Base Word
אוּלָם
Short Definitionhowever or on the contrary
Long Definitionbut, but indeed (a strong adversative)
Derivationapparently a variation of H0194
International Phonetic Alphabetʔuːˈlɔːm
IPA modʔuˈlɑːm
Syllableʾûlām
Dictionoo-LAWM
Diction Modoo-LAHM
Usageas for, but, howbeit, in very deed, surely, truly, wherefore
Part of speechadv

Genesis 28:19
ସହେି ସ୍ଥାନର ନାମ ଥିଲା ଲୂସ୍ କିନ୍ତୁ ଯାକୁବ ସହେି ସ୍ଥାନର ନାମ ଦେଲେ ବୌଥଲେ।

Genesis 48:19
କିନ୍ତୁ ତାଙ୍କର ପିତା ଅସମ୍ମତ ହାଇେ କହିଲେ, ହେ ପୁତ୍ର, ମୁଁ ତାହା ଜାଣେ। ମୁଁ ମଧ୍ଯ ଜାଣେ ସେ ମଧ୍ଯ ଏକ ଗୋଷ୍ଠୀ ହବେ ଓ ସେ ମହାନ ହବେ। ମାତ୍ର ତୁମ୍ଭର କନିଷ୍ଠ ପୁତ୍ର ତା'ଠାରୁ ଅଧିକ ମହାନ ହବେ ଓ ତାହାର ବଂଶ ବହୁ ଗୋଷ୍ଠୀକ ହବେ।

Exodus 9:16
କିନ୍ତୁ ମୁଁ ତୁମ୍ଭକୁ ଏଥିପାଇଁ ରଖିଛି ଯେ, ତୁମ୍ଭେ ମାରେ ପରାକ୍ରମ ଜାଣିବ। ସମଗ୍ର ପୃଥିବୀ ରେ ମାରେ ନାମ ବିଖ୍ଯାତ କରିବ।

Numbers 14:21
କିନ୍ତୁ ମୁଁ ପ୍ରତିଜ୍ଞା କରୁଅଛି ଯେ, ଏହି ସମସ୍ତ ପୃଥିବୀ ସଦାପ୍ରଭୁଙ୍କ ମହିମା ରେ ପରିପୂର୍ଣ ହବେ।

Judges 18:29
ଯେ ହତେକ୍ସ୍ଟ ସମାନେେ ଇଶ୍ରାୟେଲର ଜଣେ ପକ୍ସ୍ଟତ୍ର ଦାନର ଭବିଷ୍ଯଦ୍ ବଂଶଧର ଥିଲେ, ସମାନେେ ସହେି ନଗରର ନାମ ଦାନ ରଖିଲେ। ମାତ୍ର ବାସ୍ତବ ରେ ସହେି ନଗରର ନାମ ଲଯିଶ ଥିଲା।

1 Samuel 20:3
କିନ୍ତୁ ଦାଉଦ ଦେଲେ, ତକ୍ସ୍ଟମ୍ଭ ବାପା ଭଲଭାବରେ ଜାଣନ୍ତି ଯେ ମୁ ତୁମ୍ଭର ସାଙ୍ଗ। ତକ୍ସ୍ଟମ୍ଭ ବାପା ନିଜକକ୍ସ୍ଟ କହିଲେ, 'ଯୋନାଥନ ନିଶ୍ଚଯ ଏହା ଜାଣି ନଥିବ। ଯଦି ସେ ଜାଣେ ତା'ର ହୃଦଯ ଦକ୍ସ୍ଟଃଖ ରେ ପୂର୍ଣ୍ଣ ହାଇଯେିବ, ସେ ମଧ୍ଯ ଦାଉଦଙ୍କକ୍ସ୍ଟ କହିପାରି ଥାନ୍ତେ।' କିନ୍ତୁ ତୁମ୍ଭେ ଏବଂ ପ୍ରଭକ୍ସ୍ଟ ଜୀବିତ ଥିବା ବେଳେ ମୁ ମୃତକ୍ସ୍ଟ୍ଯର ନିକଟତର ହେଉଅଛି।

1 Samuel 25:34
ସଦାପ୍ରଭୁ ମାେତେ ତୁମ୍ଭକୁ ଆଘାତ କରିବାରକ୍ସ୍ଟ ବାରଣ କଲେ। ନିଶ୍ଚିତ ଭାବରେ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଯେ ପର୍ୟ୍ଯନ୍ତ ଅଛନ୍ତି, ଯଦି ତୁମ୍ଭେ ମାେତେ ସାକ୍ଷାତ କରିବା ପାଇଁ ଶିଘ୍ର ଆସି ନଥାନ୍ତ, ପ୍ରତକ୍ସ୍ଟ୍ଯଷ ବଳକେକ୍ସ୍ଟ ନାବଲ ପରିବାର କହେି ଜଣେ ପୁରୁଷ ଜୀବିତ ରହି ନଥାନ୍ତା।

1 Kings 20:23
ବିନ୍ହଦଦ୍ର ଅଧିକାରୀମାନେ ତାଙ୍କୁ କହିଲେ, ଇଶ୍ରାୟେଲର ଦବେତାଗଣ ପର୍ବତଗଣର ଦବେତାଗଣ ଅଟନ୍ତି। ତେଣୁ ଇଶ୍ରାୟେଲୀମାନେ ବିଜଯୀ ହେଲେ। ଆମ୍ଭମାନେେ ପର୍ବତ ରେ ୟୁଦ୍ଧକରି ହାରିଲୁ। ମାତ୍ର ଆମ୍ଭମାନେେ ଯଦି ପଦା ରେ ୟୁଦ୍ଧ କରୁ, ତବେେ ଆମ୍ଭେ ସମାନଙ୍କେ ଅପେକ୍ଷା ଅଧିକ ଶକ୍ତିଶାଳୀ ହବେୁ।

Job 1:11
ମୁଁ ପ୍ରତିଜ୍ଞା କରି କହିପା ରେ ଆପଣ ତା'ର ସର୍ବସ୍ବ ନଷ୍ଟ କରି ଦିଅନ୍ତୁ, ଆପଣ ଦେଖିବେ ସେ କିପରି ଆପଣଙ୍କୁ ଆପଣଙ୍କ ସମ୍ମୁଖ ରେ ଅଭିଶାପ ଦବେ।

Job 2:5
ଯଦି ଆପଣ ତା'ର ଶରୀରକୁ କିଛି କରନ୍ତି, ସେ ନିଶ୍ଚଯ ଆପଣଙ୍କୁ ଆପଣଙ୍କ ସମ୍ମୁଖ ରେ ଅଭିଶାପ ଦବେ।

Occurences : 19

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்