Base Word
זֵד
Short Definitionarrogant
Long Definitionarrogant, proud, insolent, presumptuous
Derivationfrom H2102
International Phonetic Alphabetd͡zed̪
IPA modzed
Syllablezēd
Dictiondzade
Diction Modzade
Usagepresumptuous, proud
Part of speechn-m

Psalm 19:13
ମୁଁ ଯେଉଁ ପାପସବୁ କରିବାକୁ ଚାହୁଁଛି ମାେତେ ସେଥିରୁ ନିବୃତ୍ତ କର। ସହେି ପାପସବୁ ୟପରେି ମାେ ଉପରେ ଶାସନ ନ କରୁ। ତୁମ୍ଭେ ୟଦି ମାେତେ ସାହାୟ୍ଯ କରିବ ତା' ହେଲେ ମୁଁ ଶୁଦ୍ଧ ଜୀବନୟାପନ ସହିତ ସମସ୍ତ ପାପରୁ ମୁକ୍ତ ହାଇେ ପାରିବି।

Psalm 86:14
ହେ ପରମେଶ୍ବର, ଗର୍ବୀ ଲୋକମାନେ ମାେତେ ଆକ୍ରମଣ କରିଛନ୍ତି। ଦଳେ ଦୁଷ୍ଟ ଲୋକ ମାେତେ ହତ୍ଯା କରିବାକୁ ଉଦ୍ଯମ କରୁଛନ୍ତି। ଏବଂ ସମାନେେ ତୁମ୍ଭକୁ ସମ୍ମାନ କରନ୍ତି ନାହିଁ।

Psalm 119:21
ସଦାପ୍ରଭୁ ତୁମ୍ଭେ ଗର୍ବୀ ଲୋକମାନଙ୍କୁ ଉପହାସ କର। ଯେଉଁମାନେ ତୁମ୍ଭର ଆଜ୍ଞାଗୁଡିକୁ ଅନୁସରଣ କରିବାକୁ ବନ୍ଦ କରନ୍ତି ସମାନେେ ଅଭିଶପ୍ତ ହୁଅନ୍ତି।

Psalm 119:51
ଲୋକମାନେ ଭାବନ୍ତି ସମାନେେ ମାଠାରୁେ ଉତ୍ତମ ଏବଂ ମାେତେ ଅତିଶଯ ଅପମାନିତ କରିଛନ୍ତି, କିନ୍ତୁ ମୁଁ ତୁମ୍ଭ ଶିକ୍ଷାରୁ ବିଚ୍ଯୁତ ହାଇେ ନାହିଁ।

Psalm 119:69
ଯେଉଁ ଲୋକମାନେ ଭାବନ୍ତି ସମାନେେ ମାଠାରୁେ ଉତ୍ତମ, ସମାନେେ ମାେ ବିଷଯରେ ମିଥ୍ଯା କହିଛନ୍ତି। କିନ୍ତୁ ହେ ସଦାପ୍ରଭୁ, ମୁଁ ହୃଦଯ ଅନ୍ତକରଣ ସହକାରେ ତୁମ୍ଭର ନିର୍ଦ୍ଦେଶ ଅନୁସରଣ କରିଅଛି।

Psalm 119:78
ଯେଉଁ ଲୋକମାନେ ନିଜକୁ ମାଠାରୁେ ଧାର୍ମିକ ଭାବନ୍ତି, ମାେ ବିଷଯରେ ମିଥ୍ଯା କହନ୍ତି। ମୁଁ ଆଶାକରେ ସମାନେେ ଲଜ୍ଜିତ ହୁଅନ୍ତୁ। ହେ ସଦାପ୍ରଭୁ, ମୁଁ ତୁମ୍ଭର ଶିକ୍ଷାସବୁ ଉପରେ ଧ୍ଯାନ କରେ।

Psalm 119:85
ଅହଂକାରୀମାନେ ମିଥ୍ଯାଦ୍ବାରା ଆଘାତ କରନ୍ତି ଏବଂ ତାହା ତୁମ୍ଭ ଶିକ୍ଷା ବିରୁଦ୍ଧ ଅଟେ।

Psalm 119:122
ମାେତେ ସାହାୟ୍ଯ କରିବାକୁ ପ୍ରତିଜ୍ଞା କର। ମୁଁ ତୁମ୍ଭର ସବେକ। ହେ ସଦାପ୍ରଭୁ, ଅହଙ୍କାରୀମାନଙ୍କୁ ମାେ ପ୍ରତି କ୍ଷତି କରିବାକୁ ଦିଅ ନାହିଁ।

Proverbs 21:24
ଅହଙ୍କାରୀ ଓ ଦାମ୍ଭିକ ଲୋକ ନିନ୍ଦୁକ ନାମ ରେ ବିଖ୍ଯାତ। ସେ ଆତ୍ମଗର୍ବ ଦଖାେଏ।

Isaiah 13:11
ପରମେଶ୍ବର କୁହନ୍ତି, ପୃଥିବୀ ରେ ଅମଙ୍ଗଳ ଘଟିବାର ମୁଁ କାରଣ ହବେି। ମୁଁ ମନ୍ଦାଚାରୀଙ୍କୁ ସମାନଙ୍କେର ପାପ ଲାଗି ଦଣ୍ଡ ଦବେି। ଅହଙ୍କାରୀମାନଙ୍କର ଗର୍ବକୁ ଖର୍ବ କରିବି। ବଡ଼ିମା ଦଖାେଉଥିବା ଲୋକମାନଙ୍କର ଦର୍ପ ଚୂର୍ଣ୍ଣ କରିବି।

Occurences : 13

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்