Base Word
גָּלָה
Short Definitionto denude (especially in a disgraceful sense); by implication, to exile (captives being usually stripped); figuratively, to reveal
Long Definitionto uncover, remove
Derivationa primitive root
International Phonetic Alphabetɡɔːˈlɔː
IPA modɡɑːˈlɑː
Syllablegālâ
Dictionɡaw-LAW
Diction Modɡa-LA
Usageadvertise, appear, bewray, bring, (carry, lead, go) captive (into captivity), depart, disclose, discover, exile, be gone, open, × plainly, publish, remove, reveal, × shamelessly, shew, × surely, tell, uncover
Part of speechv

Genesis 9:21
ନୋହ ତହିଁରୁ ଦ୍ରାକ୍ଷାରସ ପ୍ରସ୍ତୁତି କରି ପାନ କଲେ। ସେ ଦ୍ରାକ୍ଷାରସ ପାନ କରି ମତ୍ତ ହାଇେ ତାଙ୍କର ଲୁଗାପଟା ଖାଲିଦେଇେ ତାଙ୍କର ତମ୍ବୁ ରେ ପଡ଼ି ରହିଲେ। ସେ କୌଣସି ବସ୍ତ୍ର ପରିଧାନ କରି ନଥିଲେ।

Genesis 35:7
ଯାକୁବ ୟଜ୍ଞବଦେୀ ନିର୍ମାଣ କଲେ। ଯାକୁବ ସହେି ସ୍ଥାନର ନାମ ଦେଲେ ଏଲ୍-ବୈଥେଲ୍। ଯାକୁବ ଏପରି ନାମ ସ୍ଥିର କଲେ କାରଣ ସହେି ସ୍ଥାନ ରେ ପରମେଶ୍ବର ତାଙ୍କୁ ପ୍ରଥମେ ଦଖାେ ଦଇେଥିଲେ। ଯେତବେେଳେ ସେ ତାଙ୍କ ଭାଇଙ୍କ ନିକଟରୁ ଦୌଡ଼ି ପଳାଉଥିଲେ।

Exodus 20:26
ଆଉ ତୁମ୍ଭର ଉଲଗ୍ନତା ଆମ୍ଭ ବଦେୀ ଉପରେ ଯମେନ୍ତ ଅନାବୃତ ନହୁଏ, ଏଥିପାଇଁ ତୁମ୍ଭେ ପାବଚ୍ଛ ଦଇେ ଆମ୍ଭ ୟଜ୍ଞବଦେୀ ଉପରକୁ ଉଠିବ ନାହିଁ।

Leviticus 18:6
ତୁମ୍ଭମାନେେ ଆପଣା କୁଟୁମ୍ବ ସହିତ ଦୈହିକ ସଂପର୍କ ରଖିବ ନାହିଁ। ଆମ୍ଭେ ସଦାପ୍ରଭୁ ଅଟୁ।

Leviticus 18:7
ତୁମ୍ଭେ ତୁମ୍ଭର ମାତାଙ୍କ ସହିତ ଦୈହିକ ସଂପର୍କ ରଖିବା ଉଚିତ୍ ନୁହେଁ। ଏହା କରିବା ଦ୍ବାରା ତୁମ୍ଭମାନଙ୍କର ପିତାପ୍ରତି ଅସମ୍ମାନ ହବେ। ତେଣୁ ନିଶ୍ଚଯ ତାଙ୍କ ସହିତ ଦୈହିକ କଂପର୍କ ରଖିବ ନାହିଁ।

Leviticus 18:7
ତୁମ୍ଭେ ତୁମ୍ଭର ମାତାଙ୍କ ସହିତ ଦୈହିକ ସଂପର୍କ ରଖିବା ଉଚିତ୍ ନୁହେଁ। ଏହା କରିବା ଦ୍ବାରା ତୁମ୍ଭମାନଙ୍କର ପିତାପ୍ରତି ଅସମ୍ମାନ ହବେ। ତେଣୁ ନିଶ୍ଚଯ ତାଙ୍କ ସହିତ ଦୈହିକ କଂପର୍କ ରଖିବ ନାହିଁ।

Leviticus 18:8
ତୁମ୍ଭେ ତୁମ୍ଭର ପିତାଙ୍କ ଭାର୍ୟ୍ଯା ସହିତ ଦୈହିକ ସଂପର୍କ ରଖିବ ନାହିଁ, ଯଦିଓ ସେ ତୁମ୍ଭର ମାଆ ନୁହେଁ, ତାହା ତୁମ୍ଭର ପିତାଙ୍କ ପ୍ରତି ଅସମ୍ମାନ ହବେ।

Leviticus 18:9
ତୁମ୍ଭେ ନିଜର ଭଗିନୀ, ଅର୍ଥାତ୍ ତୁମ୍ଭ ପିତୃକନ୍ଯା ବା ମାତୃକନ୍ଯା, ସେ ଗୃହ ରେ ଜନ୍ମ ହାଇେଥାଉ କିମ୍ବା ଅନ୍ୟତ୍ର ଜନ୍ମ ହାଇେଥାଉ, ତା' ସହିତ ମଧ୍ଯ ଦୈହିକ ସଂପର୍କ ରଖିବ ନାହିଁ।

Leviticus 18:10
ତୁମ୍ଭେ ନିଜ ପୌତ୍ରୀର କିମ୍ବା ଦୌହିତ୍ରୀର ସହିତ ଦୈହିକ ସଂପର୍କ ରଖିବ ନାହିଁ। କାରଣ ସେ ତୁମ୍ଭର ନିଜ ଭବିଷ୍ଯତ ବଂଶଧର।

Leviticus 18:11
ତୁମ୍ଭେ ତୁମ୍ଭ ବିମାତା କନ୍ଯା ସହିତ ୟୌନ ସଂପର୍କ ରଖିବ ନାହିଁ, କାରଣ ସେ ତମ୍ଭର ପିତାଙ୍କଠାରୁ ଜନ୍ମି ଅଛିଓ ସେ ତୁମ୍ଭର ଭଗିନୀ, ତା' ସହିତ ୟୌନ ସଂପର୍କ ରଖିବ ନାହିଁ।

Occurences : 186

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்