Base Word
הָלְאָה
Short Definitionto the distance, i.e., far away; also (of time) thus far
Long Definitionout there, onwards, further
Derivationfrom the primitive form of the article (hal)
International Phonetic Alphabetholˈʔɔː
IPA modholˈʔɑː
Syllableholʾâ
Dictionhole-AW
Diction Modhole-AH
Usageback, beyond, (hence-)forward, hitherto, thence, forth, yonder
Part of speechadv

Genesis 19:9
ଘରକୁ ଘରେି ରହିଥିବା ଲୋକମାନେ ଲୋଟଙ୍କୁ କହିଲେ, ଏହିଠାକୁ ଆସ! ଏହପରେ ପରସ୍ପରକୁ କହିଲେ, ଏହି ଲୋଟ, ଆମ ସହର ରେ ଏକ ଭ୍ରମଣକାରୀ। ବର୍ତ୍ତମାନ ସେ ଆମ୍ଭର ଜୀବନ ଶୈଳକୁ ସମାଲୋଚନା କରିବାକୁ ସାହାସ କରୁଛି! ତା'ପରେ ସହେି ଲୋକମାନେ ସମାନଙ୍କେର ଲୋଟକୁ କହିଲେ, ଆମ୍ଭମାନେେ ସମାନଙ୍କେୁ ଯେତିକି ଆଘାତ କରିବା ପାଇଁ ଯୋଜନା କରିଛୁ ତା' ଅପାକ୍ଷା ଆମ୍ଭେ ତୁମ୍ଭକୁ ଅଧିକ ଆଘାତ କରିବୁ। ସମାନେେ ସମାନଙ୍କେର କଥା ରେ ତା' ଉପରେ ଚାପ ପକାଇଲେ। ଏହାପରେ ସମାନେେ ଅତି ନିକଟତର ହପୋକୁ ଲାଗିଲେ ଓ କବାଟ ଭାଙ୍ଗିବାକୁ ଉଦ୍ଯତ ହେଲେ।

Genesis 35:21
ଏହାପରେ ଇଶ୍ରାୟେଲ ସଠାରୁେ ୟାତ୍ରା କଲେ। ସେ ଏଦର ଗଡ ପାର ହାଇେ ତହିଁ ନିକଟରେ ଛାଉଣୀ ପକାଇଲେ।

Leviticus 22:27
ଯେତବେେଳେ କୌଣସି ଗୋରୁ କି ମଷେ କି ଛାଗ ଜନ୍ମ ହୁଅନ୍ତି ସାତଦିନ ପର୍ୟ୍ଯନ୍ତ ତା'ର ମାଆ ସିହତ ରହିବ। ଅଷ୍ଟମ ଦିନପରେ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନବୈେଦ୍ଯ ନିମନ୍ତେ ଗ୍ରାହ୍ଯ ହବେ।

Numbers 15:23
ସଦାପ୍ରଭୁ ମାଶାଙ୍କେ ଦ୍ବାରା ସେ ସମସ୍ତ ଆଜ୍ଞା ଦଇେଛନ୍ତି। ସହେିସବୁ ଆଜ୍ଞା ସଦାପ୍ରଭୁ ଦବୋ ଦିନ ଠାରୁ ପୁରୁଷାନୁକ୍ରମେ ଚିର କାଳ ପାଳନ କରିବା ଉଚିତ୍।

Numbers 16:37
ଯାଜକ ହାରୋଣର ପୁତ୍ର ଇଲୀଯାସରକୁ କୁହ, ସେ ଅଗ୍ନି ମଧ୍ଯରୁ ସହେି ସମସ୍ତ ବିଶଷେ ଅଙ୍ଗାରଧାନୀ ବାହାର କରିଦେଉ। ସେ ପାଉଁଶକୁ ସଠାେରେ ବିଞ୍ଚିଦେଉ। ସମାନେେ ମାେ ବିରୁଦ୍ଧ ରେ ପାପ କରିଥିଲେ, ତେଣୁ ସମାନଙ୍କେର ଜୀବନ ଗଲା। ମାତ୍ର ସହେି ବିଶଷେ ଅଙ୍ଗାରଧାନୀ ଗୁଡିକ ପବିତ୍ର କାରଣ ସଗେୁଡିକ ସଦାପ୍ରଭୁଙ୍କୁ ଉତ୍ସର୍ଗ କରାୟାଇଥିଲା।

Numbers 32:19
ଆଉ ଆମ୍ଭମାନେେ ୟର୍ଦ୍ଦନର ଆର ପରି ରେ ଓ ତହିଁ ଆଗ ରେ ସମାନଙ୍କେ ସହିତ ଅଧିକାର ନବେୁ ନାହିଁ। କାରଣ ୟର୍ଦ୍ଧନ ଏହି ପାଶର୍‌ବ ରେ ଆମ୍ଭମାନଙ୍କ ଅଧିକାର ରହିଅଛି।

1 Samuel 10:3
ଶାମକ୍ସ୍ଟଯଲେ କହିଲେ, ତୁମ୍ଭେ ସଠାେରକ୍ସ୍ଟ ଆଗକକ୍ସ୍ଟ ଗଲେ ତାବୋରର ଏଲୋନ ବୃକ୍ଷ ନିକଟରେ ପହଞ୍ଚିବ, ତୁମ୍ଭେ ବୈଥଲକେକ୍ସ୍ଟ ପରମେଶ୍ବରଙ୍କ ନିକଟକକ୍ସ୍ଟ ଉପାସନା ପାଇଁ ଯାଉଥିବାର ଏପରି ତିନି ପୁରୁଷଙ୍କର ସାକ୍ଷାତ ପାଇବ। ସଠାେରେ ଜଣେ ତିନୋଟି ୟକ୍ସ୍ଟବା ଛଳେି, ଆଉ ଜଣେ ତିନୋଟି ରୋଟୀ ଏବଂ ଆଉ ଜଣେ କକ୍ସ୍ଟଐାଏ ଦ୍ରାକ୍ଷାରସ ନବେ।

1 Samuel 18:9
ସହେିଦିନଠାରକ୍ସ୍ଟ ଶାଉଲ ଦାଉଦଙ୍କ ପ୍ରତି ଦୃଷ୍ଟି ରଖିଲେ। ସେ ଇର୍ଷା ଓ ଘୃଣା ରେ ତାଙ୍କୁ ଦକ୍ସ୍ଟଷ୍ଟି ପକାଇଲେ।

1 Samuel 20:22
ଯଦି ଅସକ୍ସ୍ଟବିଧା ଥାଏ ତବେେ ମୁ ସେ ବାଳକକକ୍ସ୍ଟ କହିବି, 'ତୀରଗକ୍ସ୍ଟଡିକ ବହକ୍ସ୍ଟତ ଦୂର ପଳାଇଛି। ୟାଅ ସଗେୁଡିକୁ ସଂଗ୍ରହ କର।' ଯଦି ମୁ ଏହା କ ହେ, ତବେେ ତୁମ୍ଭେ ସେ ସ୍ଥାନ ଛାଡି ପଳାଇ ୟିବ। ସଦାପ୍ରଭୁ ତୁମ୍ଭକୁ ଦୂରକକ୍ସ୍ଟ ପଠାଇ ଦବେେ।

1 Samuel 20:37
ବାଳକଟି ତୀର ପଡିଥିବା ସ୍ଥାନ ପାଖକକ୍ସ୍ଟ ଗଲା। କିନ୍ତୁ ଯୋନାଥନ ତାଙ୍କୁ ଡାକିଲା, ତୀରଗକ୍ସ୍ଟଡିକ ତୋ ଆଗ ରେ ପଡିଛି।

Occurences : 16

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்