Base Word
גֵּלֶל
Short Definitiondung (plural balls of dung)
Long Definitiondung, ball of dung
Derivationa variation of H1557
International Phonetic Alphabetɡeˈlɛl
IPA modɡeˈlɛl
Syllablegēlel
Dictionɡay-LEL
Diction Modɡay-LEL
Usagedung
Part of speechn-m

Job 20:7
କିନ୍ତୁ ସେ ନିଜର ଶରୀର ଭଳି ଦିନେ ନିଶ୍ଚିହ୍ନ ହାଇୟିବେ। ଯେଉଁ ବ୍ଯକ୍ତିମାନେ ତାକୁ ଜାଣିଥିଲେ ସମାନେେ କହିବେ, ' ସେ କାହିଁ ?'

Ezekiel 4:12
ପୁଣି ତୁମ୍ଭେ ସହେି ଖାଦ୍ୟ ଦ୍ରବ୍ଯ ୟବପିଷ୍ଟକ ପରି କରିବ ଓ ତାକୁ ମନୁଷ୍ଯର ବିଷ୍ଠା ଦ୍ବାରା ପାକ କରି ସମସ୍ତଙ୍କ ସମ୍ମୁଖ ରେ ଭୋଜନ କରିବ।

Ezekiel 4:15
ତା'ପ ରେ ପରମେଶ୍ବର ମାେତେ କହିଲେ, ଏହା ଉତ୍ତମ ଅଟେ। ମନୁଷ୍ଯ ବିଷ୍ଠା ବଦଳ ରେ ମୁଁ ତୁମ୍ଭକୁ ଗୋବର ବ୍ଯବହାର କରିବାକୁ ଦବେି। ତୁମ୍ଭେ ଏହାର ନିଆଁ ରେ ରୋଟୀ ସକେି ପାରିବ।

Zephaniah 1:17
ସଦାପ୍ରଭୁ କହିଲେ, ସହେି ସମୟରେ ଆମ୍ଭେ ଲୋକମାନଙ୍କୁ ସମସ୍ଯା ଘଟାଇବା। ଲୋକମାନେ ଅନ୍ଧଭଳି ଗ୍ଭଲିବେ, ଏହା କାହିଁକି ଘଟିବ? କାରଣ ସହେି ଲୋକମାନେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ପାପ କରିଛନ୍ତି। ସମାନଙ୍କେର ମୃତ ଶରୀର ଭୂମି ଉପ ରେ ଗୋବର ପରି ପଡି ରହିବ।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்