base Word
חֶמְדָּה
Short Definitiondelight
Long Definition(n f) desire, that which is desirable
Derivationfeminine of H2531
International Phonetic Alphabetħɛmˈd̪ɔː
IPA modχɛmˈdɑː
Syllableḥemdâ
Dictionhem-DAW
Diction Modhem-DA
Usagedesire, goodly, pleasant, precious
Part of speechn-f
Base Word
חֶמְדָּה
Short Definitiondelight
Long Definition(n f) desire, that which is desirable
Derivationfeminine of H2531
International Phonetic Alphabetħɛmˈd̪ɔː
IPA modχɛmˈdɑː
Syllableḥemdâ
Dictionhem-DAW
Diction Modhem-DA
Usagedesire, goodly, pleasant, precious
Part of speechn-f

Genesis 27:15
ରିବିକା ତା'ର ବଡ଼ପୁଅର ପୋଷାକ, ଯାହା ଘ ରେ ତାଙ୍କ ନିକଟରେ ଥିଲା, ନଇେ ଆଣି ତା'ର ସାନ ପୁଅ ଯାକୁବକୁ ସହେି ବସ୍ତ୍ର ପିନ୍ଧାଇ ଦଲୋ।

1 Samuel 9:20
ତୁମ୍ଭମାନେେ ତିନିଦିନ ପୂର୍ବେ ହଜିଥିବା ଗଧମାନଙ୍କ ପାଇଁ ଦକ୍ସ୍ଟଃଖ କର ନାହିଁ। ସମାନଙ୍କେୁ ମିଳିୟାଇଛି। ବର୍ତ୍ତମାନ ଇଶ୍ରାୟେଲୀୟମାନେ ଜଣେ ବ୍ଯକ୍ତିର ସନ୍ଧାନ ରେ ଅଛନ୍ତି ଏବଂ ସେ ବ୍ଯକ୍ତିଜଣକ ତୁମ୍ଭେ ଅଟ। ସମାନେେ ତୁମ୍ଭକୁ ଏବଂ ତକ୍ସ୍ଟମ୍ଭ ପିତାଙ୍କ ପରିବାରବର୍ଗକକ୍ସ୍ଟ ଗ୍ଭହାଁନ୍ତି।

2 Chronicles 21:20
ଯିହାରୋମ୍ ରାଜା ହବୋ ସମୟରେ ବତିଶ ବର୍ଷ ବଯସ୍କ ଥିଲେ। ସେ ୟିରୁଶାଲମ ରେ ଆଠବର୍ଷ ରଜତ୍ବ କଲେ। ଯିହାରୋମ୍ଙ୍କ ମୃତ୍ଯୁ ରେ କୌଣସି ବ୍ଯକ୍ତି ଦୁଃଖ କଲେ ନାହିଁ। ଲୋକମାନେ ଯିହାରୋମ୍ଙ୍କୁ ଦାଉଦଙ୍କ ନଗର ରେ କବର ଦେଲେ ସତ, କିନ୍ତୁ ଯେଉଁଠା ରେ ରାଜାମାନଙ୍କୁ କବର ଦିଆୟାଏ, ସଠାେରେ କବର ଦେଲେ ନାହିଁ।

2 Chronicles 32:27
ହିଜକିଯ ଅନକେ ଧନସଂପଦ ଓ ସମ୍ମାନ ଲାଭ କଲେ। ସେ ରୂପା, ସୁନା, ବହୁମୂଲ୍ଯ ମଣିମୁକ୍ତା, ମସଲା, ଢ଼ାଲ ଓ ସମସ୍ତ ପ୍ରକାର ଦ୍ରବ୍ଯ ରଖିବା ନିମନ୍ତେ ସ୍ଥାନସବୁ ନିର୍ମାଣ କଲେ।

2 Chronicles 36:10
ବସନ୍ତ ଋତୁ ରେ, ରାଜା ନବୂଖଦ୍ନିତ୍ସର ୟିହୋଯାଖୀନ୍ଙ୍କୁ ଆଣିବା ନିମନ୍ତେ କେତକେ ଭୃତ୍ଯଙ୍କୁ ପଠାଇଲେ। ସମାନେେ ଯିହାୟୋଦାରଖୀନ୍ ଓ ସଦାପ୍ରଭୁଙ୍କ ମନ୍ଦିରରୁ ବହୁମୂଲ୍ଯ ଧନ ସମ୍ପତ୍ତିରୁ କିଛି ବାବିଲକୁ ନଇଗେଲେ। ନବୂଖଦ୍ନିତ୍ସରର ସିଦିକିଯଙ୍କୁ ଯିହୁଦା ଓ ୟିରୁଶାଲମର ନୂତନ ରାଜା ରୂପେ ମନୋନୀତ କଲେ। ସିଦିକିଯ ଯିହାୟୋଦାରଖୀନ୍ଙ୍କର ଜଣେ ଆତ୍ମୀଯ ଥିଲେ।

Ezra 8:27
1,000 ଡାରିକ୍ ମୂଲ୍ଯର 20 ସ୍ବର୍ଣ୍ଣମଯ ପାତ୍ର ଏବଂ ସ୍ବର୍ଣ୍ଣ ତୁଲ୍ଯ ବହୁମୁଲ୍ଯ ଉତ୍ତମ ଉଜ୍ବଳ ପିତ୍ତଳର ଦୁଇପାତ୍ର ତୌଲି ଦଲେି।

Psalm 106:24
କିନ୍ତୁ ତା'ପରେ ସହେି ଲୋକମାନେ କିଣାନର ଆଶ୍ଚର୍ୟ୍ଯ ପୂର୍ଣ୍ଣ ସ୍ଥାନକୁ ୟିବାପାଇଁ ମନା କଲେ। ସମାନେେ ପରମେଶ୍ବରଙ୍କୁ ବିଶ୍ବାସ କଲେ ନାହିଁ ୟେ ପରମେଶ୍ବର ସଠାେରେ ବାସ କରୁଥିବା ଲୋକମାନଙ୍କୁ ସାହାୟ୍ଯ କରିବେ।

Isaiah 2:16
ପୁଣି ସହେି ଅହଙ୍କାରୀଗଣ ତର୍ଶୀଶର ବିଭିନ୍ନ ପଦାର୍ଥ ରେ ପରିପୂର୍ଣ୍ଣ ଜାହାଜ ସଦୃଶ ମହାନ୍ ହବେେ। ମାତ୍ର ପରମେଶ୍ବର ସମାନଙ୍କେୁ ଦଣ୍ଡ ଦବେେ।

Jeremiah 3:19
ଆମ୍ଭେ ସଦାପ୍ରଭୁ କହୁଛୁ, 'ଆମ୍ଭେ ତୁମ୍ଭମାନଙ୍କୁ ନିଜ ସନ୍ତାନ ପରି ବ୍ଯବହାର କରିବା, ନାନା ଦେଶୀଯମାନଙ୍କର ପରମ ରତ୍ନସ୍ବରୂପ ଏକ ମନୋରମ ଦେଶ ତୁମ୍ଭମାନଙ୍କୁ ଦାନ କରିବା।' ପୁଣି ଆମ୍ଭେ କହିଲୁ, ତୁମ୍ଭମାନେେ ଆମ୍ଭକୁ 'ପିତା' ବୋଲି ଡ଼ାକିବ ଓ ଆମ୍ଭକୁ ସର୍ବଦା ଅନୁସରଣ କରିବ।

Jeremiah 12:10
ଅନକେ ମଷେପାଳକ ଆମ୍ଭର ଦ୍ରାକ୍ଷାକ୍ଷେତ୍ର ନଷ୍ଟ କରି ଅଛନ୍ତି। ସମାନେେ ଆମ୍ଭର ଭୂମିକୁ ପଦଦଳିତ କରିଛନ୍ତି। ସମାନେେ ଆମ୍ଭର ମନୋରମ ଭୂମିକୁ ଧ୍ବଂସକରି ପ୍ରାନ୍ତର ରେ ପରିଣତ କରିଅଛନ୍ତି।

Occurences : 19

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்