Base Word
זָבָד
Short DefinitionZabad, the name of seven Israelites
Long Definitiona descendant of Judah; son of Nathan, grandson of Attai, great grandson of Ahlai Sheshan's daughter
Derivationfrom H2064; giver
International Phonetic Alphabetd͡zɔːˈbɔːd̪
IPA modzɑːˈvɑːd
Syllablezābād
Dictiondzaw-BAWD
Diction Modza-VAHD
UsageZabad
Part of speechn-pr-m

1 Chronicles 2:36
ଅତ୍ତଯ ନାଥନଙ୍କର ପିତା ଥିଲେ। ନାଥନ ସାବଦ୍କର ପିତା ଥିଲେ।

1 Chronicles 2:37
ସାବଦକ୍ ଇଫଲଲଙ୍କର ପିତା ଥିଲେ। ଇଫଲଲ ଓବଦଙ୍କେର ପିତା ଥିଲେ।

1 Chronicles 7:21
ଇଲିଯାଦଙ୍କର ପୁତ୍ର ଥିଲେ, ତହତ୍। ତହତ୍ଙ୍କର ପୁତ୍ର ଥିଲେ ସାବଦ୍। ସାବଦ୍ଙ୍କ ପୁତ୍ର ଥିଲେ ଶୁଥଲହେ।

1 Chronicles 11:41
ହିତ୍ତୀଯ ଊରିଯ, ଅହଲଯର ପୁତ୍ର ସାବଦ୍ ;

2 Chronicles 24:26
ୟୋଯାଶ୍ଙ୍କ ବିରୁଦ୍ଧ ରେ ଏହି ଭୃତ୍ଯମାନେ ଷଡ଼ୟନ୍ତ୍ର କରିଥିଲେ ; ସାବଦ୍ ଓ ୟିହୋଷାବଦ୍, ସାବଦ୍ଙ୍କ ମାତାଙ୍କର ନାମ ଥିଲା ଶିମିଯତ୍। ଶିମିଯତ୍ ଅମ୍ମାନରେୁ ଆସିଥିଲେ। ଆଉ ୟିହୋଷାବଦ୍ଙ୍କର ମାତାଙ୍କର ନାମ ଥିଲା ଶିମ୍ରୀତ୍। ଶିମ୍ରୀତ୍ ମାୟୋବ୍ରୁ ଆସିଥିଲେ।

Ezra 10:27
ସତ୍ତୁର ବଂଶଧରଗଣ ମଧ୍ଯରୁ ଇଲିଯୋ-ଐନଯ, ଇଲୀଯାଶୀବ୍ ଓ ମତ୍ତନିଯ, ଯିରମୋେତ୍, ୟାବତ୍ ଓ ଅସୀସା।

Ezra 10:33
ହଶୂମର ବଂଶଧରଗଣ ମଧ୍ଯରୁ ମତ୍ତନଯ ମତ୍ତତ୍ତ, ସାବଦ୍, ଇଲିଫଲେଟ୍, ୟି ରମେଯ, ମନଃଶି, ଶିମିଯି।

Ezra 10:43
ନବୋର ବଂଶଧରଗଣ ମଧ୍ଯରୁ ୟିଯଯଲେ, ମତ୍ତଥିଯ, ସାବଦ୍, ସବୀନଃ, ଇଦୋ, ୟୋଯଲ ଓ ବନାଯ।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்