Base Word
דָּן
Short DefinitionDan, one of the sons of Jacob; also the tribe descended from him, and its territory; likewise a place in Palestine colonized by them
Long Definitionthe 5th son of Jacob, the 1st of Bilhah, Rachel's handmaid
Derivationfrom H1777; judge
International Phonetic Alphabetd̪ɔːn̪
IPA moddɑːn
Syllabledān
Dictiondawn
Diction Moddahn
UsageDaniel
Part of speechn-pr-m

Genesis 14:14
ଯେତବେେଳେ ଅବ୍ରାମ ନିଜର ଜ୍ଞାତି ଧରା ହାଇେ ୟିବାର ସମାଚ଼ାର ଶୁଣିଲେ। ଅବ୍ରାମ ତା'ର ସମସ୍ତ ପରିବାରକୁ ଏକତ୍ରିତ କଲେ। ସଠାେରେ 318 ଜଣ ତାଲିମପ୍ରାପ୍ତ ସୈନିକ ଥିଲେ। ଅବ୍ରାମ ସେ ଶତୃମାନଙ୍କ ପେଛ ପେଛ ଗୋଡ଼ଇେ ଗୋଡ଼ଇେ ଦାନ ନଗର ପର୍ୟ୍ଯନ୍ତ ଗଲେ।

Genesis 30:6
ରାହେଲ କହିଲା, ପରମେଶ୍ବର ମାରେ ପ୍ରାର୍ଥନା ଗ୍ରହଣ କରିଛନ୍ତି, ମାେତେ ଏକ ପୁତ୍ର ସନ୍ତାନ ଦବୋ ପାଇଁ ସେ ନିଷ୍ପତ୍ତି ନେଲେ। ତେଣୁ ରାହେଲ ତା'ର ନାମ ରଖିଲେ ଦାନ।

Genesis 35:25
ଦାନ ଓ ନପ୍ତାଲି ରାହେଲର ଦାସୀ ବିଲ୍ଲହାର ସନ୍ତାନ।

Genesis 46:23
ଦାନ୍ର ପୁତ୍ର ହୁଶୀମ ଥିଲେ।

Genesis 49:16
ଦାନ, ଇଶ୍ରାୟେଲର ଅନ୍ଯାନ୍ଯ ବଂଶ ତୁଲ୍ଯ ହାଇେ ଆପଣା ଆପଣା ଲୋକମାନଙ୍କର ବିଚାର କରିବ।

Genesis 49:17
ଦାନ ପଥସ୍ଥିତ ସର୍ପତୁଲ୍ଯ ଓ ମାର୍ଗସ୍ଥିତ ବିଷଧର ସାପ ତୁଲ୍ଯ। ଯେ କି ଘୋଡ଼ାମାନଙ୍କର ପାଦକୁ ଦଂଶନ କଲେ ଯେଉଁଥି ରେ ଆଶ୍ବା ରୋହୀମାନେ ଭୂମିରେ ଲୋଟନ୍ତି।

Exodus 1:4
ଦାନ, ନପ୍ତାଲି, ଗାଦ୍ ଓ ଆଶରେ।

Exodus 31:6
ଅହଲୀଯାବକୁ ସାହାୟ୍ଯ କରିବା ପାଇଁ ମୁଁ ତାକୁ ବାଛିଅଛି। ସେ ହେଉଛି ଦାନ ପରିବାରବର୍ଗର ଅହୀଷାମକର ପୁତ୍ର। ଆମ୍ଭେ ତାଙ୍କୁ ଏବଂ ସମସ୍ତ ଜ୍ଞାନମନା ଲୋକମାନଙ୍କୁ ଜ୍ଞାନ ରେ ଭରପୁର କଲୁ। ମୁଁ ସମାନଙ୍କେର ସମସ୍ତଙ୍କୁ କୌଶଳ ପ୍ରଦାନ କରିଅଛିଏବଂ ସମାନେେ ମାେ ପାଇଁ କାର୍ୟ୍ଯ କରିବେ।

Exodus 35:34
ସଦାପ୍ରଭୁ ବତ୍ସଲଲେ ଓ ଅହଲୀଯାବକୁ ପ୍ରବୃତ୍ତ ଦେଲେ ଯେଉଁଥି ରେ ସମାନେେ ଲୋକମାନଙ୍କୁ ଏ ବିଷଯ ରେ ଶିକ୍ଷା ଦଇେ ପାରିବେ। ଅହଲୀଯାବ ଥିଲେ ଅହୀଷାମଙ୍କର ପୁତ୍ର, ୟିଏ କି ଦାନ ପରିବାରବର୍ଗ ଥିଲେ।

Exodus 38:23
ଦାନ ପରିବାରବର୍ଗର ଅହୀଷାମକଙ୍କ ପୁତ୍ର ଅହଲୀଯାବ ଖାଦେନ କାର୍ୟ୍ଯ ରେ, ରୂପାଙ୍କନ କରିବା ରେ, ନୀଳ ବାଇଗଣୀ ଓ ଲାଲ ବସ୍ତ୍ର ବୁଣିବା ରେ ନିପୁଣ ଥିଲେ ଓ ସେ ତାଙ୍କର ସହକାରୀ ଥିଲେ।

Occurences : 70

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்