Base Word
גֵּרְשֹׁם
Short DefinitionGereshom, the name of four Israelites
Long Definitionfirstborn son of Moses and Zipporah
Derivationfor H1648
International Phonetic Alphabetɡe.rɛ̆ˈʃom
IPA modɡe.ʁɛ̆ˈʃo̞wm
Syllablegērĕšōm
Dictionɡay-reh-SHOME
Diction Modɡay-reh-SHOME
UsageGershom
Part of speechn-pr-m

Exodus 2:22
ସିପ୍ପୋରା ଗର୍ଭବତୀ ହେଲା, ଏବଂ ଏକ ପୁତ୍ର ସନ୍ତାନ ଜନ୍ମ ଦଲୋ। ମାଶାେ ତାଙ୍କର ନାମ ଗେର୍ଶୋମ ଦେଲେ, କାରଣ ସେ କହିଲେ, ମୁଁ ବିଦେଶ ରେ ବାସ କରି ଆସୁଅଛି।

Exodus 18:3
ଯିଥ୍ରୋମଧ୍ଯ ମାଶାଙ୍କେର ଦୁଇପୁତ୍ରଙ୍କୁ ସାଙ୍ଗ ରେ ନଇେଥିଲେ। ତାଙ୍କର ପ୍ରଥମ ପୁତ୍ରର ନାମ ଥିଲା ଗେର୍ଶୋମ। ତାଙ୍କର ଏପରି ନାମକରଣ କରାୟାଇଥିଲା କାରଣ ମାଶାେ କହିଲେ, ମୁଁ ବିଦେଶ ରେ ପ୍ରବାସୀ ହଲିେ।

Judges 18:30
ଏଣୁ ଦାନ ପରିବାରବର୍ଗ ସହେି ଖୋଦିତ ପ୍ରତିମା ଆପଣାମାନଙ୍କ ପାଇଁ ସ୍ଥାପନ କଲେ। ସମାନଙ୍କେର ଯାଜକରୂପେ ସମାନେେ ମାଶାଙ୍କେର ପକ୍ସ୍ଟତ୍ର ଗେର୍ଶୋନ ବଂଶଧର ଯୋନାଥନକକ୍ସ୍ଟ ନିୟକ୍ସ୍ଟକ୍ତି କଲେ। ଇଶ୍ରାୟେଲୀୟମାନେ ନିର୍ବାସିତ ହବୋ ପର୍ୟ୍ଯନ୍ତ ଯୋନାଥନ ଓ ତାଙ୍କର ପକ୍ସ୍ଟତ୍ରମାନେ ଦାନ ପରିବାରବର୍ଗର ଯାଜକ ହାଇେ ରହିଲେ।

1 Chronicles 6:16
ଲବେୀଙ୍କ ପୁତ୍ରମାନେ ଥିଲେ ଗେର୍ଶୋନ, କହାତ୍ ଓ ମରାରି।

1 Chronicles 6:17
ଗେର୍ଶୋନଙ୍କ ପୁତ୍ରମାନେ ଥିଲେ ଲିବନି ଓ ଶମିଯି।

1 Chronicles 6:20
ଏହିମାନେ ଗେର୍ଶୋନଙ୍କ ବଂଶଧର ଥିଲେ : ଲିବନି ଗେର୍ଶୋନଙ୍କ ପୁତ୍ର ଥିଲେ। ୟହତ୍, ଲିବନିଙ୍କ ପୁତ୍ର ଥିଲେ। ସିମ୍ମ ୟହତ୍ଙ୍କ ପୁତ୍ର ଥିଲେ।

1 Chronicles 6:43
ଶିମିଯ ୟହତଙ୍କ ପୁତ୍ର ଥିଲେ। ୟହତ୍ ଗେର୍ଶୋନଙ୍କ ପୁତ୍ର ଥିଲେ। ଗେର୍ଶୋନ ଲବେୀଙ୍କ ପୁତ୍ର ଥିଲେ।

1 Chronicles 6:62
ଗେର୍ଶୋନଙ୍କ ଗୋଷ୍ଠୀ ତରେ ଗୋଟି ନଗର ପ୍ରାପ୍ତ ହେଲା। ସମାନେେ ଇଷାଖର, ଆଶରେ, ନପ୍ତାଲି ଓ ବାଶନ ଅଞ୍ଚଳ ରେ ବାସ କରୁଥିବା ମନଃଶିର ଅବଶିଷ୍ଟ ବଂଶଠାରୁ ସହେି ନଗରଗୁଡ଼ିକ ପ୍ରାପ୍ତ ହେଲେ।

1 Chronicles 6:71
ଗେର୍ଶୋନଙ୍କ ଗୋଷ୍ଠୀ ମନଃଶିଙ୍କ ଅର୍ଦ୍ଧକେ ଗୋଷ୍ଠୀଠାରୁ ଭୂମି ପାଇଲେ, ସମାନେେ ଗୋଲନର ନଗରସବୁ ବାଶନର ଓ ଅଷ୍ଟାରୋତ ନଗରସବୁ ଚାରଣ ଭୂମି ସହ ପାଇଲେ।

1 Chronicles 23:15
ମାଶାଙ୍କେ ପୁତ୍ରମାନେ ଥିଲେ ଗେର୍ଶୋନ ଓ ଇଲୀଯଷେର।

Occurences : 13

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்