Base Word
אֵזוֹב
Short Definitionhyssop
Long Definitionhyssop, a plant used for medicinal and religious purposes
Derivationprobably of foreign derivation
International Phonetic Alphabetʔeˈd͡zob
IPA modʔeˈzo̞wv
Syllableʾēzôb
Dictionay-DZOBE
Diction Moday-ZOVE
Usagehyssop
Part of speechn-m

Exodus 12:22
ବିଡାଏ ଏସୋବ୍ ନଇେ ପାତ୍ର ରେ ଥିବା ରକ୍ତ ରେ ବୁଡାଇ ଦ୍ବାରର କପାଳି ଓ ଦୁଇ ବାଜୁବନ୍ଧ ଉପରେ ପାତ୍ରସ୍ଥିତ ରକ୍ତ ଲଗାଅ। ପୁଣି ପ୍ରଭାତ ୟାଏ ତୁମ୍ଭମାନଙ୍କର କହେିଗୃହ ଦ୍ବାର ରେ ବାହାରକୁ ନଯାଉ।

Leviticus 14:4
ଯଦି ଲୋକଟି ସୁସ୍ଥ ତବେେ ଯାଜକ ତାହା ପାଇଁ ଦୁଇ ଜୀଅନ୍ତା ଶୁଚି ପକ୍ଷୀ, କିଛି ଏରସ୍ କାଠ, ସିନ୍ଦୁରବର୍ଣ୍ଣ ( ଲୋମ) ଓ ବନସ୍ପତିର ପତ୍ର ନବୋ ପାଇଁ ଆଜ୍ଞା ଦବେ।

Leviticus 14:6
ତା'ପରେ ସେ ସହେି ଜୀଅନ୍ତା ପକ୍ଷୀ, ଏରସ କାଠ, ସିନ୍ଦୁର ବର୍ଣ୍ଣ (ଲୋମ) ଓ ବନସ୍ପତି ବୃକ୍ଷର ପତ୍ର ନଇେ ସହେି ସୋର୍ତଜଳ ଉପରେ ବଧ କରାୟାଇଥିବା ପକ୍ଷୀର ରକ୍ତ ରେ ସହେି ସବୁକୁ ବୁଡାଇବ।

Leviticus 14:49
ପୁଣି ସହେି ଗୃହକୁ ଶୁଚି କରିବାକୁ ଯାଜକ ଦୁଇଟି ପକ୍ଷୀ, ଏରସ କାଠ, ଲାଲ ବସ୍ତ୍ର ଓ ବନସ୍ପତି ନବୋ ଉଚିତ୍।

Leviticus 14:51
ତା'ପରେ ସେ ଯାଜକ ଏରସ କାଠ, ଏସୋବ, ଲାଲ୍ ବସ୍ତ୍ର, ଜୀଅନ୍ତା ପକ୍ଷୀକୁ ନଇେ ହତ୍ଯା କରିବ ଓ ସହେି ପକ୍ଷୀର ରକ୍ତ, ସହେି ଜଳ ସୋର୍ତ ରେ ବୁଡାଇବ ଓ ସହେି ଘ ରେ ସାତଥର ଛିଞ୍ଚିବ।

Leviticus 14:52
ସହେି ସବୁଜିନିଷ ବ୍ଯବହାର କରି ସେ ଗୃହଟିକୁ ଶୁଚି କରିବ।

Numbers 19:6
ତହୁଁ ଯାଜକ ଏରସ କାଠ, ଏସୋବ୍ ଓ ଲାଲ ସୂତା ନଇେ ସହେି ଗାଈ ଦାହର ଅଗ୍ନି ମଧିଅରେ ପକାଇବ।

Numbers 19:18
ତା'ପରେ ଜଣେ ଶୁଚିମନ୍ତ ବ୍ଯକ୍ତି ଏକ ଏସୋବ୍ ଶାଖା ନଇେ ସହେି ଜଳ ରେ ବୁଡାଇବା ଉଚିତ୍। ସେ ସହେି ତମ୍ବୁ ଉପରେ, ସମସ୍ତ ପାତ୍ର ଉପରେ, ସଠାେରେ ଥିବା ସମସ୍ତ ଲୋକ ଉପରେ ଓ ଅସ୍ଥି, କି ହାତ କି ମୃତ କବର ଛୁଇଁଥିବା ଲୋକ ଉପରେ ତାହା ଛିଞ୍ଚିବ।

1 Kings 4:33
ସେ ପ୍ରକୃତି ସମ୍ବନ୍ଧ ରେ ମଧ୍ଯ ବହୁକଥା ଜାଣିଲେ। ସେ ଲିବା ନୋନର ଏରସ ବୃକ୍ଷ ବିଷଯ ରେ ଓ ପ୍ରାଚୀର ରେ ଜନ୍ମିଥିବା ଏସୋବ ତୃଣ ବିଷଯ ରେ ଶିକ୍ଷା ଦେଲେ। ସେ ପଶୁ, ପକ୍ଷୀ, ଉ ରୋଗାମୀ ପ୍ରାଣୀ ଓ ମତ୍ସ୍ଯମାନଙ୍କର ବିଷଯ ରେ ଶିକ୍ଷା ଦେଲେ।

Psalm 51:7
ଔଷଧିଯ ବୃକ୍ଷର ପ୍ରଯୋଗ କରି ମାେତେ ବିଧି ସହକାରେ ଶୁଦ୍ଧ କର। ମୁଁ ବରଫରୁ ଅଧିକ ଶୁକ୍ଲ ହବୋ ପର୍ୟ୍ଯନ୍ତ ମାେତେ ପ୍ରକ୍ଷାଳନ କର।

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்