Base Word
אֹזֶן
Short Definitionbroadness. i.e., (concrete) the ear (from its form in man)
Long Definitionear, as part of the body
Derivationfrom H0238
International Phonetic Alphabetʔoˈd͡zɛn̪
IPA modʔo̞wˈzɛn
Syllableʾōzen
Dictionoh-DZEN
Diction Modoh-ZEN
Usage+ advertise, audience, + displease, ear, hearing, + show
Part of speechn-f

Genesis 20:8
ତେଣୁ ତା'ପରଦିନ ପ୍ରଭାତରୁ ଅବିମଲକେ ତାଙ୍କ ଦାସମାନଙ୍କୁ ଡାକିଲେ ଏବଂ ତାଙ୍କର ସ୍ବପ୍ନ ବିଷଯ ରେ କହିଲେ। ଦାସମାନେ ଭୟ ରେ ଥରିଲେ।

Genesis 23:10
ସହେି ସମୟରେ ଇଫ୍ରୋଣ ସହେି ଲୋକମାନଙ୍କ ମଧିଅରେ ବସିଥିଲା। ତେଣୁ ହତରେ ଇଫ୍ରୋଣ ଆପଣା ନଗର ବହି ଦ୍ବାର ପ୍ରବେଶକାରୀ ହତରେ ସନ୍ତାନ ସମସ୍ତଙ୍କ ସାକ୍ଷାତ ରେ ଅବ୍ରହାମଙ୍କୁ ଉତ୍ତର ଦଲୋ।

Genesis 23:13
ଅବ୍ରହାମ ଇଫ୍ରୋଣକୁ ସମସ୍ତଙ୍କୁ ଆଗ ରେ କହିଲେ, କିନ୍ତୁ ମୁଁ ତୁମ୍ଭକୁ ସହେି ସ୍ଥାନ ରେ ସମସ୍ତ ପଇସା ଦବୋକୁ ଚାହୁଁଅଛି। ମାରେଅର୍ଥକୁ ଗ୍ରହଣ କରନ୍ତୁ। ଏବଂ ମୁଁ ମାରେସ୍ତ୍ରୀର ମୃତ ଦହକେୁ କବର ଦବେି।

Genesis 23:16
ଅବ୍ରହାମ ବୁଝି ପାରିଲେ ଯେ ଇଫ୍ରୋଣ ଜମିର ମୂଲ୍ଯ ବିଷଯ ରେ କଥା କହୁଛନ୍ତି। ତେଣୁ ଅବ୍ରହାମ ତାଙ୍କୁ ଜମିର ମୂଲ୍ଯ ଦେଲେ। ଯାହା ହତେୀଯମାନଙ୍କର ଥିଲା। ଅବ୍ରହାମ ଅଢ଼ଇେ ପାଉଣ୍ଡ ରୂପା ଏବଂ ସମସ୍ତଙ୍କ ସମ୍ମୁଖ ରେ ଇଫ୍ରୋଣକୁ ଦେଲେ।

Genesis 35:4
ତେଣୁ ସମସ୍ତ ଲୋକେ ସମାନଙ୍କେର ମୂର୍ତ୍ତିଗୁଡ଼ିକୁ ଯାକୁବକୁ ଦେଲେ। ସମାନେେ ମଧ୍ଯ ତାଙ୍କର କର୍ଣ୍ଣକୁଣ୍ଡଳ ସମସ୍ତ ୟାକବକୁ ଦେଲେ। ଯାକୁବ ସଗେୁଡ଼ିକ ନଇେ ଶିଖିମ ନିକଟବର୍ତ୍ତୀ ଆଲୋନ ବୃକ୍ଷ ମୂଳେ ପୋତି ଦେଲେ।

Genesis 44:18
ଏହାପରେ ଯିହୁଦା ଯୋଷଫଙ୍କେ ନିକଟକୁ ୟାଇ କହିଲେ, ହେ ମହାଶୟ, ମାେତେ ଟିକେ କହିବାକୁ ଦିଅନ୍ତୁ। ଦୟାକରି ମାେ ଉପରେ କୋରଧ କର ନାହିଁ। ମୁଁ ଜାଣେ ଆପଣ ଫାରୋଙ୍କ ତୁଲ୍ଯ।

Genesis 50:4
ଏହି ସତୁରି ଦିନପରେ ଶୋକ ଦିନ ଶଷେ ହେଲା। ତେଣୁ ଯୋଷଫେ ଫାରୋଙ୍କର ପରିଜନଙ୍କୁ କହିଲେ, ତୁମ୍ଭେ ଯଦି ମାରେ ମଙ୍ଗଳ ଭାବୁଛ, ଦୟାକରି ଫାରୋଙ୍କୁ କୁହ।

Exodus 10:2
ମୁଁ ଏପରି କଲି କାରଣ ତୁମ୍ଭେ ତୁମ୍ଭର ଭବିଷ୍ଯତ ବଂଶଧରମାନଙ୍କୁ କହିବାକୁ ସକ୍ଷମ ହବେ, ମୁଁ କିପରି ମିଶରୀଯମାନଙ୍କୁ ତାଚ୍ଛଲ୍ଯ କଲି ଏବଂ ଅଦ୍ଭୁତ କର୍ମ ବିଷଯ ରେ କହିପାରିବ ଯାହା ମୁଁ ମିଶର ରେ କରିଅଛି। ଏହାପରେ ତୁମ୍ଭମାନେେ ସମସ୍ତେ ଜାଣିବ ଯେ ମୁଁ ହେଉଛି ସଦାପ୍ରଭୁ।

Exodus 11:2
ତୁମ୍ଭେ ଏହି ବାର୍ତ୍ତା ମିଶରବାସୀଙ୍କୁ ଦିଅ। 'ପ୍ରେତ୍ୟକକ ପୁରୁଷ ଆପଣା ପ୍ରତିବେଶୀଠାରୁ ଏବଂ ପ୍ରେତ୍ୟକକ ସ୍ତ୍ରୀ ଆପଣା ପ୍ରତିବେଶୀନୀଠାରୁ ରେ ୗପ୍ୟ ଅଳଙ୍କାର ଓ ସ୍ବର୍ଣ୍ଣ ଅଳଙ୍କାର ମାଗି ନିଅନ୍ତୁ।

Exodus 17:14
ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ଏହି ୟୁଦ୍ଧର ବିବରଣୀ ଲେଖ। ଏହିକଥା ଏକ ପୁସ୍ତକରେ ଲେଖ। ଯାହାଫଳ ରେ ଲୋକମାନେ ମନରେଖି ପାରିବେ ଏଠା ରେ ଯାହାସବୁ ଘଟିଥିଲା। ଏବଂ ଯିହାଶୂେୟଙ୍କ ପାଖ ରେ ସହେି ପୁସ୍ତକ ପଢ। ମୁଁ ସମ୍ପୂର୍ଣ୍ଣଭାବରେ ଅମାଲକେୀଯମାନଙ୍କୁ ଏହି ପୃଥିବୀରୁ ଧ୍ବଂସ କରିବି।

Occurences : 187

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்