Base Word
חֶבְרוֹנִי
Short DefinitionChebronite (collectively), an inhabitant of Chebron
Long Definitionthe inhabitants of the city of Hebron
Derivationor חֶבְרֹנִי; patronymically from H2275
International Phonetic Alphabetħɛb.roˈn̪ɪi̯
IPA modχɛv.ʁo̞wˈniː
Syllableḥebrônî
Dictionheb-roh-NEE
Diction Modhev-roh-NEE
UsageHebronites
Part of speechn-m

Numbers 3:27
ପୁଣି କହାତ୍ଠାରୁ ଅମ୍ରମୀଯ ବଂଶ ୟିଷ୍ହରୀଯ ବଂଶ, ଦିବ୍ରୋଣୀଯ ବଂଶ ଓ ଉଷୀଯଲେୀଯ ବଂଶ ଉତ୍ପନ୍ନ ହେଲେ। ଏମାନେ କହାତୀଯ ବଂଶ ହେଲେ।

Numbers 26:58
ଏହିସବୁ ଗୋଷ୍ଠୀଗୁଡିକ ମଧ୍ଯ ଲବେୀୟ ପରିବାରବର୍ଗର ଅର୍ନ୍ତଭୁକ୍ତ ଅଟେ। ଲିବନୀଯ ଗୋଷ୍ଠୀ, ହିବ୍ରୋଣୀଯ ଗୋଷ୍ଠୀ, ମହଲୀଯ ଗୋଷ୍ଠୀ, ମୂଶୀଯ ଗୋଷ୍ଠୀ ଏବଂ କୋରହୀଯ ଗୋଷ୍ଠୀ।

1 Chronicles 26:23
ଅନ୍ୟ ନେତାମାନେ ଅମ୍ରାମୀ, ୟିଷହରୀଯ, ହିବ୍ରୋଣୀଯ ଓ ଉଷିଯଲଙ୍କେ ପରିବାରବର୍ଗରୁ ମନୋନୀତ ହାଇେଥିଲେ।

1 Chronicles 26:30
ହିବ୍ରୋଣଙ୍କର ପରିବାରରୁ ହଷବିଯ ଓ ତାଙ୍କର ଆତ୍ମୀଯମାନେ ସଦାପ୍ରଭୁଙ୍କର ସମସ୍ତ କାର୍ୟ୍ଯ ଓ ୟର୍ଦ୍ଦନ ନଦୀର ପଶ୍ଚିମ ରେ ଥିବା ରାଜାଙ୍କର ବ୍ଯବସାଯ ଦାଯିତ୍ବ ରେ ଥିଲେ। ହଷବିଯଙ୍କ ଦଳ ରେ 1,700 ଜଣ ପରାକ୍ରମୀ ବ୍ଯକ୍ତି ଥିଲେ।

1 Chronicles 26:31
ହିବ୍ରୋଣ ପରିବାରର ଇତିହାସ ଦର୍ଶାଏ ଯେ, ୟିରିଯ ସମାନଙ୍କେର ନେତା ଥିଲେ। ଦାଉଦ ଚାଳିଶ ବର୍ଷ ବ୍ଯାପି ରାଜା ଥିବା ସମୟରେ ପାରିବାରିକ ଇତିହାସଗୁଡ଼ିକୁ ଅନୁସନ୍ଧାନ କରି ବଳବାନ୍ ଓ ଦକ୍ଷ ଲୋକମାନଙ୍କୁ ଖାଜେି ବାହାର କରିବାକୁ ଆଦେଶ ଦଇେଥିଲେ। ଗିଲିଯଦର ୟା ସରେ ସହର ରେ ବାସ କରୁଥିବା ହିବ୍ରୋଣ୍ ପରିବାର ମଧିଅରେ ଏହିପରି କେତଜେଣ ଲୋକ ମିଳିଲେ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்