Base Word
גְּבִירָה
Short Definitiona mistress
Long Definitionqueen, lady
Derivationfeminine of H1376
International Phonetic Alphabetɡɛ̆.bɪi̯ˈrɔː
IPA modɡɛ̆.viːˈʁɑː
Syllablegĕbîrâ
Dictionɡeh-bee-RAW
Diction Modɡeh-vee-RA
Usagequeen
Part of speechn-f

1 Kings 11:19
ଫାରୋ ହଦଦ୍ଙ୍କୁ ଅତି ଭଲ ପାଉଥିଲେ। ସେ ନିଜ ଭାର୍ୟ୍ଯା ତହପନେଷ୍ ରାଣୀର ଭଗିନୀକି ତାହା ସଙ୍ଗେ ବିବାହ ଦେଲେ।

1 Kings 15:13
ଆସା ମଧ୍ଯ ତାଙ୍କର ମାତାମହୀ ମାଖାଙ୍କୁ ରାଣୀ ପଦରୁ ବିତାଡିତ କଲେ, କାରଣ ସେ ଆଶରୋ ଦବେତା ନାମ ରେ ଏକ ପ୍ରତିମା ନିର୍ମାଣ କରିଥିଲେ। ସେ ସହେି ପ୍ରତିମାକୁ ଭାଙ୍ଗି କିଦ୍ରୋଣ ନଦୀ ନିକଟରେ ତାକୁ ପୋଡି଼ ପକାଇଲେ।

2 Kings 10:13
ଯହେୂ ଯିହୁଦାର ରାଜା ଅହସିଯଙ୍କ ସମ୍ପର୍କୀଯମାନଙ୍କୁ ଦେଖି ପଚାରିଲେ, ତୁମ୍ଭମାନେେ କିଏ?

2 Chronicles 15:16
ରାଜା ଆସା ତାଙ୍କର ମାତା ମହୀମାଖାଙ୍କୁ ରାଣୀମା' ପଦରୁ ମଧ୍ଯ ବିତାଡ଼ିତ କଲେ। ମାଖା ଏକ ଘୃଣ୍ଯ ଆଶରୋ ସ୍ତମ୍ଭ ନିର୍ମାଣ କରିଥିବାରୁ ଆସା ଏହିପରି କଲେ। ଆସା ସହେି ଆଶରୋ ସ୍ତମ୍ଭକୁ କାଟି ପକାଇଲେ ଓ ତାହାକୁ ଭାଙ୍ଗି ଖଣ୍ଡ ଖଣ୍ଡ କଲେ। ଏହାପରେ ସେ କିଦ୍ରୋଣ୍ ଉପତ୍ୟକା ରେ ସହେି ଖଣ୍ଡଗୁଡ଼ିକୁ ପୋଡ଼ି ପକାଇଲେ।

Jeremiah 13:18
ତୁମ୍ଭେ ରାଜାଙ୍କୁ ଓ ରାଣୀଙ୍କୁ କୁହ, ତୁମ୍ଭମାନେେ ନିଜକୁ ନମ୍ର କର, କାରଣ ତୁମ୍ଭମାନଙ୍କର ରାଜମୁକୁଟ ମସ୍ତକରୁ ଭୂପତିତ ହାଇେଅଛି।

Jeremiah 29:2
ରାଜା ଯିହାୟୋଦାରଖୀନ, ରାଜମାତା, ନପୁଂସକଗଣ, ପ୍ରାଚୀନବର୍ଗ, ଶିଳ୍ପକାରୀଗଣ ଓ କର୍ମକାରଗଣ ୟିରୁଶାଲମରୁ ପ୍ରସ୍ଥାନ କଲା ଉତ୍ତା ରେ ଏହି ପତ୍ର ପଠାଗଲା।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்