Base Word
חִיל
Short Definitiona throe (expectant of childbirth)
Long Definitionpain, agony, sorrow, a writhing, anguish
Derivationand (feminine) חִילָה; from H2342
International Phonetic Alphabetħɪi̯l
IPA modχiːl
Syllableḥîl
Dictionheel
Diction Modheel
Usagepain, pang, sorrow
Part of speechn-m
Base Word
חִיל
Short Definitiona throe (expectant of childbirth)
Long Definitionpain, agony, sorrow, a writhing, anguish
Derivationand (feminine) חִילָה; from H2342
International Phonetic Alphabetħɪi̯l
IPA modχiːl
Syllableḥîl
Dictionheel
Diction Modheel
Usagepain, pang, sorrow
Part of speechn-m

Exodus 15:14
ଲୋକମାନେ ଏହା ଶୁଣି ଅଛନ୍ତି, ସମାନେେ ଭୟ ରେ କମ୍ପୁ ଅଛନ୍ତି। ପଲେଷ୍ଟୀୟ ନିବାସୀମାନେ ଭୟ ରେ ଥରିବାକୁ ଲାଗିଲେ।

Job 6:10
ଯଦି ସେ ତାହା କରି ମାେତେ ମାରି ଦିଅନ୍ତେ, ମୁଁ ଗୋଟିଏ ବିଷଯ ରେ ଅନ୍ତତଃ ସାନ୍ତ୍ବନା ପାଆନ୍ତି, ଏହି ନିଷ୍ଠୁର ୟନ୍ତ୍ରଣା ମଧିଅରେ ମୁଁ ଆନନ୍ଦ ପାଆନ୍ତି କାରଣ ପରମେଶ୍ବରଙ୍କ ସହେି ପବିତ୍ର ଜଣଙ୍କର କୌଣସି ଆଜ୍ଞାକୁ ମୁଁ ଅବମାନନା କରି ନାହିଁ।

Psalm 48:6
ଭୟ ସହେି ରାଜାମାନଙ୍କୁ ଥରାଇ ଦଲୋ ଓ ସମାନେେ ଭୟରେ ଥରି ଉଠିଲେ।

Jeremiah 6:24
ଆମ୍ଭମାନେେ ସହେି ସୈନ୍ଯବାହିନୀ ବିଷଯ ରେ ଏକ ଜନରବ ଶୁଣିଅଛୁ। ଆମ୍ଭମାନଙ୍କର ହସ୍ତ ଦୁର୍ବଳ ହୁଏ, ୟନ୍ତ୍ରଣା ଓ ପ୍ରସବକାରିଣୀ ସ୍ତ୍ରୀର ବଦନୋ ତୁଲ୍ଯ ବଦନୋ ଆମ୍ଭମାନଙ୍କୁ ଆକ୍ରାନ୍ତ କରେ।

Jeremiah 22:23
ହେ ରାଜା, ତୁମ୍ଭେ ଏରସ କାଠ ନିର୍ମିତ ଗୃହ ରେ ଉଚ୍ଚ ପର୍ବତ ଉପ ରେ ବାସ କରି ଲିବା ନୋନ ରେ ରହିଲା ପରି ନିଜକୁ ନିରାପଦ ମନେ କରନ୍ତୁ। ମାତ୍ର ଯେତବେେଳେ ତୁମ୍ଭେ ଶାସ୍ତି ପାଇବ, ତୁମ୍ଭେ ପ୍ରସବ ବଦନୋ ତୁଲ୍ଯ ବିଳାପ କରିବ।

Jeremiah 50:43
ଆଉ ବାବିଲର ରାଜା ସମାନଙ୍କେ ବିଷଯ ରେ ଶୁଣିଲେ ଓ ଭୟଭୀତ ହାଇପେଡ଼ିଲେ। ସେ ଏତେ ଦୁର୍ବଳ ହେଲେ ଯେ ତାଙ୍କର ହାତ ଚାଲିଲା ନାହିଁ ଓ ପ୍ରସବକାରିଣୀ ସ୍ତ୍ରୀ ତୁଲ୍ଯ ବଦନୋ ଓ ୟନ୍ତ୍ରଣା ଅନୁଭବ କଲେ।

Micah 4:9
ବର୍ତ୍ତମାନ ତୁମ୍ଭେ କାହିଁକି ଉଚ୍ଚ ସ୍ବର ରେ ବିଳାପ କରୁଛ? ତୁମ୍ଭର ରାଜା କ'ଣ ଗ୍ଭଲିୟାଇଛନ୍ତି? ତୁମ୍ଭେ କ'ଣ ତୁମ୍ଭର ମନ୍ତ୍ରୀଙ୍କୁ ହରାଇଛ? ପ୍ରସବକାଳୀନ ରମଣୀଙ୍କ ପରି ତୁମ୍ଭେ ବଦନୋ ପାଉଛ।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்