Base Word
הַוָּה
Short Definitionby implication, of falling); desire; also ruin
Long Definitiondesire
Derivationfrom H1933 (in the sense of eagerly coveting and rushing upon
International Phonetic Alphabethɑwˈwɔː
IPA modhɑˈwɑː
Syllablehawwâ
Dictionha-WAW
Diction Modha-WA
Usagecalamity, iniquity, mischief, mischievous (thing), naughtiness, naughty, noisome, perverse thing, substance, very wickedness
Part of speechn-f

Job 6:2
ଯଦି ମାରେ ସମସ୍ତ ଦୁର୍ଗତି ତରାଜୁର ଏକ ପାଖ ରେ ରଖା ୟାଆନ୍ତା,

Job 6:30
ମୁଁ ମିଛ କହୁନାହିଁ ।ଏବଂ ମୁଁ ଜାଣେ କେଉଁଟି ଭଲ ଓ ମନ୍ଦ।

Job 30:13
ସମାନେେ ମାରେ ରାସ୍ତାକୁ ଜଗନ୍ତି। ମୁଁ ଯାହା ଫଳ ରେ ପଳାଯନ କରିପା ରେ ନାହିଁ। ମାେତେ ଧ୍ବଂସ କରିବା ରେ ସମାନେେ ସଫଳ ହୁଅନ୍ତି। ସମାନେେ କାହାରି ସାହାୟ୍ଯ ଆବଶ୍ଯକ କରନ୍ତି ନାହିଁ।

Psalm 5:9
ସହେି ଲୋକମାନେ କବେେ ସତ୍ଯ କଥା କହନ୍ତି ନାହିଁ। ସମାନେେ ସବୁ ମିଥ୍ଯାବାଦୀ, ସତ୍ଯକୁ ଗୋପନ ରଖନ୍ତି। ସମାନଙ୍କେର ପାଟି ଏକ କବର ସ୍ବରୂପ। ସମାନେେ ଅନାବୃତ ମଧୁର କଥା କହି ଲୋକଙ୍କୁ ବିପଥଗାମୀ କରନ୍ତି ଓ ସମାନଙ୍କେ ଉଦ୍ଦେଶ୍ଯ ହେଲା ଅନ୍ୟ ଲୋକଙ୍କୁ ଫାନ୍ଦରେ ପକାଇବା।

Psalm 38:12
ମାରେ ଶତ୍ରୁମାନେ ମାେ ବିଷଯରେ ଖରାପ କଥା କହନ୍ତି। ସମାନେେ ମିଛ ଓ ଗୁଜବ ସୃଷ୍ଟି କରନ୍ତି। ସମାନେେ ସବୁବେଳେ ମାେ ବିଷଯରେ ଆଲୋଚନା କରନ୍ତି।

Psalm 52:2
ତୁମ୍ଭେ ଲୋକମାନଙ୍କୁ ଧ୍ବଂସ କରିବାକୁ ଚକ୍ରାନ୍ତ କରୁଅଛ। ତୁମ୍ଭର ଜିହ୍ବା କ୍ଷୁରତୁଲ୍ଯ ତିକ୍ଷ୍ମ। ତୁମ୍ଭେ ମିଥ୍ଯା କହୁଛ ଏବଂ ଲୋକମାନଙ୍କୁ ଠକିବା ପାଇଁ ଚେଷ୍ଟା କରୁଛ !

Psalm 52:7
ଦେଖ ତାଙ୍କୁ କ'ଣ ହେଲା। ସେ ରକ୍ଷା ପାଇବା ପାଇଁ ପରମେଶ୍ବରଙ୍କୁ ବିଶ୍ବାସ କଲା ନାହିଁ। ସେ ଭାବିଲା, ତା'ର ଧନ ଏବଂ ମିଥ୍ଯା ତାକୁ ଉଦ୍ଧାର କରିବ।

Psalm 55:11
ଅପରାଧ ସବୁଠାରେ ପ୍ରଚଳିତ ଅଛି। ଅରାଜକତା ପ୍ରତାରଣା ସର୍ବସାଧାରଣ ସ୍ଥାନ କବେେ ଛାଡ଼ି ନାହିଁ।

Psalm 57:1
ହେ ପରମେଶ୍ବର, ମାେ ଉପରେ ଦୟାକର। ମାେ ଉପରେ ଦୟାକର, କାରଣ ମୁଁ ସୁରକ୍ଷା ପାଇଁ ତୁମ୍ଭ ନିକଟକୁ ଆସେ। ବିପଦ ବହିୟିବା ପର୍ୟ୍ଯନ୍ତ ମୁଁ ତୁମ୍ଭ ପକ୍ଷର ଛାଯାରେ ଶରଣ ନବୋକୁ ଆସିଛି।

Psalm 91:3
ପରମେଶ୍ବର ତୁମ୍ଭକୁ ଗଭୀର ଜଳରୁ ରକ୍ଷା କରିବେ ଓ ସର୍ବନାଶକ ମହାମାରୀରୁ ରକ୍ଷା କରିବେ।

Occurences : 16

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்