Base Word
חֶבֶר
Short Definitiona society; also a spell
Long Definitionassociation, company, band
Derivationfrom H2266
International Phonetic Alphabetħɛˈbɛr
IPA modχɛˈvɛʁ
Syllableḥeber
Dictionheh-BER
Diction Modheh-VER
Usagecharmer(-ing), company, enchantment, × wide
Part of speechn-m

Deuteronomy 18:11
ମାହେକ, ଭୂତକ୍ସ୍ଟଡିଯା, ଗକ୍ସ୍ଟଣୀ କି ପ୍ ରତେ ପରାମର୍ଶୀ ଲୋକ ତକ୍ସ୍ଟମ୍ଭ ମଧିଅରେ କହେି ଯେପରି ଦଖାୟିବେ ନାହିଁ।

Psalm 58:5
ସାପୁଆକଳୋମାନଙ୍କର ବାଦ୍ଯ କିଅବା ଗୀତକୁ ନାଗସାପ ଶୁଣି ପାରିବ ନାହିଁ। ଆଉ ସହେି ମନ୍ଦ ଲୋକମାନେ ସହେିପରି, ଯେତବେେଳେ ସମାନେେ ସମାନଙ୍କେର ମନ୍ଦ ଯୋଜନା କରନ୍ତି।

Proverbs 21:9
କଳିହୁଡ଼ି ସ୍ତ୍ରୀ ସଙ୍ଗ ରେ ପ୍ରଶସ୍ତ ଗୃହ ରେ ବାସ କରିବା ଅପେକ୍ଷା ଛାତର ଏକ କଣ ରେ ବାସ କରିବା ଭଲ।

Proverbs 25:24
କଳିହୁଡ଼ୀ ସ୍ତ୍ରୀ ସଙ୍ଗ ରେ ଏକା ଗୃହ ରେ ବାସ କରିବା ଅପେକ୍ଷା ଛାତର ଏକ କଣ ରେ ବାସ କରିବା ଭଲ।

Isaiah 47:9
ଏ ଉଭୟ ଘଟଣା ସହସା ଏକ ମୁହୂର୍ତ୍ତ ରେ ଘଟିବ। ପ୍ରଥମେ ସନ୍ତାନ ବିରହ ଓ ପ ରେ ବୈଧବ୍ଯ ତୁମ୍ଭପ୍ରତି ଘଟିବ। ତୁମ୍ଭର ଅପାର ଶକ୍ତିଶାଳୀ କୌଶଳ ଓ ମାଯାବୀତ୍ବ କିଛି ସାହାୟ୍ଯ କରିବ ନାହିଁ। ଏ ଦୁଇଟି ସମ୍ପୂର୍ଣ୍ଣ ପରିମାଣ ରେ ତୁମ୍ଭ ପ୍ରତି ଘଟିବ।

Isaiah 47:12
ବର୍ତ୍ତମାନ ତୁମ୍ଭମାନେେ ମାଯାବୀ ୟାଦୁବିଦ୍ଯା ଉପ ରେ ନିର୍ଭର କର, ଯାହା ତୁମ୍ଭମାନେେ ଶିଖିବାକୁ ବହୁତ ପରିଶ୍ରମ କର। ତୁମ୍ଭମାନେେ ସଗେୁଡ଼ିକୁ ବ୍ଯବହାର ରେ ଲଗାଇପାର କିମ୍ବା ସେଥିପାଇଁ ତୁମ୍ଭମାନେେ ଜିତିପାର।

Hosea 6:9
ଡକାଯତମାନଙ୍କ ପରି ସମାନେେ ଲୋକମାନଙ୍କୁ ଆକ୍ରମଣ କରିବାକୁ ଅପେକ୍ଷା କରନ୍ତି। ସହେିପରି, ଯାଜକଙ୍କ ଦଳ ଶିଖିମକୁ ଯାଉଥିବା ଲୋକମାନଙ୍କୁ ରାସ୍ତା ରେ ଅପେକ୍ଷା କରନ୍ତି ଓ ସମାନଙ୍କେୁ ଆକ୍ରମଣ କରନ୍ତି। ସମାନେେ ଏକତ୍ରୀତ ହାଇେ ମନ୍ଦ କାର୍ୟ୍ଯ କରିବାକୁ ଯୋଜନା କରନ୍ତି।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்