Base Word
גַּנָּה
Short Definitiona garden
Long Definitiongarden, orchard
Derivationfeminine of H1588
International Phonetic Alphabetɡɑnˈnɔː
IPA modɡɑˈnɑː
Syllablegannâ
Dictionɡahn-NAW
Diction Modɡa-NA
Usagegarden
Part of speechn-f

Numbers 24:6
ତୁମ୍ଭମାନେେ ଉପତ୍ୟକା ତୁଲ୍ଯ ବିସ୍ତାରିତ ଓ ନଦୀତୀରସ୍ଥ ଉଦ୍ୟାନ ତୁଲ୍ଯ, ସଦାପ୍ରଭୁଙ୍କ ରୋପିତ ଅଗୁରୁ ବୃକ୍ଷ ସଦୃଶ ଓ ଜଳ ନିକଟସ୍ଥ ଏରସ ବୃକ୍ଷ ସଦୃଶ ଅଟ।

Job 8:16
ସହେି ବ୍ଯକ୍ତି ଏକ ଲତା ସଦୃଶ ୟିଏ ପ୍ରଚୁର ପାଣି ଓ ସୂର୍ୟ୍ଯ କିରଣ ରେ ବଢ଼େ। ତାହାର ଶାଖା ପ୍ରଶାଖା ସମସ୍ତ ଉଦ୍ୟାନ ରେ ବ୍ଯାପି ଥାଏ।

Ecclesiastes 2:5
ମୁଁ ଆପଣା ନିମନ୍ତେ ଉଦ୍ୟାନ ଓ ଉପବନ ପ୍ରସ୍ତୁତ କରି ତହିଁ ମଧିଅରେ ସର୍ବପ୍ରକାର ଫଳ ବୃକ୍ଷ ରୋପଣ କଲି।

Isaiah 1:29
ତୁମ୍ଭମାନେେ ପୂଜାକରିବାକୁ ବାଛିଥିବା ଆଲୋନଗଛ ଓ ସ୍ବତନ୍ତ୍ର ବଗିଚା ପାଇଁ ଭବିଷ୍ଯତ ରେ ଲୋକମାନେ ଲଜ୍ଜିତ ହବେେ।

Isaiah 1:30
ଏହା ଘଟିବ କାରଣ ତୁମ୍ଭମାନେେ ଶୁଷ୍କ ପତ୍ର ବିଶିଷ୍ଟ ଆଲୋନଗଛ ଓ ନିର୍ଜନ ଉଦ୍ୟାନ ସଦୃଶ ହବେ।

Isaiah 61:11
କାରଣ ଭୂମି ଯେପରି ବୀଜକୁ ଅଙ୍କୁରିତ କରାଏ ଓ ଉଦ୍ୟାନ ରେ ବୁଣା ୟାଇଥିବା ମଞ୍ଜି ଯେପରି ଅଙ୍କୁରିତ ହାଇେ ବଢ଼େ, ସହେିପରି ସଦାପ୍ରଭୁ ସମଗ୍ର ଜାତିଗଣଙ୍କ ମଧିଅରେ ଧର୍ମ ଓ ପ୍ରଶଂସା ଅଙ୍କୁରିତ କରିବେ।

Isaiah 65:3
ସହେି ଲୋକମାନେ ଉଦ୍ୟାନ ରେ ବଳିଦାନ କରି ଓ ଆମ୍ଭ ସମ୍ମୁଖ ରେ ଗୁଡ଼ିଏ ଇଟା ଉପ ରେ ଧୂପ ଜଳାଇ କ୍ରମାଗତ ଭାବରେ ଆମ୍ଭକୁ ବିରକ୍ତ କରାନ୍ତି।

Isaiah 66:17
ସଦାପ୍ରଭୁ ପୁଣି କୁହନ୍ତି, ଯେଉଁମାନେ ଅନ୍ୟକୁ ଅନୁସରଣ କରି ଉଦ୍ୟାନକୁ ୟିବା ପାଇଁ ନିଜକୁ ପବିତ୍ର ଓ ଶୁଚି କରନ୍ତି ଓ ଶୂକର ମାଂସ, ଘୃଣ୍ଯଦ୍ରବ୍ଯ ଓ ମୂଷା ଖାଆନ୍ତି, ସମାନେେ ସମସ୍ତେ ଏକତ୍ର ବିନଷ୍ଟ ହବେେ।

Jeremiah 29:5
ତୁମ୍ଭମାନେେ ଗୃହ ନିର୍ମାଣ କରି ତହିଁରେ ବାସ କର ; ଉଦ୍ୟାନ ପ୍ରସ୍ତୁତ କରି ତାହାର ଫଳ ଉପ ଭୋଗ କର।

Jeremiah 29:28
ଯିରିମିୟ ଆମ୍ଭମାନଙ୍କ ନିକଟକୁ ଏହି ବାର୍ତ୍ତା ଦଇେଅଛି, ତୁମ୍ଭମାନେେ ବାବିଲ ରେ ଦୀର୍ଘକାଳ ନିର୍ବାସିତ ହାଇେଅଛ। ତେଣୁ ତୁମ୍ଭମାନେେ ଗୃହ ନିର୍ମାଣ କରି ତହିଁରେ ବାସ କର ଓ ଉଦ୍ୟାନ ପ୍ରସ୍ତୁତ କରି ଫଳ ଉପଭୋଗ କର।

Occurences : 12

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்