Base Word
אַזְכָּרָה
Short Definitiona reminder; specifically remembrance-offering
Long Definitionmemorial-offering, the portion of the meal (food) offering which is burned
Derivationfrom H2142
International Phonetic Alphabetʔɑd͡z.kɔːˈrɔː
IPA modʔɑz.kɑːˈʁɑː
Syllableʾazkārâ
Dictionadz-kaw-RAW
Diction Modaz-ka-RA
Usagememorial
Part of speechn-f

Leviticus 2:2
ପୁଣି ତାକୁ ହାରୋଣର ଯାଜକ ପୁତ୍ରମାନଙ୍କ ନିକଟକୁ ଆଣିବ। ଯାଜକ ସେଥିରୁ ମୁଠିଏ ସରୁ ମଇଦା, କିଛି ତୈଳ ଓ ସମସ୍ତ କପୂର୍ର ନବେ। ତା'ପରେ ଯାଜକ ଏହି ସ୍ମାରକ ଅଂଶ ୟଜ୍ଞବଦେୀ ଉପରେ ଦଗ୍ଧ କରିବ। ତାହା ସଦାପ୍ରଭୁଙ୍କ ପାଇଁ ସୁଗନ୍ଧିତ ନବୈେଦ୍ଯ ଅଟେ।

Leviticus 2:9
ପୁଣି ଯାଜକ ସହେି ଭଜା ଶସ୍ଯରୁ କିଛି ଅଂଶ ନବୋ ଉଚିତ୍ ଓ ୟଜ୍ଞବଦେୀ ଉପରେ ଏହି ସ୍ମରଣାର୍ଥକ ଅଂଶ ଦଗ୍ଧ କରିବା ଉଚିତ୍। ତାହା ସଦାପ୍ରଭୁଙ୍କ ପାଇଁ ସୁବାସିତ ନବୈେଦ୍ଯ ଅଟେ।

Leviticus 2:16
ତା'ପରେ କିଛି ମର୍ଦ୍ଦିତ ଶସ୍ଯ, କିଛି ତୈଳ ଓ ସମସ୍ତ ଲୋବାନି ଗୋଟିଏ ସ୍ମରାଣାର୍ଥକ ଅଂଶ ରୂପେ ଦଗ୍ଧ କରିବ। ଏହା ସଦାପ୍ରଭୁଙ୍କ ପ୍ରତି ଗୋଟିଏ ଉପହାର ଅଟେ।

Leviticus 5:12
ସେ ଯାଜକ ନିକଟକୁ ତାହା ଆଣିବ ଓ ଯାଜକ ସେଥିରୁ ସ୍ମରଣାର୍ଥକ ନବୈେଦ୍ଯ ରୂପେ ମୁଠାଏ ନଇେ ୟଜ୍ଞବଦେୀ ରେ ସଦାପ୍ରଭୁଙ୍କ ଅଗ୍ନିକୃତ ନବୈେଦ୍ଯ ଉପରେ ଦଗ୍ଧ କରିବ। ପାପରୁ ମୁକ୍ତ ହବୋ ପାଇଁ ଏହା ପାପାର୍ଥକ ବଳି।

Leviticus 6:15
ଯାଜକ ସହେି ଶସ୍ଯ ନବୈେଦ୍ଯରୁ ମୁଠାଏ ସରୁ ମଇଦା, କିଛି ତୈଳ ଓ ନବୈେଦ୍ଯ ଉପରିସ୍ଥ ସମସ୍ତ ଲୋବାନ ନଇେ ୟଜ୍ଞବଦେୀ ରେ ଦଗ୍ଧ କରିବ। ଏହା ସଦାପ୍ରଭୁଙ୍କ ତୁଷ୍ଟିଜନକ ଆଘ୍ରାଣାର୍ଥେ ସ୍ମରଣାର୍ଥକ ନବୈେଦ୍ଯ ହବେ।

Leviticus 24:7
ଆଉ ରୋଟୀ ପରିବର୍ତେ ସ୍ମରଣାର୍ଥକ ନବୈେଦ୍ଯରୂପେ ପ୍ରତି ଧାଡିର ଉପରେ ନିର୍ମଳ ସୁବାସିତ ଲୋବାନ୍ ଦବେ।

Numbers 5:26
ତହୁଁ ଯାଜକ ସହେି ଭକ୍ଷ୍ଯ ନବୈେଦ୍ଯରୁ ମୁଠାଏ ତହିଁର ସ୍ମରଣାର୍ଥକ ଅଂଶ ରୂପେ ନଇେ ବଦେି ଉପରେ ଦଗ୍ଧ କରିବ ଓ ତହିଁ ଉତ୍ତା ରେ ସହେି ସ୍ତ୍ରୀକୁ ସହେି ଜଳ ପାନ କରାଇବ।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்