Base Word
גֵּיחֲזִי
Short DefinitionGechazi, the servant of Elisha
Long Definitionthe servant of Elisha
Derivationor גֵּחֲזִי; apparently from H1516 and H2372; valley of a visionary
International Phonetic Alphabetɡei̯.ħə̆ˈd͡zɪi̯
IPA modɡei̯.χə̆ˈziː
Syllablegêḥăzî
Dictionɡay-huh-DZEE
Diction Modɡay-huh-ZEE
UsageGehazi
Part of speechn-pr-m

2 Kings 4:12
ପୁଣି ସେ ନିଜର ଦାସ ଗି ହଜେୀକୁ କହିଲେ, ସହେି ଶୁନମେୀୟା ସ୍ତ୍ରୀକୁ ଡାକ।

2 Kings 4:14
ଇଲୀଶାୟ ଗି ହଜେୀକୁ କହିଲେ, ତବେେ ତା' ପାଇଁ କ'ଣ କରାୟିବ?

2 Kings 4:25
ଏହିରୂପେ ସେ କର୍ମିଲ ପର୍ବତ ରେ ପହଞ୍ଚି ପରମେଶ୍ବରଙ୍କ ଲୋକ ଇଲୀଶାୟଙ୍କୁ ଦେଖିଲେ।

2 Kings 4:27
ଅନନ୍ତର ସେ ପରମେଶ୍ବରଙ୍କ ଲୋକ ନିକଟକୁ ଆସି ତାଙ୍କର ଚରଣ ତଳେ ପଡିଲା। ଏଥି ରେ ଗି ହଜେୀ ତାକୁ ଟାଣିବାରୁ ପରମେଶ୍ବରଙ୍କ ଲୋକ କହିଲେ, ତାହାକୁ ଛାଡିଦିଅ। କାରଣ ତା'ର ପ୍ରାଣ ଶାେକାକୁଳ। ମାତ୍ର ସଦାପ୍ରଭୁ ମାେତେ ଜାଣାଇଲେ ନାହିଁ କ'ଣ ବାଳକ ପ୍ରତି ଘଟିଅଛି। ସେ ଏହା ମାଠାରୁେ ଗୋପନ ରଖିଲେ।

2 Kings 4:29
ଏହାପରେ ଇଲୀଶାୟ ଗି ହଜେୀକୁ କହିଲେ, ୟିବାକୁ ପ୍ରସ୍ତୁତ ହୁଅ। ମାରେ ୟଷ୍ଟିଟିକୁ ସଙ୍ଗ ରେ ନିଅ। ଗଲା ବେଳେ କୌଣସି ସ୍ଥାନ ରେ ଟିକିଏ ହେଲେ ଅଟକିବ ନାହିଁ। ଏପରିକି କାହାରିକୁ ଦେଖିଲେ ନମସ୍କାର କରନାହିଁ ଓ କହେି ନମସ୍କାର କଲେ ତାକୁ ଉତ୍ତର କରନାହିଁ। ମାରେ ୟଷ୍ଟି ନଇେ ସହେି ବାଳକର ମୁଖ ଉପରେ ରଖି ଦିଅ।

2 Kings 4:31
ଗି ହଜେୀ ଇଲୀଶାୟ ଓ ଶୁନମେୀୟା ସ୍ତ୍ରୀ ପହଞ୍ଚିବା ପୂର୍ବରୁ ସ୍ତ୍ରୀ ଲୋକଟିର ଘ ରେ ପହଁଞ୍ଚିଲା। ସେ ଆଶାବାଡିକୁ ବାଳକର ମୁଖ ଉପରେ ରଖିଲା। ମାତ୍ର ପିଲାଟିର କୌଣସି ରବ କି ଶଦ୍ଦ ହେଲାନାହିଁ। ତା'ପରେ ଗି ହଜେୀ ଫରେିଆସି ଇଲୀଶାୟଙ୍କୁ ଭଟେି ଜଣାଇଲା, ବାଳକଟି ଉଠିଲା ନାହିଁ।

2 Kings 4:36
ଇଲୀଶାୟ ତାଙ୍କର ଦାସ ଗି ହଜେୀକୁ ଡାକି କହିଲେ, ଶୁନମେୀୟାକୁ ଡାକ।

2 Kings 5:20
କିନ୍ତୁ ପରମେଶ୍ବରଙ୍କ ଲୋକ ଇଲୀଶାୟଙ୍କ ଦାସ ଗି ହଜେୀ କହିଲା, ଦେଖ, ମାରେ ପ୍ରଭୁ ଇଲୀଶାୟ ଏହି ଅରାମୀଯ ନାମାନ୍ଠାରୁ କୌଣସି ଉପହାର ଗ୍ରହଣ କଲେ ନାହିଁ। ସଦାପ୍ରଭୁଙ୍କ ଜୀବିତ ପ୍ରମାଣେ ମୁଁ ଶପଥ କରୁଛି, ଏହା ପେଛ ପେଛ ୟାଇ ତାହାଠାରୁ କିଛି ନବେି।

2 Kings 5:21
ତେଣୁ ଗି ହଜେୀ ନାମାନ୍ଙ୍କୁ ଅନୁସରଣ କଲେ।

2 Kings 5:25
ଏହାପରେ ସେ ଭିତରକୁ ୟାଇ ଆପଣା ମହାଶୟ ସମ୍ମୁଖ ରେ ଛିଡା ହେଲେ। ତହୁଁ ଇଲୀଶାୟ ଗି ହଜେୀକୁ ପଚାରିଲେ, ତୁମ୍ଭେ କେଉଁଠାରୁ ଆସିଲ?

Occurences : 12

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்