Base Word
הוֹלֵלָה
Short Definitionfolly
Long Definitionmadness
Derivationfeminine active participle of H1984
International Phonetic Alphabetho.leˈlɔː
IPA modho̞w.leˈlɑː
Syllablehôlēlâ
Dictionhoh-lay-LAW
Diction Modhoh-lay-LA
Usagemadness
Part of speechn-f

Ecclesiastes 1:17
ତା'ପ ରେ ମୁଁ ଜ୍ଞାନ ଓ ବୁଦ୍ଧି, ପାଗଳାମି ଓ ବୋକାମି ବିଷଯ ରେ ଅଭିଜ୍ଞତା ହାସଲ କରିବା ପାଇଁ ନିଷ୍ପତ୍ତି ନଲେି। ଏବଂ ଏହାହିଁ ପବନର ପଶ୍ଚାତ୍ଧାବନ ବୋଲି ମୁଁ ଜାଣିଲି।

Ecclesiastes 2:12
ରାଜା ଯାହା କରିପାରିବ ଅନ୍ୟ କହେି ଏପରି କରିପାରିବ ନାହିଁ। ତୁମ୍ଭେ ଯାହା କରିବା ପାଇଁ ଚାହୁଁଛ ବହୁତ ରାଜା ତାହା କରିସାରିଛନ୍ତି। ତା'ପ ରେ ମୁଁ ଆଉଥରେ ଜ୍ଞାନ, ପାଗଳାମି ଓ ଅଜ୍ଞାନତା ବିଷଯ ରେ ଭାବିବାକୁ ଲାଗିଲି।

Ecclesiastes 7:25
ମାେ ହୃଦଯ ରେ ମୁଁ ଜାଣିବାକୁ ପରୀକ୍ଷା କରିବାକୁ ଏବଂ ଜ୍ଞାନର ପଶ୍ଚାତ୍ଧାବନ କରିବାକୁ ଏବଂ ଏହାର ଉତ୍ତର ପାଇବାକୁ ମୁଁ ଚାହିଁଲି। ମୁଁ ମଧ୍ଯ ଦୁଷ୍ଟତା ଓ ବୋକାମୀକୁ ଓ ମୂର୍ଖର ପାଗଳାମିକୁ ଜାଣିବା ପାଇଁ ଚାହିଁଲି।

Ecclesiastes 9:3
ଯାହାସବୁ ସୂର୍ୟ୍ଯ ତଳେ ଘଟେ, ସମସ୍ତ ଖରାପ ଯାହା ଅଛି ସେସବୁ ଜିନିଷ ସହେିପରି ଶଷେ ହୁଏ। ଏବଂ ଲୋକମାନେ ଯେତବେେଳେ ଜୀବିତ ଥାନ୍ତି, ସମାନଙ୍କେର ହୃଦଯ ଦୁଷ୍ଟତା ଓ ମୂର୍ଖାମୀ ରେ ପୁରିଥାଏ। ଏହାପ ରେ ସମାନେେ ମୃତ ଲୋକମାନଙ୍କ ପାଖକୁ ୟାଆନ୍ତି।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்