Base Word | |
זְכַרְיָה | |
Short Definition | Zecarjah, the name of twenty-nine Israelites |
Long Definition | 11th in order of the minor prophets; a priest, son of Berechiah and grandson of Iddo, who, along with Haggai, directed the rebuilding of the temple in the days of Zerubbabel |
Derivation | or זְכַרְיָהוּ; from H2142 and H3050; Jah has remembered |
International Phonetic Alphabet | d͡zɛ̆.kɑrˈjɔː |
IPA mod | zɛ̆.χɑʁˈjɑː |
Syllable | zĕkaryâ |
Diction | dzeh-kahr-YAW |
Diction Mod | zeh-hahr-YA |
Usage | Zachariah, Zechariah |
Part of speech | n-pr-m |
Base Word | |
זְכַרְיָה | |
Short Definition | Zecarjah, the name of twenty-nine Israelites |
Long Definition | 11th in order of the minor prophets; a priest, son of Berechiah and grandson of Iddo, who, along with Haggai, directed the rebuilding of the temple in the days of Zerubbabel |
Derivation | or זְכַרְיָהוּ; from H2142 and H3050; Jah has remembered |
International Phonetic Alphabet | d͡zɛ̆.kɑrˈjɔː |
IPA mod | zɛ̆.χɑʁˈjɑː |
Syllable | zĕkaryâ |
Diction | dzeh-kahr-YAW |
Diction Mod | zeh-hahr-YA |
Usage | Zachariah, Zechariah |
Part of speech | n-pr-m |
2 Kings 14:29
ଅନନ୍ତର ୟାରବିଯାମଙ୍କ ମୃତ୍ଯୁ ହେଲା ଓ ସେ ଇଶ୍ରାୟେଲର ରାଜାମାନଙ୍କ ସହିତ କବର ନେଲେ। ତାଙ୍କ ପଦର ରେ ତାଙ୍କ ପୁତ୍ର ଜିଖରିଯ ଇଶ୍ରାୟେଲର ରାଜା ହେଲେ।
2 Kings 15:8
ଯିହୁଦା ରେ ଅସରିଯଙ୍କର ରାଜତ୍ବର ଅଠତିରିଶ୍ ବର୍ଷ ରେ ୟାରବିଯଯାମଙ୍କ ପୁତ୍ର ଜିଖରିଯ ଶମରିଯା ରେ ଇଶ୍ରାୟେଲ ଉପରେ ଛଅ ମାସ ଶାସନ କଲେ।
2 Kings 15:11
ଜିଖରିଯଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ୟ୍ଯ, ପରାକ୍ରମ ଇଶ୍ରାୟେଲ ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।
2 Kings 18:2
ହିଜକିଯ ପଚିଶ ବର୍ଷ ବଯସ୍କ ଥିଲେ ଯେତବେେଳେ ସେ ଶାସନ ଆରମ୍ଭ କଲେ ଓ ସେ ୟିରୁଶାଲମ ରେ ଅଣତିରିଶ ବର୍ଷ ରାଜତ୍ବ କଲେ। ତାଙ୍କର ମାତାଙ୍କର ନାମ ଅବୀ ଓ ସେ ଜିଖରିଯଙ୍କର କନ୍ଯା ଥିଲେ।
1 Chronicles 5:7
ପରିବାରର ଇତିହାସ ରେ ଯେଉଁପରି ଲଖାେ ୟାଇଅଛି, ଠିକ୍ ସହେିପରି ଯାୟେଲଙ୍କ ଭ୍ରାତୃଗଣ ଓ ତାହାଙ୍କ ପରିବାରବର୍ଗ ତାଲିକା କରା ୟାଇଅଛି। ୟିଯିଯଲେ ପ୍ରଥମ ପୁତ୍ର ଥିଲେ, ତା'ପରେ ଜିଖରିଯ।
1 Chronicles 9:21
ପବିତ୍ର ତମ୍ବୁର ପ୍ରବେଶ ଦ୍ବାର ରେ ଜିଖରିଯ ମଶଲେିମିଯଙ୍କ ପୁତ୍ର ଦ୍ବାରପାଳ ଥିଲେ।
1 Chronicles 9:37
ଗଦୋର୍, ଅହିଯୋ, ଜିଖରିଯ ଓ ମିକ୍ଲୋତ୍।
1 Chronicles 15:18
ସହେି ଲବେୀୟମାନଙ୍କର ଆଉ ଏକ ଦ୍ବିତୀୟ ଦଳ ମଧ୍ଯ ଥିଲେ। ସମାନେେ ଥିଲେ ଜିଖରିଯ, ବନେ, ୟାସୀଯଲେ, ଶମୀରାମାେତ, ୟିହୀଯଲେ, ଉନ୍ନିକି, ଇଲୀଯାବ, ବନାଯ, ମା ସଯେ, ମତ୍ତଥିଯ, ଇଲୀଫଲହେୁ, ମିକ୍ନଯେ, ଓବଦେ-ଇଦୋମ ଓ ୟିଯୁଯଲେ। ଏହିମାନେ ଦ୍ବାରପାଳ ଥିଲେ।
1 Chronicles 15:20
ଜିଖରିଯ, ଅସୀଯଲେ, ଶମୀରାମାେତ୍, ୟିହିଯଲେ, ଉନ୍ନି, ଇଲୀଯାବ, ମା ସଯେ ଓ ବନାଯ ଅଲାମାେତ୍ ବୀଣା ବଜାଉଥିଲେ।
1 Chronicles 15:24
ଶବନିଯ, ୟୋଶାଫଟ୍, ନଥନଲେ, ଅମାସଯ, ଜିଖରିଯ, ବନାଯ ଓ ଇଲୀଯଷେର, ଏମାନଙ୍କର କାର୍ୟ୍ଯ ଥିଲା, ନିଯମସିନ୍ଦୁକର ସମ୍ମୁଖ ରେ ତୂରୀ ବଜାଇବା। ଓବେଦ୍-ଇଦୋମ୍ ଓ ୟିହିଯ ନିଯମସିନ୍ଦୁକର ଦ୍ବାରପାଳ ଥିଲେ।
Occurences : 43
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்