Base Word
בָּרִיא
Short Definitionfatted or plump
Long Definitionfat
Derivationfrom H1254 (in the sense of H1262)
International Phonetic Alphabetbɔːˈrɪi̯ʔ
IPA modbɑːˈʁiːʔ
Syllablebārîʾ
Dictionbaw-REE
Diction Modba-REE
Usagefat(-ter) (fleshed), fed, firm, plenteous, rank
Part of speecha

Genesis 41:2
ସହେି ସ୍ବପ୍ନ ରେ ସାତଟି ଗାଈ ନଦୀ ମଧ୍ଯରୁ ବାହାରିଲେ ଏବଂ ସଠାେରେ ଘାସ ଚରିଲେ। ସମାନେେ ଦେଖିବାକୁ ହୃଷ୍ଟ ପୃଷ୍ଟ ଓ ସୁନ୍ଦର ଥିଲେ।

Genesis 41:4
ସହେି ସାତଟି ଦୁର୍ବଳ ଓ ରୁଗ୍ଣ ଦଖାଯାେଉଥିବା ଗାଈଗୁଡ଼ିକ ସହେି ସାତଟି ସ୍ବାସ୍ଥ୍ଯବାନ ଗାଈକୁ ଖାଇଗଲେ। ସେତବେେଳେ ଫାରୋ ନିଦରୁ ଉଠି ପଡ଼ିଲେ।

Genesis 41:5
ଫାରୋ ପୁନ୍ନରାଯ ଶଯନ କଲେ ଓ ପୁନ୍ନରାଯ ସ୍ବପ୍ନ ଦେଖିଲେ। ଗୋଟିଏ ଶଣ୍ଢା ରେ ସାତଟି ପରିପୃଷ୍ଟ ଓ ଉତ୍ତମ ଶୀଷା ବାହାରିଲା।

Genesis 41:7
ପୁଣି ସହେି ସାତଟି ପରିପୁଷ୍ଠ ଶୀଷାକୁ ଏହି ସାତଟି କ୍ଷୀଣ ଶୀଷାକୁ ଗିଳି ପକାଇଲେ। ଏହି ସମୟରେ ଫାରୋଙ୍କର ନିଦ୍ରା ଭଙ୍ଗ ହୁଅନ୍ତେ ସ୍ବପ୍ନ ମାତ୍ର ଜ୍ଞାନ ହେଲା।

Genesis 41:18
ଏହାପରେ ସାତାଟେି ଗାଈ ନଦୀରୁ ବାହରି ଘାସ ଖାଇଲେ। ସମାନେେ ଦେଖିବାକୁ ସୁସ୍ଥ ସବଳ ଓ ସୁନ୍ଦର ଥିଲେ।

Genesis 41:20
ଏହାପରେ ସହେି ଦୁର୍ବଳ କୁତ୍ସିତ ଗାଈଗୁଡ଼ିକ ସହେି ସୁସ୍ଥବାନ ଗାଈଗୁଡ଼ିକୁ ଖାଇଗଲେ।

Judges 3:17
ତେଣୁ ସେ ମାୟୋବୀଯ ରାଜା ଇଗ୍ଲୋନ୍ ନିକଟକକ୍ସ୍ଟ ସହେି ଉପହାର ନେଲେ। ଇଗ୍ଲୋନ୍ ବଡ ମାଟେ ଲୋକ ଥିଲେ।

1 Kings 4:23
30 ମହଣ ସରୁ ମଇଦା, 60 ମହଣ ସୁଜୀ, 10 ଗୋଟି ପୁଷ୍ଟ ଗୋରୁ, 20 ଗୋଟି ଗୋରୁ ଚରାସ୍ଥାନରୁ, 100 ମେଷ, ଏହାଛଡ଼ା ଅନେକ ହରିଣ, କୃଷ୍ଣସାର, ବନ ଗୋରୁ ଓ ପୁଷ୍ଟ ପକ୍ଷୀ ଥିଲେ।

Psalm 73:4
ସହେି ଲୋକମାନଙ୍କୁ ସୁସ୍ଥ ହାଇେ ବଞ୍ଚିବାକୁ କୌଣସି ସଂଗ୍ରାମ କରିବାକୁ ପଡ଼ୁନାହିଁ।

Ezekiel 34:3
ତୁମ୍ଭମାନେେ କ୍ଷୀର ପିଉଅଛ, ପଶମକୁ ପରିଧାନ କରୁଅଛି। ତୁମ୍ଭମାନେେ ସହେି ହୃଷ୍ଟପୁଷ୍ଟ ପଶୁମାନଙ୍କୁ ହତ୍ଯା କର କିନ୍ତୁ ତୁମ୍ଭେ ପଲର ୟନ୍ତ୍ର ନେଉ ନାହିଁ।

Occurences : 14

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்