Base Word
גֵּרָה
Short Definitionthe cud (as scraping the throat)
Long Definitioncud
Derivationfrom H1641
International Phonetic Alphabetɡeˈrɔː
IPA modɡeˈʁɑː
Syllablegērâ
Dictionɡay-RAW
Diction Modɡay-RA
Usagecud
Part of speechn-f

Leviticus 11:3
ପଶୁମାନଙ୍କ ମଧିଅରେ ଯାହାର ଖୁରା ଦୁଇ ଭାଗ ରେ ବିଭକ୍ତ ଓ ପାଦ ଚିରା ଏବଂ ଯେ ପାକୁଳି କରେ, ତାହାକୁ ତୁମ୍ଭମାନେେ ଭୋଜନ କରିବ।

Leviticus 11:4
କେତକେ ପଶୁ ଅଛନ୍ତି ଯେଉଁମାନେ କି ପାକୁଳି କରନ୍ତି।

Leviticus 11:4
କେତକେ ପଶୁ ଅଛନ୍ତି ଯେଉଁମାନେ କି ପାକୁଳି କରନ୍ତି।

Leviticus 11:5
ମାତ୍ର ସମାନଙ୍କେର ଖୁରା ଦୁଇଫାଳ ରେ ବିଭକ୍ତ ନୁହେଁ, ସଭେଳି ପ୍ରାଣୀଙ୍କୁ ତୁମ୍ଭମାନେେ ଭୋଜନ କରିବ ନାହିଁ।

Leviticus 11:6
ସମାନଙ୍କେ ମଧିଅରେ ଓଟ, ଶାଫନ୍ ଓ ଠକେୁଆ ପ୍ରଭୃତି ତୁମ୍ଭମାନଙ୍କ ପାଇଁ ଅଶୁଚି ଅଟେ।

Leviticus 11:7
ଆଉ କେତକେ ପ୍ରାଣୀ ଅଛନ୍ତି ଯେଉଁମାନଙ୍କର ଦୁଇଫାଳ ବିଶିଷ୍ଟ ଖୁରା ଅଛି। ମାତ୍ର ସମାନେେ ପାକୁଳି କରନ୍ତି ନାହିଁ। ସଗେୁଡିକୁ ମଧ୍ଯ ତୁମ୍ଭମାନେେ ଭୋଜନ କରିବ ନାହିଁ। ସେପ୍ରକାର ପ୍ରାଣୀ ହେଉଛି ଶୂକର, ସେ ମଧ୍ଯ ତୁମ୍ଭମାନଙ୍କ ପାଇଁ ଅଶୁଚି।

Leviticus 11:26
ଯେଉଁସବୁ ଜନ୍ତୁର ଖୁରା ବିଭକ୍ତ ମାତ୍ର ପାଦ ଚିରା ନୁହେଁ, କିମ୍ବା ଯେଉଁମାନେ ପାକୁଳି କରନ୍ତି ନାହିଁ ସମାନେେ ତୁମ୍ଭମାନଙ୍କ ପାଇଁ ଅଶୁଚି। ୟିଏ କହେି ସମାନଙ୍କେୁ ସ୍ପର୍ଶ କରିବ ସେ ଅଶୁଚି ହବେ।

Deuteronomy 14:6
ପଶକ୍ସ୍ଟଗଣ ମଧ୍ଯରକ୍ସ୍ଟ ଯେତେ ପଶକ୍ସ୍ଟଙ୍କର ବିଭକ୍ତ ଖକ୍ସ୍ଟରା ଓ ଦ୍ବିଖଣ୍ତ ଖକ୍ସ୍ଟରା ବିଶିଷ୍ଟ ଓ ପାକକ୍ସ୍ଟଳ କରନ୍ତି, ସେସବୁ ତୁମ୍ଭମାନେେ ଭୋଜନ କରିବ।

Deuteronomy 14:7
ତୁମ୍ଭମାନେେ ଓଟ, ଠକେକ୍ସ୍ଟଆ କିମ୍ବା ଶାଫନ୍ ମାନଙ୍କୁ ଖାଇବ ନାହିଁ। ସମାନେେ ପାକକ୍ସ୍ଟଳି କରନ୍ତି, କିନ୍ତୁ ସମାନଙ୍କେର ଖକ୍ସ୍ଟରା ଦକ୍ସ୍ଟଇଫାଳ ବିଶିଷ୍ଟ। ତେଣୁ ସହେି ପଶକ୍ସ୍ଟଗକ୍ସ୍ଟଡିକ ଖାଦ୍ୟ ତୁମ୍ଭମାନଙ୍କ ପାଇଁ ଅପବିତ୍ର।

Deuteronomy 14:7
ତୁମ୍ଭମାନେେ ଓଟ, ଠକେକ୍ସ୍ଟଆ କିମ୍ବା ଶାଫନ୍ ମାନଙ୍କୁ ଖାଇବ ନାହିଁ। ସମାନେେ ପାକକ୍ସ୍ଟଳି କରନ୍ତି, କିନ୍ତୁ ସମାନଙ୍କେର ଖକ୍ସ୍ଟରା ଦକ୍ସ୍ଟଇଫାଳ ବିଶିଷ୍ଟ। ତେଣୁ ସହେି ପଶକ୍ସ୍ଟଗକ୍ସ୍ଟଡିକ ଖାଦ୍ୟ ତୁମ୍ଭମାନଙ୍କ ପାଇଁ ଅପବିତ୍ର।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்