Base Word
חַלְחָלָה
Short Definitionwrithing (in childbirth); by implication, terror
Long Definitionpain, trembling, terror, writhing, anguish
Derivationfeminine from the same as H2478
International Phonetic Alphabetħɑl.ħɔːˈlɔː
IPA modχɑl.χɑːˈlɑː
Syllableḥalḥālâ
Dictionhahl-haw-LAW
Diction Modhahl-ha-LA
Usage(great, much) pain
Part of speechn-f

Isaiah 21:3
ସହେି ଭୟଙ୍କର ଦୃଶ୍ଯ ଦେଖି ମାରେ ପଟେ ୟନ୍ତ୍ରଣା ରେ ପରିପୂର୍ଣ୍ଣ ହାଇେଅଛି। ସହେି ୟନ୍ତ୍ରଣା ପ୍ରସବକାଳୀନ ସ୍ତ୍ରୀ ଲୋକର ବଦନୋ ତୁଲ୍ଯ ମାେତେ କଷ୍ଟ ଦେଉଛି। ମୁଁ ସେ ସମସ୍ତ ଶୁଣି ଭୟଭୀତ ହାଇେ ପଡ଼ିଛି। ମୁଁ ଏତେ ଭୀତ ଯେ ଭୟ ରେ ଥରୁଅଛି।

Ezekiel 30:4
ଏବଂ ମିଶର ବିରୁଦ୍ଧ ରେ ଏକ ଖଡ୍ଗ ଆସିବ। ଏବଂ ମିଶର ଦେଶ ରେ ଲୋକମାନେ ନିହତ ହେଲେ କୂଶ ଦେଶ ଭୟ ରେ ଥରିବ। ଏବଂ ଶତୃ ତାହାର ଧନସମ୍ପତ୍ତିସବୁ ନଇେଯିବେ ଓ ତାହାର ମୂଳଭିତ୍ତିସବୁ ଭାଙ୍ଗି ଦବେେ।

Ezekiel 30:9
ସଦେିନ ଆମ୍ଭେ କୂଶୀଯମାନଙ୍କୁ ଭୀତ କରାଇବା ପାଇଁ ଜାହାଜ ଦ୍ବାରା ଦୂତମାନଙ୍କୁ ପଠଇବୋ। ଯେତବେେଳେ ମିଶର ରେ ଦୁର୍ଦ୍ଦିନ ପହଞ୍ଚେ, ଆତଙ୍କ କୂଶୀଯକୁ ଅତିକ୍ରମ କରିବ। ଏଥିପାଇଁ ଏହା ପ୍ରକୃତ ରେ ଘଟିବ।

Nahum 2:10
ବର୍ତ୍ତମାନ ନୀନିବୀ ଶୂନ୍ଯ ହାଇେ ଯାଉଛି। ସମସ୍ତ ଜିନିଷ ଲୁଣ୍ଠିତ ଓ ନଗରୀଟି ସମ୍ପୂର୍ଣ୍ଣ ଭାବରେ ଧ୍ବଂସ ହାଇେଛି। ଲୋକମାନେ ସମାନଙ୍କେର ସାହସ ହରାଇଛନ୍ତି। ସମାନଙ୍କେର ହୃଦଯ ଭୟ ରେ ବିଚଳିତ। ସମାନଙ୍କେର ଆଣ୍ଠୁ ଓ ଶରୀର ଥରୁଛି। ସମାନଙ୍କେର ମୁଖମଣ୍ତଳ ଭୟ ରେ ମଳିନ ହାଇୟୋଇଛି।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்