Base Word
דָּֽרְיָוֵשׁ
Short DefinitionDarejavesh, a title (rather than name) of several Persian kings
Long DefinitionDarius the Mede, the son of Ahasuerus, king of the Chaldeans, who succeeded to the Babylonian kingdom on the death of Belshazzar; probably the same as "Astyages" the last king of the Medes (538 BC)
Derivationof Persian origin
International Phonetic Alphabetˌd̪ɔː.rɛ̆.jɔː.weʃ
IPA modˌdɑː.ʁɛ̆.jɑː.veʃ
Syllabledārĕyāwēš
DictionDAW-reh-yaw-waysh
Diction ModDA-reh-ya-vaysh
UsageDarius
Part of speechn-pr-m

Ezra 4:5
ସମାନଙ୍କେ ଅଭିପ୍ରାଯ ଦୁର୍ବଳ କରିବା ପାଇଁ ପାରସ୍ଯ ରାଜା କୋରସର ୟାବଜ୍ଜୀବନ ଓ ପାରସ୍ଯ ରାଜା ଦାରିଯାବସର ଅଧିକାର ପର୍ୟ୍ଯନ୍ତ ସମାନଙ୍କେ ପ୍ରତିକୂଳ ରେ ମନ୍ତ୍ରଣାକାରିମାନଙ୍କୁ ବତନେ ଦଇେ ରଖିଲେ।

Nehemiah 12:22
ଇଲିଯାଶୀବ, ୟୋଯାଦ ଓ ୟୋହାନନ ଓ ୟଦ୍ଦୂଯ ସମୟରେ ଲବେୀୟମାନେ ମଧ୍ଯ ପାରସିକ ଦାରିଯାବସର ଅଧିକାର ସମୟରେ ଯାଜକମାନେ ପୂର୍ବପୁରୁଷ ଗୃହର ମୁଖ୍ଯ ରୂପେ ବଂଶାବଳି ରେ ଲିଖିତ ହେଲେ।

Daniel 9:1
ଦାରିଯାବସଙ୍କ ରାଜତ୍ବର ପ୍ରଥମ ବର୍ଷ ରେ ଏହିସବୁ ଘଟଣାମାନ ଘଟିଲା। ଦାରିଯାବସ୍ ମାଦୀଯ ବଂଶର ଉତ୍ତରାଧିକାରୀ ଥିଲେ। ତାଙ୍କର ପିତା ଅକ୍ଷଶ୍ବରେସର ଥିଲେ। ସେ କଲଦୀଯର ରାଜା ପଦ ରେ ଉପଯୋଗୀ ହେଲେ।

Daniel 11:1
ପୁଣି ମାଦୀଯ ଦାରିଯାବସର ଅଧିକାରର ପ୍ରଥମ ବର୍ଷ ରେ ଆମ୍ଭେ ତାହାକୁ ସୁସ୍ଥିର ଓ କରିବା ପାଇଁ ଠିଆ ହେଲୁ।

Haggai 1:1
ପାରସ୍ଯ ରାଜା ଦାରିଯାବସଙ୍କର ରାଜତ୍ବର ଦ୍ବିତୀୟ ବର୍ଷର ଛଅମାସର ପ୍ରଥମ ଦିବସ ରେ ହାଗଯ ପରମେଶ୍ବରଙ୍କଠାରୁ ଏହି ବାର୍ତ୍ତା ପାଇଲେ। ଏହି ବାର୍ତ୍ତା ଶଲ୍ଟୀଯଲଙ୍କେ ପୁତ୍ର ୟିରୁଦ୍ଦାବିଲ ଓ ୟିହୋଷାଦଙ୍କ ପୁତ୍ର ଯିହାଶୂେୟଙ୍କ ପାଇଁ ଥିଲା। ୟିରୁଦ୍ଦାବିଲ ଯିହୁଦାର ଦଶାେଧ୍ଯକ୍ଷ ଓ ଯିହାଶୂେୟ ଜଣେ ମହାନ୍ ଯାଜକ ଥିଲେ। ଭବିଷ୍ଯଦ୍ବକ୍ତା ହାଗଯଙ୍କ ଦ୍ବାରା କୁହାୟାଇଥିବା ବାର୍ତ୍ତା ଏହାହିଁ ଅଟେ।

Haggai 1:15
ପାରସ୍ଯର ରାଜାଙ୍କର ରାଜତ୍ବର ଦ୍ବିତୀୟ ବର୍ଷ ରେ ଏବଂ ଦାରିଯାବସଙ୍କ ଶାସନର ଛଅମାସ ପୂର୍ତ୍ତିର ଚତୁର୍ବିଂଶ ଦିବସ ରେ ସମାନେେ କାର୍ୟ୍ଯ ଆରମ୍ଭ କଲେ।

Haggai 2:10
ପାରସ୍ଯ ରାଜା ଦାରିଯାବସଙ୍କର ରାଜତ୍ବର ଦ୍ବିତୀୟ ବର୍ଷର ନବମ ମାସର ଚତୁର୍ବଂଶ ଦିବସ ରେ ଭବିଷ୍ଯଦ୍ବକ୍ତା ହାଗଯ ସଦାପ୍ରଭୁଙ୍କର ଏହି ବାର୍ତ୍ତା ପାଇଲେ।

Zechariah 1:1
ସଦାପ୍ରଭୁ ବରେିଖିଯଙ୍କ ପୁତ୍ର ଭବିଷ୍ଯଦ୍ବକ୍ତା ୟିଖରିଯଙ୍କୁ ଏହି ବାର୍ତ୍ତା ପଠାଇଲେ। ପାରସ୍ଯର ରାଜା ଦାରିଯାବସଙ୍କ ଦ୍ବିତୀୟ ବର୍ଷର ଅଷ୍ଟମ ମାସ ରେ ଏହା ଘଟିଥିଲା। ୟିଖରିଯ ବରେିଖିଯଙ୍କ ପୁତ୍ର ଥିଲେ। ବରେିଖିଯ ଇଦ୍ଦୋଙ୍କ ପୁତ୍ର ଥିଲେ।

Zechariah 1:7
ଦାରିଯାବସଙ୍କ ଶାସନର ଦ୍ବିତୀୟ ବର୍ଷର ଏକାଦଶ ମାସର ଏହା ହେଉଛି ଶବାଟ ମାସର ଚତୁର୍ବିଂଶ ଦିନ, ସଦାପ୍ରଭୁ ତାଙ୍କର ଭବିଷ୍ଯଦ୍ବକ୍ତା ୟିଖରିଯଙ୍କ ନିକଟକୁ ବାର୍ତ୍ତା ପଠାଇଲେ। ଭବିଷ୍ଯଦ୍ବକ୍ତା ୟିଖରିଯ ବରେିଖିଯଙ୍କ ପୁତ୍ର ଥିଲେ, ବରେିଖିଯ ଇଦ୍ଦୋଙ୍କ ପୁତ୍ର ଥିଲେ।

Zechariah 7:1
ରାଜା ଦାରିଯାବସଙ୍କ ରାଜତ୍ବର ଚତୁର୍ଥ ବର୍ଷ ରେ ସଦାପ୍ରଭୁ ଏହି ବାର୍ତ୍ତା ୟିଖରିଯଙ୍କୁ ପଠାଇଲେ। ଏହା ତାଙ୍କ ରାଜତ୍ବର ଚତୁର୍ଥ ବର୍ଷର କିଷ୍ଲବେ ନାମକ ନବମ ମାସର ଚତୁର୍ଥ ଦିବସ ଥିଲା।

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்