Base Word
גִּבְעֹנִי
Short Definitiona Gibonite, or inhabitant of Gibon
Long Definitionan inhabitant of Gibeon
Derivationpatrial from H1391
International Phonetic Alphabetɡɪb.ʕoˈn̪ɪi̯
IPA modɡiv.ʕo̞wˈniː
Syllablegibʿōnî
Dictionɡib-oh-NEE
Diction Modɡeev-oh-NEE
UsageGibeonite
Part of speecha

2 Samuel 21:1
ଦାଉଦଙ୍କ ରାଜତ୍ବ ସମୟରେ କ୍ରମାଗତ ତିନିବର୍ଷ ଧରି ଦକ୍ସ୍ଟର୍ଭିକ୍ଷ ହେଲା। ଏହି ସମୟରେ ରାଜା ଦାଉଦ ସଦାପ୍ରଭୁଙ୍କୁ ପ୍ରାର୍ଥନା କରନ୍ତେ ସଦାପ୍ରଭୁ ଉତ୍ତର ଦଇେ କହିଲେ, ଶାଉଲ ଓ ତା'ର ହତ୍ଯାକାରୀ ବଂଶ ଯୋଗକ୍ସ୍ଟ ଏପରି ହେଉଛି। ଯେ ହତେକ୍ସ୍ଟ ସେ ଗିବିଯୋନୀଯମାନଙ୍କୁ ହତ୍ଯା କରିଥିଲା।

2 Samuel 21:2
ଗିବିଯୋନୀଯମାନେ ଇଶ୍ରାୟେଲୀୟ ନ ଥିଲେ। ସମାନେେ ଇ ମାରେୀଯ ବଂଶଧର ଥିଲେ। ଇଶ୍ରାୟେଲୀୟମାନେ ପ୍ରତିଜ୍ଞା କରିଥିଲେ ସମାନେେ ଗିବିଯୋନୀଯମାନଙ୍କୁ ହତ୍ଯା କରିବେ ନାହିଁ। କିନ୍ତୁ ଶାଉଲ ସମାନଙ୍କେୁ ହତ୍ଯା କରିବାକୁ ଚେଷ୍ଟା କରିଥିଲେ। କାରଣ ତାଙ୍କର ଇଶ୍ରାୟେଲୀୟମାନଙ୍କ ପ୍ରତି ଓ ୟିହକ୍ସ୍ଟଦାମାନଙ୍କ ପ୍ରତି ଉଦ୍ୟୋଗୀ ହାଇେ ସମାନଙ୍କେୁ ବଧ କରିବାକୁ ଚେଷ୍ଟା କରିଥିଲେ।

2 Samuel 21:2
ଗିବିଯୋନୀଯମାନେ ଇଶ୍ରାୟେଲୀୟ ନ ଥିଲେ। ସମାନେେ ଇ ମାରେୀଯ ବଂଶଧର ଥିଲେ। ଇଶ୍ରାୟେଲୀୟମାନେ ପ୍ରତିଜ୍ଞା କରିଥିଲେ ସମାନେେ ଗିବିଯୋନୀଯମାନଙ୍କୁ ହତ୍ଯା କରିବେ ନାହିଁ। କିନ୍ତୁ ଶାଉଲ ସମାନଙ୍କେୁ ହତ୍ଯା କରିବାକୁ ଚେଷ୍ଟା କରିଥିଲେ। କାରଣ ତାଙ୍କର ଇଶ୍ରାୟେଲୀୟମାନଙ୍କ ପ୍ରତି ଓ ୟିହକ୍ସ୍ଟଦାମାନଙ୍କ ପ୍ରତି ଉଦ୍ୟୋଗୀ ହାଇେ ସମାନଙ୍କେୁ ବଧ କରିବାକୁ ଚେଷ୍ଟା କରିଥିଲେ।

2 Samuel 21:3
ଦାଉଦ ଗିବିଯୋନୀଯମାନଙ୍କୁ କହିଲେ, ମୁ ଇଶ୍ରାୟେଲର ପାପ ଦୂର କରିବା ପାଇଁ କ'ଣ କରିପାରିବି, ଯାହା ଫଳ ରେ ତୁମ୍ଭେ ଇଶ୍ରାୟେଲର ଲୋକମାନଙ୍କୁ ଆଶୀର୍ବାଦ କରି ପାରିବ?

2 Samuel 21:4
ତହିଁରେ ଗିବିଯୋନୀଯମାନେ ରାଜାଙ୍କକ୍ସ୍ଟ କହିଲେ, ଆମ୍ଭମାନଙ୍କୁ କ୍ଷତି ପୂରଣ ଦବୋ ପାଇଁ କିମ୍ବା ତାଙ୍କ ବଂଶ ରେ ୟଥେଷ୍ଟ ସକ୍ସ୍ଟନା କି ରୂପା ନାହିଁ। କିନ୍ତୁ ଇଶ୍ରାୟେଲ ରେ କାହାକକ୍ସ୍ଟ ହତ୍ଯା କରିବାର ଅଧିକାର ଆମ୍ଭମାନଙ୍କର ନାହିଁ।

2 Samuel 21:9
ସମାନଙ୍କେୁ ରାଜା ଗିବିଯୋନୀଯମାନଙ୍କ ହସ୍ତ ରେ ସମର୍ପଣ କଲେ। ତହକ୍ସ୍ଟଁ ସମାନେେ ପର୍ବତ ରେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ସମାନଙ୍କେୁ ଟାଙ୍ଗି ଦେଲେ, ପକ୍ସ୍ଟଣି ସେ ସାତଜଣ ୟାକ ଏକା ବେଳେ ମରା ପଡିଲେ। ସମାନେେ ପ୍ରଥମ ଶସ୍ଯଛଦନେ ସମୟରେ ଅର୍ଥାତ୍ ୟବ ଛଦନରେ ଆରମ୍ଭ ସମୟରେ ହତ ହେଲେ।

1 Chronicles 12:4
ଗିବିଯୋନ ୟିଶ୍ମଯିଯ ତିରିଶ ଜଣ ବୀରଙ୍କ ମଧିଅରେ ବଳଶାଳୀ ଥିଲେ ଓ ସେ ଏହି ତିରିଶ ଜଣ ବୀରଙ୍କର ଜଣେ ନେତା ଥିଲେ। ଗଦରୋଥୀଯ ଲୋକମାନଙ୍କ ମଧ୍ଯରୁ ଯିରିମିୟ, ୟହସୀଯଲେ, ୟୋହାନନ ଓ ୟୋଷାବଦ୍ ଥିଲେ।

Nehemiah 3:7
ଗିବିଯୋନୀଯରୁ ମଲାଟିଯ ଓ ମରୋଣୋଥୀଯରୁ ୟାଦୋନ ସମାନଙ୍କେର ପାଶର୍‌ବ ପ୍ରାଚୀରକୁ ମରାମତି କଲେ। ସହେି ଲୋକମାନେ ଗିବିଯୋନ ଓ ମିସ୍ପାରୁ ଥିଲେ। ସମାନେେ ନଦୀର ପଶ୍ଚିମାଞ୍ଚଳ ରାଜ୍ଯପାଳ ଦ୍ବାରା ଶାସିତ ହେଲେ।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்