Base Word
גִּלְבֹּעַ
Short DefinitionGilboa, a mountain of Palestine
Long Definitiona mountain-ridge at the southeastern end of the plain of Jezreel, site of the death of Saul and Jonathan
Derivationfrom H1530 and H1158; fountain of ebullition
International Phonetic Alphabetɡɪlˈbo.ɑʕ
IPA modɡilˈbo̞w.ɑʕ
Syllablegilbōaʿ
Dictionɡil-BOH-ah
Diction Modɡeel-BOH-ah
UsageGilboa
Part of speechn-pr-loc

1 Samuel 28:4
ପଲେଷ୍ଟୀୟମାନେ ୟକ୍ସ୍ଟଦ୍ଧ ପାଇଁ ପ୍ରସ୍ତକ୍ସ୍ଟତ ହେଉଥିଲେ। ସମାନେେ ଶୂନମେ ରେ ତାଙ୍କର ସନୋ ଛାଉଣୀ ପ୍ରସ୍ତକ୍ସ୍ଟତ କରୁଥିଲେ। ଶାଉଲ ସମସ୍ତ ଇଶ୍ରାୟେଲୀୟବାସୀଙ୍କକ୍ସ୍ଟ ଏକତ୍ରୀତ କରି ଗିଲ୍ବୋଯ ରେ ସନୋ ଛାଉଣୀ ସ୍ଥାପନ କଲେ।

1 Samuel 31:1
ପଲେଷ୍ଟୀୟମାନେ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ ଏବଂ ଇଶ୍ରାୟେଲୀୟମାନେ ଭୟ ରେ ସଠାେରକ୍ସ୍ଟ ଦୌଡି ପଳାଯନ କଲେ। ଗିଲବୋଯ ପର୍ବତ ଉପରେ ବହକ୍ସ୍ଟତ ଇଶ୍ରାୟେଲୀୟମାନଙ୍କୁ ମାରି ଦିଆଗଲା।

1 Samuel 31:8
ତା' ପରଦିନ, ପଲେଷ୍ଟୀୟମାନେ ମୃତ ଲୋକମାନଙ୍କ ପାଖ ରେ ରହିୟାଇଥିବା ପଦାର୍ଥଗକ୍ସ୍ଟଡିକ ଦବୋକକ୍ସ୍ଟ ଆସିଲେ। ସମାନେେ ଦେଖିବାକକ୍ସ୍ଟ ପାଇଲେ ଯେ ଗିଲବୋଯ ପର୍ବତ ଉପରେ ଶାଉଲ ଏବଂ ତା'ର ତିନିପକ୍ସ୍ଟତ୍ର ନିହତ ହାଇେ ପଡି ରହିଛନ୍ତି।

2 Samuel 1:6
ୟକ୍ସ୍ଟବକ ଜଣକ କହିଲା, ମୁ ଯେତବେେଳେ ଗିଲ୍ବୋଯ ପର୍ବତ ଉପରେ ଥିଲି, ମୁ ଦେଖିଲି, ଶାଉଲ ନିଜର ବର୍ଚ୍ଛା ଉପରେ ଆଉଜିଛନ୍ତି ଏବଂ ପଲେଷ୍ଟୀୟ ରଥସବୁ ଓ ଅଶ୍ବାରୋହୀମାନେ ତାଙ୍କର ପାଖକକ୍ସ୍ଟ ଆସକ୍ସ୍ଟଛନ୍ତି।

2 Samuel 1:21
ହେ ଗଲ୍ବୋଯ ପର୍ବତଗଣ, ତୁମ୍ଭମାନଙ୍କ ଉପରେ କାକର କି ବୃଷ୍ଟି ନ ପଡକ୍ସ୍ଟ। ଅଥବା ଉପହାରଜନକ କ୍ଷେତ୍ର ନ ହେଉ। କାରଣ ସଠାେରେ ବୀରମାନଙ୍କର ଢାଲ ଅଦରକାରୀ ପରି ଫିଙ୍ଗି ଦିଆଗଲା। ଶାଉଲଙ୍କର ଢାଲ ତୈଲ ରେ ଅଭିଷିକ୍ତ ହେଲା ନାହିଁ।

2 Samuel 21:12
ସେତବେେଳେ ଦାଉଦ ୟାଇ ୟାବେଶ୍-ଗିଲିଯଦ ନିବାସୀମାନଙ୍କ ନିକଟରକ୍ସ୍ଟ ଶାଉଲଙ୍କର ଅସ୍ଥି ଓ ତାଙ୍କର ପକ୍ସ୍ଟତ୍ର ଯୋନାଥନର ଅସ୍ଥି ନେଲେ। କାରଣ ଗିଲ୍ବୋଯ ରେ ପଲେଷ୍ଟଯୀମାନେ ଶାଉଲଙ୍କକ୍ସ୍ଟ ବଧ କରିବା ଦିନ ସମାନଙ୍କେ ଶବ ପଲେଷ୍ଟୀୟମାନଙ୍କ ଦ୍ବାରା ବୈଥ୍ଶାନ ଛକରେ ଟଙ୍ଗାଗଲା ଉତ୍ତା ରେ ୟାବେଶ୍- ଗିଲିଯଦୀଯମାନେ ସହେି ସ୍ଥାନରକ୍ସ୍ଟ ତାହା ଗ୍ଭରେି କରି ନଇେଥିଲେ।

1 Chronicles 10:1
ପଲେଷ୍ଟୀୟ ଲୋକମାନେ ଇଶ୍ରାୟେଲ ଲୋକମାନଙ୍କର ବିରୁଦ୍ଧ ରେ ୟୁଦ୍ଧ କଲେ। ଇଶ୍ରାୟେଲ ଲୋକମାନେ ପଲେଷ୍ଟୀୟମାନଙ୍କ ନିକଟରୁ ପଳାଯନ କଲେ। ଅନକେ ଇଶ୍ରାୟେଲୀୟ ଲୋକ ଗିଲ୍ବୋଯ ପର୍ବତ ଉପରେ ନିହତ ହେଲେ।

1 Chronicles 10:8
ପରବର୍ତ୍ତୀ ଦିନ, ମୃତ ଶରୀରଗୁଡ଼ିକ ନିକଟରୁ ବହୁମୂଲ୍ଯ ଦ୍ରବ୍ଯଗୁଡ଼ିକ ନବୋ ନିମନ୍ତେ ପଲେଷ୍ଟୀୟ ଲୋକମାନେ ଆସିଲେ। ସମାନେେ ଗିଲବୋଯ ପର୍ବତ ଉପରେ ଶାଉଲଙ୍କ ଶରୀର ଓ ତାଙ୍କର ପୁତ୍ରମାନଙ୍କ ଶରୀରକୁ ପାଇଲେ।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்