Base Word
דָּעַךְ
Short Definitionto be extinguished; figuratively, to expire or be dried up
Long Definitionto go out, be extinguished, dry up
Derivationa primitive root
International Phonetic Alphabetd̪ɔːˈʕɑk
IPA moddɑːˈʕɑχ
Syllabledāʿak
Dictiondaw-AK
Diction Modda-AK
Usagebe extinct, consumed, put out, quenched
Part of speechv

Job 6:17
କିନ୍ତୁ ସେତବେେଳେ ପାଗ ଉତ୍ତପ୍ତ ଓ ଶୁଖିଲା ଥାଏ ଜଳ ପ୍ରବାହିତ ବନ୍ଦ ହୁଏ।

Job 18:5
ହଁ, ଦୁଷ୍ଟ ଲୋକର ଆଲୋକ ଲିଭିୟିବ। ତାଙ୍କର ଅଗ୍ନି ଜଳିବା ବନ୍ଦ ହବେ।

Job 18:6
ତାଙ୍କ ଘରର ଆଲୋକ ଅନ୍ଧକାର ରେ ପରିଣତ ହବେ। ତାଙ୍କର ତାଙ୍କ ନିକଟରେ ଥିବା ବତୀ ଲିଭିୟିବ।

Job 21:17
ପରମେଶ୍ବର କେତେ ଦୁଷ୍ଟଲୋକଙ୍କ ଜୀବନଦୀପ ଲିଭାଇ ଦିଅନ୍ତି। ଦୁଷ୍ଟ ଲୋକେ କେତେଥର ବିପଦ ରେ ପଡ଼ନ୍ତି। କେତେ ଥର ସମାନେେ ପରମେଶ୍ବରଙ୍କ କୋର୍ଧର ଶିକାର ହାଇେ ଦଣ୍ଡ ପାଆନ୍ତି।

Psalm 118:12
ଶତ୍ରୁମାନେ ମହୁମାଛି ଦଳ ପରି ମାରେ ଚତୁଃପାଶର୍‌ବରେ ବାରମ୍ବାର ଘରେିଗଲେ। କିନ୍ତୁ ସମାନେେ କଣ୍ଟା ବୁଦାର ନିଆଁ ପରି ଶୀଘ୍ର ନଷ୍ଟ ହେଲେ। ମୁଁ ସଦାପ୍ରଭୁଙ୍କ ଶକ୍ତିରେ ସମାନଙ୍କେୁ ପରାସ୍ତ କଲି।

Proverbs 13:9
ଧାର୍ମିକ ଲୋକେ ଆଲୋକବର୍ତ୍ତିକା ପରି, ଯାହାକି ଉଜ୍ଜ୍ବଳ ପରି ଆଲୋକ ଦିଏ।

Proverbs 20:20
ଯେ ଆପଣା ପିତା କି ଆପଣା ମାତାଙ୍କୁ ଅଭିଶାପ ଦିଏ, ଘାରେ ଅନ୍ଧକାର ରେ ତା'ର ପ୍ରଦୀପ ଲିଭିୟିବ।

Proverbs 24:20
ମନ୍ଦ ଲୋକମାନଙ୍କର କୌଣସି ଭବିଷ୍ଯତ୍ ନାହିଁ। ଓ ଦୁଷ୍ଟମାନଙ୍କର ପ୍ରଦୀପ ନିଭାୟିବ।

Isaiah 43:17
ଯେଉଁ ଲୋକମାନେ ରଥ, ଅଶ୍ବ, ସୈନ୍ଯ ଓ ବୀରଗଣଙ୍କୁ ନଇେ ମାେ ବିପକ୍ଷ ରେ ଲଢ଼ିବେ, ସେ ଲୋକମାନଙ୍କର ପତନ ଘଟିବ, ସମାନେେ କବେେ ଉଠିବେ ନାହିଁ। ସମାନେେ ଧ୍ବଂସ ହବେେ ଓ ଛଣପଟ ପରି ଲିଭିଯିବେ।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்