Base Word
אָזַר
Short Definitionto belt
Long Definitiongird, encompass, equip, clothe
Derivationa primitive root
International Phonetic Alphabetʔɔːˈd͡zɑr
IPA modʔɑːˈzɑʁ
Syllableʾāzar
Dictionaw-DZAHR
Diction Modah-ZAHR
Usagebind (compass) about, gird (up, with)
Part of speechv

1 Samuel 2:4
ବୀରମାନଙ୍କର ସମସ୍ତ ଧନକ୍ସ୍ଟ ଭଙ୍ଗା ୟାଇଅଛି ଓ ଝକ୍ସ୍ଟଣ୍ଟିପଡକ୍ସ୍ଟଥିବା ଦୁର୍ବଳ ଲୋକମାନେ ବଳଶାଳୀ ହାଇେଛନ୍ତି।

2 Samuel 22:40
ହେ ପରମେଶ୍ବର, ତୁମ୍ଭେ ମାେତେ ୟକ୍ସ୍ଟଦ୍ଧ କ୍ଷେତ୍ର ରେ ବଳଶାଳୀ କରିଛ। ତୁମ୍ଭେ ମାରେ ଶତୃମାନଙ୍କୁ ମାେ ନିକଟରେ ପକାଇ ଦଇେଛ।

2 Kings 1:8
ବାର୍ତ୍ତାବହମାନେ ଅହସିଯଙ୍କୁ ଉତ୍ତର କଲେ, ସେ ଲୋକଟି ଲୋମଶ ବସ୍ତ୍ର ପରିଧାନ କରିଥିଲା ଓ ତା'ର କଟି ରେ ଏକ ଚମଡାର ପଟୁକା ବନ୍ଧା ଥିଲା।

Job 30:18
ଅତ୍ଯଧିକ ଶକ୍ତି ରେ ମାରେ ଲୁଗା ମାେଡ଼ିମାଡ଼ି ହାଇେ ଆକାର ବିହୀନ ହାଇୟୋଇଛି, ମାରେଲୁଗାର ଗଳାବନ୍ଧା ମାରେ ଶ୍ବାସରୋଧ କରୁଛି।

Job 38:3
ଆୟୁବ, ଜଣେ ମଣିଷ ପରି ଛିଡ଼ା ହାଇୟୋଅ, ଯାହା ଫଳ ରେ ମୁଁ ତୁମ୍ଭକୁ ପ୍ରଶ୍ନ ପଚାରି ପାରିବି ଏବଂ ତୁମ୍ଭେ ମାେତେ ଉତ୍ତର ଦଇପୋରିବ।

Job 40:7
ଆୟୁବ, କଟୀବନ୍ଧନ କରି ଜଣେ ମନୁଷ୍ଯ ପରି। ଏବଂ ମୁଁ ଯାହା ପ୍ରଶ୍ନ କରିବି ତା'ର ଉତ୍ତର ଦବୋକୁ ପ୍ରସ୍ତୁତ ହୁଅ।

Psalm 18:32
ପରମେଶ୍ବର ଆମ୍ଭକୁ ବଳ ପ୍ରଦାନ କରନ୍ତି। ସେ ମାେତେ ଶୁଦ୍ଧ ଜୀବନୟାପନ କରିବା ପାଇଁ ସାହାୟ୍ଯ କରନ୍ତି।

Psalm 18:39
ହେ ପରମେଶ୍ବର, ତୁମ୍ଭେ ମାେତେ ୟୁଦ୍ଧ କ୍ଷେତ୍ରରେ ବଳଶାଳୀ କରିଛ। ତୁମ୍ଭେ ମାରେ ଶତ୍ରୁମାନଙ୍କୁ ମାେ ନିକଟରେ ପକାଇ ଦଇେଛ।

Psalm 30:11
ମୁଁ ତୁମ୍ଭକୁ ପ୍ରାର୍ଥନା କଲି। ତୁମ୍ଭେ ମାେତେ ସାହାୟ୍ଯ କଲ। ତୁମ୍ଭେ ମାରେ କ୍ରନ୍ଦନକୁ ନୃତ୍ଯରେ ପରିଣତ କଲ। ତୁମ୍ଭେ ମାରେ ଦୁଃଖର ପୋଷାକ ସବୁକୁ କାଢ଼ି ନଲେ ଓ ମାେତେ ସୁଖରେ ଆଚ୍ଛାଦିତ କରିଲ।

Psalm 65:6
ପରମେଶ୍ବର ମହାଶକ୍ତି ସହ ପର୍ବତ ତିଆରି କରିଅଛ। ତୁମ୍ଭେ ଆପଣା ଶକ୍ତିରେ ବସ୍ତ୍ରାବୃତ କରିବ।

Occurences : 16

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்