Base Word
גְּבִיעַ
Short Definitiona goblet; by analogy, the calyx of a flower
Long Definitioncup, bowl
Derivationfrom an unused root (meaning to be convex)
International Phonetic Alphabetɡɛ̆ˈbɪi̯.ɑʕ
IPA modɡɛ̆ˈviː.ɑʕ
Syllablegĕbîaʿ
Dictionɡeh-BEE-ah
Diction Modɡeh-VEE-ah
Usagehouse, cup, pot
Part of speechn-m

Genesis 44:2
ସାନ ଭାଇର ପଟ ରେ ତା'ର ଟଙ୍କା ତକ ଭର୍ତ୍ତି କର। କିନ୍ତୁ ତା'ର ପଟ ରେ ମାରେ ରୂପାତାଟିଆ ରଖ। ଯୋଷଫେ ସମାନଙ୍କେୁ ଯେପରି କହିଲେ ଦାସମାନେ ଠିକ୍ ସହେିପରି କଲେ।

Genesis 44:2
ସାନ ଭାଇର ପଟ ରେ ତା'ର ଟଙ୍କା ତକ ଭର୍ତ୍ତି କର। କିନ୍ତୁ ତା'ର ପଟ ରେ ମାରେ ରୂପାତାଟିଆ ରଖ। ଯୋଷଫେ ସମାନଙ୍କେୁ ଯେପରି କହିଲେ ଦାସମାନେ ଠିକ୍ ସହେିପରି କଲେ।

Genesis 44:12
ଯୋଷଫଙ୍କେ ଦାସ ସହେି ପଟଗୁଡ଼ିକୁ ଦେଖିଲେ। ସେ ବଡ଼ ଭାଇର ପଟ ପ୍ରଥମେ ଦେଖିଲେ, ଏହିପରି କ୍ରମାନ୍ବଯ ରେ ସାନର ପଟ ଦେଖିଲେ। ଶଷେ ରେ ବିନ୍ଯାମୀନର ପଟରୁ ସହେି ପାତ୍ରଟିକୁ ପାଇଲେ।

Genesis 44:16
ଯିହୁଦା କହିଲେ, ହେ ମହାଶୟ, ଆମ୍ଭର ଆଉ କିଛି କହିବାର ନାହିଁ। ଆମ୍ଭର ସଫଇେ ଦବୋର ଆଉ କିଛି ନାହିଁ। ଆମ୍ଭେ ପ୍ରମାଣ କରିପାରିବୁ ନାହିଁ ଯେ ଆମ୍ଭେ ନିର୍ଦ୍ ଦୋଷ। ପରମେଶ୍ବରଙ୍କ ବିଚାର ରେ ଆମ୍ଭେ କରିଥିବା କାର୍ୟ୍ଯ ଦୋଷାବହ। ସେଥିପାଇଁ ଆମ୍ଭେ ସମସ୍ତେ ତୁମ୍ଭର ଦାସ ହାଇେ ରହିବୁ, ତାହା ସହିତ ଯାହାର ପଟରୁ ତୁମ୍ଭର ପାତ୍ର ମିଳିଲା।

Genesis 44:17
କିନ୍ତୁ ଯୋଷଫେ କହିଲେ, ପରମେଶ୍ବର ଏପରି କରନ୍ତୁ ଯେ, ମୁଁ ତୁମ୍ଭ ସମସ୍ତଙ୍କୁ ଦାସ କରି ରଖିବି! କବଳେ ଯେ ମାରେ ପାତ୍ର ଚୋରି କରିଛି, ସେ ମାରେ ଦାସ ହବେ। ଅନ୍ୟମାନେ ଶାନ୍ତି ରେ ତୁମ୍ଭର ପିତାଙ୍କ ନିକଟକୁ ଫରେିୟାଅ।

Exodus 25:31
ଏହାପରେ ତୁମ୍ଭମାନେେ ଏକ ଦୀପ ବୃକ୍ଷ ତିଆରି କରିବ। ଏହା ନିର୍ମଳ ସୁପର୍ଣ୍ଣ ରେ ପିଟା କର୍ମ ରେ ଏହାର ଗଣ୍ଡି ଓ ଶାଖା ନିର୍ମାଣ କର। ଆଉ ଗୋଲାଧାର ଓ କଳିକା ଓ ପୁଷ୍ପ ତହିଁରେ ସଂଲଗ୍ନ ରହିବ।

Exodus 25:33
ପ୍ରତି ଶାଖା ରେ ତିନୋଟି ଫୁଲ ରହିବ। ଏହି ଫୁଲଗୁଡିକ ବାଦାମ ପୁଷ୍ପାକୃତି ତିନି ଗୋଲାଧାର, କଳିକା ଓ ପୁଷ୍ପ ରହିବ।

Exodus 25:33
ପ୍ରତି ଶାଖା ରେ ତିନୋଟି ଫୁଲ ରହିବ। ଏହି ଫୁଲଗୁଡିକ ବାଦାମ ପୁଷ୍ପାକୃତି ତିନି ଗୋଲାଧାର, କଳିକା ଓ ପୁଷ୍ପ ରହିବ।

Exodus 25:34
ଦୀପ ବୃକ୍ଷ ରେ ବାଦାମ ପୁଷ୍ପାକୃତି ଚାରି ଗୋଲାଧାର ଓ କଳିକା ପୁଷ୍ପ ରହିବ।

Exodus 37:17
ଏହାପରେ ସେ ଶୁଦ୍ଧ ସୁବର୍ଣ୍ଣ ରେ ଦୀପବୃକ୍ଷ ତିଆରି କଲେ। ସେ ଦୀପରୂଖା ରେ ବୃନ୍ତ ଓ ଶାଖା କରିବା ପାଇଁ ସୁବର୍ଣ୍ଣକୁ ପିଟିଲେ। ତା'ପରେ ସେ ଫୁଲ, ପାଖୁଡା, କଢିମାନ ତିଆରି କଲେ। ସେ ଏହି ଜିନିଷଗୁଡିକୁ ଏକାଠି ୟୋଡି ଗୋଟିଏ ଜିନିଷ ତିଆରି କଲେ।

Occurences : 14

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்