Base Word
הָמָן
Short DefinitionHaman, a Persian vizier
Long Definitionchief minister of Ahasuerus, enemy of Mordecai and the Jews, who plotted to kill the Jews but, being foiled by Esther, was hanged, with his family, on the gallows he had made for Mordecai
Derivationof foreign derivation
International Phonetic Alphabethɔːˈmɔːn̪
IPA modhɑːˈmɑːn
Syllablehāmān
Dictionhaw-MAWN
Diction Modha-MAHN
UsageHaman
Part of speechn-pr-m

Esther 3:1
ଏହିସବୁ ଘଟଣା ପରେ ଅକ୍ଷଶ୍ବରେଶ ରାଜା ଅଗାଗୀଯ ହମ୍ମଦାଥାର ପୁତ୍ର ହାମନକୁ ଉନ୍ନତ କରି ଉଚ୍ଚ ପଦାନ୍ବିତ କଲା। ଆଉ ତାହାର ସଙ୍ଗେ ସମସ୍ତ ଅଧିପତିର ଆସନ ଅପେକ୍ଷା ତାକୁ ଶ୍ ରେଷ୍ଠ ଆସନ ଦଲୋ।

Esther 3:2
ତହିଁରେ ରାଜାର ଯେତେ ଦାସ ରାଜଦ୍ବାର ରେ ଥିଲେ, ସେ ସମସ୍ତେ ନତ ହାଇେ ହାମନକୁ ପ୍ରଣାମ କଲେ। କାରଣ ରାଜା ତାହା ବିଷଯ ରେ ସହେିପରି ଆଜ୍ଞା ଦଇେଥିଲେ। ମାତ୍ର ମର୍ଦ୍ଦଖଯ ନତ ହେଲା ନାହିଁ କି ତାହାକୁ ପ୍ରଣାମ କଲା ନାହିଁ।

Esther 3:4
ଏହିପରି ସମାନେେ ପ୍ରେତ୍ୟକକ ଦିନ କହିଲେ। ତଥାପି ସେ ସମାନଙ୍କେର କଥା ଶୁଣିଲା ନାହିଁ। ଏଣୁ ଏହି ମର୍ଦ୍ଦଖଯର କଥା ରହିବ କି ନାହିଁ, ଏହା ଜାଣିବା ଇଚ୍ଛା ରେ ସମାନେେ ହାମନକୁ ତାହା ଜଣାଇଲେ। କାରଣ ମର୍ଦ୍ଦଖଯ ଯକେି ୟିହୁଦୀଯ ଲୋକ, ଏହା ସେ ସମାନଙ୍କେୁ କହିଥିଲା।

Esther 3:5
ଯେତବେେଳେ ହାମନ ଦେଖିଲା ମର୍ଦ୍ଦଖଯ ନତ ହେଲା ନାହିଁ, କି ତାହାକୁ ପ୍ରଣାମ କଲାନାହିଁ। ସେତବେେଳେ ସେ ଅତି କୋର୍ଧାନ୍ନିତ ହେଲା।

Esther 3:5
ଯେତବେେଳେ ହାମନ ଦେଖିଲା ମର୍ଦ୍ଦଖଯ ନତ ହେଲା ନାହିଁ, କି ତାହାକୁ ପ୍ରଣାମ କଲାନାହିଁ। ସେତବେେଳେ ସେ ଅତି କୋର୍ଧାନ୍ନିତ ହେଲା।

Esther 3:6
ମାତ୍ର ସେ କବଳେ ମର୍ଦ୍ଦଖଯ ଉପରେ ହସ୍ତକ୍ଷପେ କରିବାକୁ ଲଘୁ ମଣିଲା। କାରଣ ସମାନେେ ତାହାକୁ ମର୍ଦ୍ଦଖଯର ବଂଶୀଯ ଲୋକଙ୍କ କଥା ଜଣାଇଲେ। ତେଣୁ ହାମନ ଅକ୍ଷଶ୍ବରେଶର ସମୁଦାଯ ରାଜ୍ଯ ରେ ସମସ୍ତ ୟିହୁଦୀଯଙ୍କୁ ଅର୍ଥାତ୍ ମର୍ଦ୍ଦଖଯର ଲୋକଙ୍କୁ ବିନାଶ କରିବାକୁ ଚେଷ୍ଟା କଲା।

Esther 3:7
ରାଜା ଅକ୍ଷଶ୍ବରେଶ ଦ୍ବାଦଶ ବର୍ଷର ପ୍ରଥମ ମାସଟି, ଯାହାକି ନୀଷନ ବୋଲି ପରିଚିତ, ସମାନେେ ଆଖିବୁଜି ଦ୍ବାଦଶ ମାସକୁ ମନୋନୀତ କଲେ, ଏହା ଅଦର ୟିହୁଦୀମାନଙ୍କୁ ଧ୍ବଂସ କରିବା ବୋଲି ଜଣାୟାଏ।

Esther 3:8
ଏହାପରେ ହାମନ୍ ଅକ୍ଷଶ୍ବରେଶ ରାଜାକୁ କହିଲା, ଆପଣଙ୍କ ରାଜ୍ଯର ସମସ୍ତ ପ୍ରଦେଶସ୍ଥ ଲୋକଙ୍କ ମଧିଅରେ ଛିନ୍ନଭିନ୍ନ ଓ ପୃଥକ୍କୃତ ଏକ ଦେଶୀଯ ଲୋକ ଅଛନ୍ତି। ଅନ୍ୟ ସକଳ ଲୋକଙ୍କର ବ୍ଯବସ୍ଥାଠାରୁ ସମାନଙ୍କେ ବ୍ଯବସ୍ଥା ଭିନ୍ନ ସମାନେେ ମଧ୍ଯ ମହାରାଜାଙ୍କ ବ୍ଯବସ୍ଥା ମାନନ୍ତି ନାହିଁ। ଏଣୁ ସମାନଙ୍କେ ବ୍ଯବହାର ସହ୍ଯ କରିବା ମହାରାଜାଙ୍କର ଉଚିତ୍ ନୁହେଁ।

Esther 3:10
ଏଥି ରେ ରାଜା ଆପଣା ହସ୍ତରୁ ଅଙ୍ଗୁରୀଯ କାଢି ୟିହୁଦୀଯମାନଙ୍କର ବୌରି ଅଗାଗୀଯ ହମ୍ମଦାଥାର ପୁତ୍ର ହାମନକୁ ଦଲୋ।

Esther 3:11
ପୁଣି ରାଜା ହାମନକୁ କହିଲା, ସହେି ରୂପା ଓ ସହେି ଦେଶୀଯ ଲୋକ ତୁମ୍ଭକୁ ଦିଆଗଲା। ସମାନଙ୍କେ ପ୍ରତି ଯାହା ତୁମ୍ଭର ଇଛା, ତାହା କର।

Occurences : 54

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்