Base Word
גִּרְגָּשִׁי
Short Definitiona Girgashite, one of the native tribes of Canaan
Long Definitiondescendants of Canaan and one of the nations living east of the sea of Galilee when the Israelites entered the promised land
Derivationpatrial from an unused name (of uncertain derivation)
International Phonetic Alphabetɡɪr.ɡɔːˈʃɪi̯
IPA modɡiʁ.ɡɑːˈʃiː
Syllablegirgāšî
Dictionɡir-ɡaw-SHEE
Diction Modɡeer-ɡa-SHEE
UsageGirgashite, Girgasite
Part of speecha

Genesis 10:16
କିଣାନ ମଧ୍ଯ ୟିବୁଷୀଯ, ଇମାରେୀୟ ଓ ଗିର୍ଗାଶୀଯ ପିତା ଥିଲେ।

Genesis 15:21
ଇ ମାରେୀଯମାନଙ୍କର, କିଣାନୀଯମାନଙ୍କର ,ଓ ଗିର୍ଗାଶୀଯମାନଙ୍କର ଓ ୟିବୁଶୀଯମାନଙ୍କର ଦେଶ ତୁମ୍ଭକୁ ଦଲେି।

Deuteronomy 7:1
ତୁମ୍ଭେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ ସହେି ଦେଶ ରେ ଯେତବେେଳେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭକୁ ପ୍ରବେଶ କରାଇବେ ଓ ତକ୍ସ୍ଟମ୍ଭ ସାକ୍ଷାତରକ୍ସ୍ଟ ନାନା ଗୋଷ୍ଠୀଯ ଲୋକମାନଙ୍କୁ ହିତ୍ତୀଯ ଓ ଗିର୍ଗାଶୀଯ ଓ ଇ ମାରେୀଯ ଓ କିଣାନୀଯ ଓ ପରିଷୀଯ ଓ ହିଦ୍ଦୀଯ ଓ ୟିବକ୍ସ୍ଟଷୀଯ ତକ୍ସ୍ଟମ୍ଭଠାରକ୍ସ୍ଟ ମହାନ୍ ଓ ବଳବାନ୍ ଏହି ସାତ ଗୋଷ୍ଠୀଙ୍କକ୍ସ୍ଟ ଦୂର କରିବେ।

Joshua 3:10
ଜୀବିତ ପରମେଶ୍ବର ଯେ ତୁମ୍ଭମାନଙ୍କ ସହିତ ଅଛନ୍ତି ଏହା ଦ୍ବାରା ତୁମ୍ଭମାନେେ ଜାଣି ପାରିବ। ସେ, କିଣାନୀଯ ହିତ୍ତୀଯ, ହିଦ୍ଦୀଯ ପରିସୀଯ, ଗିର୍ଗାଶୀଯ, ଇ ମାରେୀଯ ଓ ୟିବୂଷୀଯ ଲୋକମାନଙ୍କୁ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ସହେି ଭୂମିରକ୍ସ୍ଟ ନିଶ୍ଚିତ ତଡି ଦବେେ।

Joshua 24:11
ଏହାପରେ ତୁମ୍ଭମାନେେ ୟର୍ଦ୍ଦନ ପାର ହାଇେ ଯିରୀହାକେକ୍ସ୍ଟ ଗଲ। ଯିରୀହାେ ନଗରର ଲୋକମାନେ ତୁମ୍ଭମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ। ଏବଂ ତୁମ୍ଭମାନେେ ମଧ୍ଯ ଇ ମାରେୀଯ, ପରିଷୀଯ, କିଣାନୀଯ, ହିତ୍ତୀଯ, ଗିର୍ଗାଶୀଯ, ହିଦ୍ଦୀଯ ଓ ୟିବୂଷୀଯମାନେ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ ଏବଂ ଆମ୍ଭେ ସମାନଙ୍କେୁ ତୁମ୍ଭମାନଙ୍କ ହାତ ରେ ସମର୍ପଣ କଲକ୍ସ୍ଟ।

1 Chronicles 1:14
ୟିବୂଷୀଯ, ଇ ମାରେୀଯ, ଗିଗୀଶୀଯ ;

Nehemiah 9:8
ତୁମ୍ଭେ ତାଠା ରେ ତାର ଅନ୍ତକରଣ ବିଶ୍ବସ୍ତ ଦେଖିଲ, ଏବଂ ତୁମ୍ଭେ ତାହା ସହିତ ଗୋଟିଏ ଚୁକ୍ତି କଲ। କିଣାନୀଯ, ହିତ୍ତୀଯ, ଇ ମାରେୀଯ, ପରିଷୀଯ ଓ ୟିବୁଷୀଯ, ଗିର୍ଗାଶୀଯର ଭୂମି ଅବ୍ରାହାମର ବଂଶଧରମାନଙ୍କୁ ଏହା ଦବୋକୁ ପ୍ରତିଜ୍ଞା କରିଥିଲେ।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்