Base Word
זוֹב
Short Definitiona seminal or menstrual flux
Long Definitiona flow, issue, discharge, flux
Derivationfrom H2100
International Phonetic Alphabetd͡zob
IPA modzo̞wv
Syllablezôb
Dictiondzobe
Diction Modzove
Usageissue
Part of speechn-m

Leviticus 15:2
ଇଶ୍ରାୟେଲ ସନ୍ତାନଗଣଙ୍କୁ କୁହ, ଯଦି କୌଣସି ପୁରୁଷର ଲିଙ୍ଗରୁ ଧାତୁ କ୍ଷରିତ ହୁଏ, ସେ ଅଶୁଚି ଘୋଷିତ ହାବୋ ଉଚିତ୍।

Leviticus 15:3
କ୍ଷରଣ ଚାଲିଥାଉ କିମ୍ବା ବନ୍ଦ ହାଇେଥାଉ, କ୍ଷରଣ ହେଉଥିବା ଲୋକ ଅଶୁଚି ଅଟେ।

Leviticus 15:3
କ୍ଷରଣ ଚାଲିଥାଉ କିମ୍ବା ବନ୍ଦ ହାଇେଥାଉ, କ୍ଷରଣ ହେଉଥିବା ଲୋକ ଅଶୁଚି ଅଟେ।

Leviticus 15:3
କ୍ଷରଣ ଚାଲିଥାଉ କିମ୍ବା ବନ୍ଦ ହାଇେଥାଉ, କ୍ଷରଣ ହେଉଥିବା ଲୋକ ଅଶୁଚି ଅଟେ।

Leviticus 15:13
କ୍ଷରଣକାରୀ ଯେତବେେଳେ ନିଜ କ୍ଷରଣ ସକାେଶ ଶୁଚି ହୁଏ, ସେତବେେଳେ ସେ େଶୗଚକ୍ରିଯା ନିମନ୍ତେ ସାତଦିନ ଅପେକ୍ଷା କରିବା ଉଚିତ୍। ସେ ନିଜର ବସ୍ତ୍ର ଧୋଇବ ଓ ସୋର୍ତ ଜଳ ରେ ସ୍ନାନ କରିବ। ତବେେ ସେ ଶୁଚି ହବେ।

Leviticus 15:15
ପୁଣି ଯାଜକ ସେଥିରୁ ଗୋଟିକୁ ପାପାର୍ଥକ ବଳି ଓ ଅନ୍ୟଟିକୁ ହାମବେଳି ରୂପେ ଉତ୍ସର୍ଗ କରିବ। ଆଉ ସହେି ଲୋକ ସଦାପ୍ରଭୁଙ୍କ ସମ୍ମୁଖ ରେ ପ୍ରାଯଶ୍ଚିତ ହବେ। କାରଣ ତାଙ୍କର କ୍ଷରଣ ପାଇଁ।

Leviticus 15:19
ଆଉ ଯଦି କୌଣସି ସ୍ତ୍ରୀ ରଜସ୍ବଳା ହୁଏ ଓ ତା'ର ଦହରେୁ ରକ୍ତ କ୍ଷରିତ ହୁଏ, ତବେେ ସେ ସାତଦିନ ପର୍ୟ୍ଯନ୍ତ ଅଶୌଚ ରହିବ। ୟିଏ କହେି ତାକୁ ସେ ସମୟରେ ଛୁଇଁବ ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

Leviticus 15:25
ଆଉ ସ୍ତ୍ରୀର ମାସିକ ଧର୍ମ ସମୟ ଛଡା ଯଦି କୌଣସି ସ୍ତ୍ରୀ ବହୁଦିନ ପର୍ୟ୍ଯନ୍ତ ରକ୍ତସ୍ରାବ ହୁଏ, କିମ୍ବା ସାତ ଦିନ ଅତିବାହିତ ହେଲାପରେ ଯଦି କ୍ତ ସ୍ରାବ ହୁଏ, ତବେେ ରକ୍ତସ୍ରାବ ହେଉଥିବ ପର୍ୟ୍ଯନ୍ତ ସେ ସ୍ତ୍ରୀର ମାସିକ ଧର୍ମ ସମୟ ପରି ଅଶୁଚି ରହିବ।

Leviticus 15:26
ଯଦି ସହେି ରକ୍ତସ୍ରାବ ଚାଲିଥିବା ସମୟରେ ସେ କୌଣସି ଶୟ୍ଯା ରେ ଶଯନ କରେ, ତବେେ ତାହା ସ୍ତ୍ରୀ-ଧର୍ମ ସମୟ ପରି ଅଶୁଚି ରହିବ। ଆଉ ସେ ଯେଉଁ ଆସନ ଉପରେ ବସିବ ତା' ମଧ୍ଯ ସ୍ତ୍ରୀଧର୍ମ ସମୟ ପରେ ଅଶୁଚି ରହିବ।

Occurences : 13

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்