Base Word
בָּרֹד
Short Definitionspotted (as if with hail)
Long Definitionspotted, marked
Derivationfrom H1258
International Phonetic Alphabetbɔːˈrod̪
IPA modbɑːˈʁo̞wd
Syllablebārōd
Dictionbaw-RODE
Diction Modba-RODE
Usagegrisled
Part of speecha

Genesis 31:10
ସହେି ସମୟରେ ମୁଁ ଏକ ସ୍ବପ୍ନ ଦେଖିଥିଲି, ଯେଉଁ ପୁଂଛାଗ ମାଇ ଛାଗ ସହିତ ସଂଗମ କଲେ। ସମାନେେ ରଖାୟେୁକ୍ତ ଛିଟିଛିଟିକା ଏବଂ ଦାଗଦାଗ ହାଇେଥିଲେ ଏବଂ ବିନ୍ଦୁ ଚିହ୍ନିତ।

Genesis 31:12
ପରମେଶ୍ବରଙ୍କ ଦୂତ କହିଲେ, 'ଏବେ ଅନାଇ ଦେଖ ମାଇ ଛାଗଗୁଡ଼ିକ ସହିତ ସଂଗମ କରୁଥିବା ପ୍ରେତ୍ୟକକ ପୁଂ ଛାଗଗୁଡ଼ିକ ଗାର ଗାର, ଛିଟିଛିଟାକା ଓ ଦାଗ ଦାଗ ହାଇଗେଲେ। ମୁଁ ଏହା ହବୋକୁ ଦେଉଛି କାରଣ ଲାବନ ତୁମ୍ଭ ସହିତ ଯେଉଁ ପ୍ରକାର ବ୍ଯବହାର କଲା ମୁଁ ଦେଖିଲି।

Zechariah 6:3
ଧଳା ଅଶ୍ବଗୁଡିକ ତୃତୀୟ ରଥକୁ ଓ ଚିତ୍ରବିଚିତ୍ର ଅଶ୍ବଗୁଡିକ ଚତୁର୍ଥ ରଥକୁ ଟାଣୁଥିଲେ। ସଗେୁଡିକ ଶକ୍ତିଶାଳୀ ଅଶ୍ବ ଥିଲେ।

Zechariah 6:6
କୃଷ୍ଣବର୍ଣ୍ଣ ଅଶ୍ବଗୁଡିକ ଦ୍ବାରା ଟଣାଯାଉଥିବା ରଥ ଉତ୍ତର ଦିଗର ଦେଶ ଆଡକୁ ଯିବେ, ଲାଲ ଅଶ୍ବଗୁଡିକ ଦ୍ବାରା ଟଣାଯାଉଥିବା ରଥ ପୂର୍ବ ଦିଗର ଦେଶ ଆଡେ, ଧଳା ଘୋଡାଗୁଡିକ ଦ୍ବାରା ଟଣାଯାଉଥିବା ପଶ୍ଚିମ ଦିଗର ଦେଶଆଡେ ଓ ପାଣ୍ତୁର ଅସ୍ବଗୁଡିକ ଦ୍ବାରା ଟଣାଯାଉଥିବା ରଥ ଦକ୍ଷିଣ ଦିଗର ଦେଶଆଡେ ଯିବେ।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்