Base Word | |
הָמָה | |
Short Definition | to make a loud sound (like English 'hum'); by implication, to be in great commotion or tumult, to rage, war, moan, clamor |
Long Definition | to murmur, growl, roar, cry aloud, mourn, rage, sound, make noise, tumult, be clamorous, be disquieted, be loud, be moved, be troubled, be in an uproar |
Derivation | a primitive root (compare H1949) |
International Phonetic Alphabet | hɔːˈmɔː |
IPA mod | hɑːˈmɑː |
Syllable | hāmâ |
Diction | haw-MAW |
Diction Mod | ha-MA |
Usage | clamorous, concourse, cry aloud, be disquieted, loud, mourn, be moved, make a noise, rage, roar, sound, be troubled, make in tumult, tumultuous, be in an uproar |
Part of speech | v |
1 Kings 1:41
ଏହି ସମୟରେ ଅଦୋନିଯ ଓ ତାହାର ସମସ୍ତ ନିମନ୍ତ୍ରିତ ଅତୀଥି ଭୋଜନ ସମାପ୍ତ କରିବା ସମୟରେ ସମାନେେ ତୂରୀ ଶଦ୍ଦ ଶୁଣିଲେ। ଯୋୟାବ ପଚାରିଲେ, ନଗର ରେ ଏହି କୋଳାହଳ ଶଦ୍ଦ କାହିଁକି ହେଉଅଛି?
Psalm 39:6
ଆମ୍ଭର ଜୀବନ ହେଉଛି ଏକ ଦର୍ପଣର ପ୍ରତିବିମ୍ବ ସଦୃଶ। ଆମ୍ଭେ ଜୀବନସାରା ବସ୍ତୁ ପଛରେ ଧାଇଁ ଧାଇଁ କଟାଇ ଦେଉ। କିନ୍ତୁ ଆମ୍ଭେ ଜାଣୁନା ଆମ୍ଭର ମୃତ୍ଯୁପରେ ସେ ସବୁକୁ କିଏ ପାଇବ।
Psalm 42:5
ହେ ମାରେ ପ୍ରାଣ କାହିଁକି ମୁଁ ଏତେ ବ୍ଯାକୁଳ ? ମୁଁ ପରମେଶ୍ବରଙ୍କ ସହାୟତା ପାଇଁ ଅପେକ୍ଷା କରିବି। ମୁଁ ତାଙ୍କୁ ପ୍ରଶଂସା କରିବାକୁ ସୁଯୋଗ ପାଇବି। ସେ ମାେତେ ରକ୍ଷା କରିବେ।
Psalm 42:11
ହେ ମାରେ ପ୍ରାଣ ତୁମ୍ଭେ କାହିଁକି ଦୁଃଖିତ ହେଉଅଛ ? କାହିଁକି ମୁଁ ଏତେ ଅସ୍ଥିର ହେଉଅଛି ? ମୁଁ ପରମେଶ୍ବରଙ୍କ ସାହାୟ୍ଯ ପାଇଁ ଅପେକ୍ଷା କରିବି। ମୁଁ ପରମେଶ୍ବରଙ୍କୁ ପ୍ରଶଂସା କରିବାକୁ ସୁଯୋଗ ପାଇବି ଓ ସେ ମାେତେ ଉଦ୍ଧାର କରିବେ।
Psalm 43:5
ହେ ମାରେ ପ୍ରାଣ, କାହିଁକି ଏତେ ଦୁଃଖିତ। ମୁଁ କାହିଁକି ଏତେ ଅଧୀର ହେଉଛି। ମୁଁ ପରମେଶ୍ବରଙ୍କ ସାହାୟ୍ଯ ପାଇଁ ଅପେକ୍ଷା କରିବି। ତାଙ୍କୁ ପ୍ରଶଂସା କରିବା ପାଇଁ ମୁଁ ନିଶ୍ଚଯ ସୁଯୋଗ ପାଇବି। ସେ ମାେତେ ରକ୍ଷା କରିବେ।
Psalm 46:3
ଯେତବେେଳେ ସମୁଦ୍ର ଅଶାନ୍ତ ଓ ଅଧିକାର ହାଇୟୋଏ ଏବଂ ପର୍ବତଗୁଡ଼ିକ ଥରିଉେଠ, ତଥାପି ଆମ୍ଭେ ଭୟଭୀତ ହବୋ ନାହିଁ।
Psalm 46:6
ସଦାପ୍ରଭୁଙ୍କ ଚିତ୍କାର ଶୁଣି ରାଜ୍ଯମାନେ ଭୟରେ କମ୍ପି ଉଠନ୍ତି। ସହେି ରାଜ୍ଯସବୁ ଭାଙ୍ଗି ପଡ଼ିବ ଏବଂ ପୃଥିବୀରେ ଭୂମିକମ୍ପ ହବେ।
Psalm 55:17
ମୁଁ ସନ୍ଧ୍ଯା, ସକାଳେ ଓ ମଧ୍ଯାହ୍ନରେ ପରମେଶ୍ବରଙ୍କୁ କଥା କହିଲି। ମୁଁ ତାଙ୍କୁ କୁ ହେ, ମାେତେ କ'ଣ ବ୍ଯସ୍ତ କରୁଅଛି ଏବଂ ସେ ମାରେ କଥା ଶୁଣନ୍ତି !
Psalm 59:6
ସହେି ଦୁଷ୍ଟ ଲୋକମାନେ କୁକୁର ପରି। ସମାନେେ ସନ୍ଧ୍ଯା ବେଳେ ନଗରୀରେ ପଶି ଭୁକନ୍ତି ଓ ଏଣେ ତଣେେ ହୁଅନ୍ତି।
Psalm 59:14
ସହେି ଦୁଷ୍ଟ ଲୋକମାନେ କୁକୁର ପରି ଅଟନ୍ତି। ସମାନେେ ସନ୍ଧ୍ଯା ବେଳେ ନଗରରେ ପଶି ଭୁକନ୍ତି ଓ ଏଣେ ତଣେେ ହୁଅନ୍ତି।
Occurences : 34
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்