Base Word | |
זָקָן | |
Short Definition | the beard (as indicating age) |
Long Definition | beard, chin |
Derivation | from H2204 |
International Phonetic Alphabet | d͡zɔːˈk’ɔːn̪ |
IPA mod | zɑːˈkɑːn |
Syllable | zāqān |
Diction | dzaw-KAWN |
Diction Mod | za-KAHN |
Usage | beard |
Part of speech | n-m |
Leviticus 13:29
ଆଉ ପୁରୁଷ ଅବା ସ୍ତ୍ରୀର ମସ୍ତକରେ ଅବା ଦାଢି ରେ ଘା' ହେଲ ଯାଜକ ସହେି ଘା' ଦେଖିବା
Leviticus 13:30
ଯାଜକ ସହେି ଘା' ଦେଖିବ, ଯଦି ତାହା ଚର୍ମର ନୀଚ୍ଚସ୍ଥ ଦଖାୟୋଏ, ତହିଁରେ ହଳଦିବର୍ଣ୍ଣ ସରୁ ଲୋକ ଥାଏ, ତବେେ ଯାଜକ ତାକୁ ଅଶୁଚି ବୋଲି ପ୍ରକାଶ କରିବ। ତାହା ଛଉ, ତାହା ମସ୍ତକ ଅବା ଦାଢିର କୁଷ୍ଠ ରୋଗ।
Leviticus 14:9
ସପ୍ତମ ଦିନ ରେ ସେ ନିଜର ସମସ୍ତ କେଶ ଅର୍ଥାତ୍ ମସ୍ତକର ଦାଢି ରେ ଓ ଭ୍ରୁଲତାର ସମସ୍ତ କେଶ କ୍ଷୌର କରିବ। ପୁଣି ନିଜର ବସ୍ତ୍ର ଧୌଇ ଜଳ ରେ ସ୍ନାନ କରି ଶୁଚି ହବେ।
Leviticus 19:27
ତୁମ୍ଭମାନେେ ନିଜ ନିଜ ମସ୍ତକର କଣସବୁ ଗୋଲାକାର କରିବ ନାହିଁ କିମ୍ବା ନିଜ ନିଜ ଦାଢିର କୋଣ ମୁଣ୍ଡନ କରିବ ନାହିଁ।
Leviticus 21:5
ଆଉ ଯାଜକଗଣ ସମାନଙ୍କେର ମସ୍ତକ ମୁଣ୍ଡନ କରିବେ ନାହିଁ। ଆପଣା ଦାଢିର କୋଣ କ୍ଷୌର କରିବେ ନାହିଁ, କିମ୍ବା ନିଜ ନିଜ ଶରୀର ରେ ଅସ୍ତ୍ରାଘାତ କରିବେ ନାହିଁ।
1 Samuel 17:35
ମୁ ତା' ପଛ ରେ ଗୋଡ଼ାଇଲି ଏବଂ ତାକକ୍ସ୍ଟ ଆଘାତ କରି, ତା' ପାଟିରକ୍ସ୍ଟ ମଷେକକ୍ସ୍ଟ ଛଡାଇ ଆଣିଲି। ବନ୍ଯ ପଶକ୍ସ୍ଟଟି ମାେ ଉପରକକ୍ସ୍ଟ କକ୍ସ୍ଟଦା ମାରିଲା ମୁ ତା'ର ଦାଢି ଧରି ତାହାକକ୍ସ୍ଟ ମାରିଦଲେି।
1 Samuel 21:13
ସମାନେେ ଯାହା କହକ୍ସ୍ଟଥିଲେ ସେସବୁକକ୍ସ୍ଟ ଦାଉଦ ବହକ୍ସ୍ଟତ ଧ୍ଯାନ ଦେଉଥିଲେ। ଗାଥର ରାଜା ଆଖୀଶଙ୍କକ୍ସ୍ଟ ଦାଉଦ ଭୟ କରିଗଲେ।
2 Samuel 10:4
ଏଥି ରେ ହାନୂନ ଦାଉଦର କର୍ମଗ୍ଭରୀମାନଙ୍କର ଦାଢିର ଅଧେ କ୍ଷୌର କଲା ଓ ସମାନଙ୍କେ ଅଣ୍ଟାରକ୍ସ୍ଟ ତଳକକ୍ସ୍ଟ ଥିବା ବସ୍ତ୍ର କାଟି ଦଲୋ। ତା'ପରେ ସେ ସମାନଙ୍କେୁ ବିଦା କଲା।
2 Samuel 10:5
ଏହି ଲୋକମାନଙ୍କୁ ପରେ ଦାଉଦ କହିଲେ ଓ ସେ ସମାନଙ୍କେୁ ଭଟେିବା ପାଇଁ ପୁରୁଷମାନଙ୍କୁ ପଠାଇଲେ, କାରଣ ସମାନେେ ଅତି ଲଜ୍ଜିତ ହାଇେଥିଲେ। ରାଜା ସମାନଙ୍କେୁ କହିଲେ, ତୁମ୍ଭର ଦାଢି ବଢିବା ପର୍ୟ୍ଯନ୍ତ ତୁମ୍ଭମାନେେ ଯିରୀହାେ ରେ ଥାଅ। ଏହାପରେ ଯିରୁଶାଲମକୁ ଫରେି ଆସିବ।
2 Samuel 20:9
ଯୋୟାବ ଅମାସାକକ୍ସ୍ଟ ପଗ୍ଭରିଲା, କି ଭାଇ ତୁମ୍ଭର ମଙ୍ଗଳ?
Occurences : 19
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்