Base Word
בֶּן־יְמִינִי
Short Definitiona Benjaminite, or descendent of Benjamin
Long Definitionone of the tribe of Benjamin
Derivationsometimes (with the article inserted) בֵּן־הַיּמִינִי; with H0376 inserted (1 Samuel 9:1) בֶּן־אִישׁ ימִינִי; son of a man of Jemini; or shortened אִישׁ יְמִינִי; (1 Samuel 9:4; Esther 2:5) a man of Jemini, or (1 Samuel 20:1) simply יְמִינִי; a Jeminite; (plural) בְּנֵי יְמִינִי; patron from H1144
International Phonetic Alphabetbɛn̪ jɛ̆.mɪi̯ˈn̪ɪi̯
IPA modbɛn jɛ̆.miːˈniː
Syllableben yĕmînî
Dictionben yeh-mee-NEE
Diction Modben yeh-mee-NEE
UsageBenjamite, of Benjamin
Part of speecha

Judges 3:15
ଇଶ୍ରାୟେଲ ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ। ସଦାପ୍ରଭୁ ସମାନଙ୍କେୁ ରକ୍ଷା କରିବା ପାଇଁ ଉଦ୍ଧାର କର୍ତ୍ତାଙ୍କକ୍ସ୍ଟ ପଠାଇଲେ। ସହେି ଲୋକ ଜଣଙ୍କ ଥିଲେ ଏହୂଦ୍। ଏହକ୍ସ୍ଟଦ୍ ଥିଲେ ବିନ୍ଯାମିନୀଯ ପରିବାରବର୍ଗର ଗରୋର ପକ୍ସ୍ଟତ୍ର। ତାଙ୍କର ବାମହାତ ରେ ୟକ୍ସ୍ଟଦ୍ଧ କରିବା ପାଇଁ ପ୍ରଶିକ୍ଷିତ ହାଇେଥିଲେ। ଇଶ୍ରାୟେଲ ଲୋକମାନେ ତାଙ୍କଦ୍ବାରା ମାୟୋବୀଯର ରାଜା ଇଲ୍ଲୋନଙ୍କ ନିକଟକକ୍ସ୍ଟ ଭଟେି ପଠାଇଲେ।

Judges 19:16
େସତବେଳେ ଦେଖନ୍ତି ତ ଜଣେ ବୃଦ୍ଧ ସନ୍ଧ୍ଯାକାଳେ ନିଜର କ୍ଷେତ୍ରରକ୍ସ୍ଟ ସ୍ବ କର୍ମସାରି ପରେକ୍ସ୍ଟଥିଲା। ସେ ଇଫ୍ରଯିମ ପର୍ବତମଯ ଦେଶର ଲୋକ ଓ ଗିବିଯା ରେ ପ୍ରବାସ କରୁଥିଲା। ମାତ୍ର ସେ ସ୍ଥାନର ଲୋକମାନେ ବିନ୍ଯାମୀନୀଯ ଥିଲେ।

1 Samuel 9:21
ଶାଉଲ ଉତ୍ତର ଦେଲେ, ମୁ ବିନ୍ଯାମୀନ ବଂଶର ସଦସ୍ଯ ଅଟେ। ଏହା ଇଶ୍ରାୟେଲର ଏକ େଛାଟ ପରିବାରବର୍ଗ। ଆପଣ କହିଁକି କହକ୍ସ୍ଟଛନ୍ତି ଇଶ୍ରାୟେଲୀୟମାନେ ମାେତେ ଗ୍ଭହାଁନ୍ତି?

1 Samuel 22:7
ଶାଉଲ ତାଙ୍କ ଦାସମାନଙ୍କୁ କହିଲେ, ହେ ବିନ୍ଯାମୀନୀଯ ଲୋକମାନେ, ଶକ୍ସ୍ଟଣ ୟିଶୀର ପକ୍ସ୍ଟତ୍ର କ'ଣ ତକ୍ସ୍ଟମ୍ଭ ପ୍ରତି ଜଣଙ୍କକ୍ସ୍ଟ କ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ଦବେ? ସେ କ'ଣ ତକ୍ସ୍ଟମ୍ଭ ସମସ୍ତଙ୍କକ୍ସ୍ଟ ସହସ୍ରପତି ଓ ଶତପତି କରିବ?

2 Samuel 16:11
ଦାଉଦ ଅବିଶଯକକ୍ସ୍ଟ ଓ ନିଜର ଦାସମାନଙ୍କୁ କହିଲେ, ଦେଖ, ମାରେନିଜ ପକ୍ସ୍ଟତ୍ର ମାେତେ ହତ୍ଯା କରିବାକୁ ଚେଷ୍ଟା କରୁଛି। ବର୍ତ୍ତମାନ ବିନ୍ଯାମୀନ ଗୋଷ୍ଠୀବର୍ଗର ଏହି ଲୋକ ମାେତେ ମାରିବାକକ୍ସ୍ଟ ଚେଷ୍ଟା କରିବା ପାଇଁ ଅଧିକ ଅଧିକାର ଅଛି। ତାକକ୍ସ୍ଟ ଏକା ଛାଡିଦିଅ। ତାକକ୍ସ୍ଟ ଅଭିଶାପ ଦବୋକକ୍ସ୍ଟ ଦିଅ। କାରଣ ସଦାପ୍ରଭୁ ତାକକ୍ସ୍ଟ ଅନକ୍ସ୍ଟମତି ଦଇେ ଅଛନ୍ତି।

2 Samuel 19:16
ବହକ୍ସ୍ଟରୀମ ନିବାସୀ ଗଲରାର ପକ୍ସ୍ଟତ୍ର ବିନ୍ଯାମୀନୀଯ ଶିମିଯି ଶୀଘ୍ର ୟିହକ୍ସ୍ଟଦାରସଲାକମାନଙ୍କ ସଙ୍ଗସର ରାଜା ଦାଉଦଙ୍କକ୍ସ୍ଟ ଭଲଟିବା ପାଇଁ ଆସିଲଲ।

1 Kings 2:8
ସ୍ମରଣ କର, ବିନ୍ଯାମୀନୀଯ ଗରୋର ପୁତ୍ର ବହୁରୀମ ନିବାସୀ ଶିମିଯି ତୁମ୍ଭ ସହିତ ଅଛି। ମୁଁ ମହନଯିମକୁ ପଳାଯନ କଲା ଦିନ ସେ ମାେତେ ଏକ ଜଘନ୍ଯ ଅଭିଶାପ ଦଲୋ। ସେ ୟର୍ଦ୍ଦନ ନିକଟରେ ମାେତେ ଦେଖିବାକୁ ଆସିଥିଲା, କିନ୍ତୁ ମୁଁ ତାକୁ ହତ୍ଯା ନ କରିବା ପାଇଁ ସଦାପ୍ରଭୁଙ୍କ ନାମ ରେ ପ୍ରତିଜ୍ଞା କରିଥିଲି।

1 Chronicles 27:12
ଅବୀଯଷେର ନମମ ସନୋଧ୍ଯକ୍ଷ ଥିଲେ। ଅବୀଯଷେର ନବମ ମାସର ସନୋଧ୍ଯକ୍ଷ ଥିଲେ। ଅବୀଯଷେର୍ ଅନାଥୋଥ୍ ସହରରୁ ଆସିଥିଲେ। ଅବୀଯଷେର ବିନ୍ଯାମୀନ ଗୋଷ୍ଠୀରୁ ଆସିଥିଲେ ଅବୀଯଷେରଙ୍କ ଦଳ ରେ 24,000 ଲୋକ ଥିଲେ।

Esther 2:5
ସହେି ସମୟରେ ମର୍ଦ୍ଦଖଯ ନାମ ରେ ଜଣେ ୟିହୁଦୀଯ ଲୋକ ଶୂଶନ୍ ରାଜଧାନୀ ରେ ଥିଲା, ସେ ବିନ୍ଯାମୀନ ବଂଶୀଯ ୟାଯୀରର ପୁତ୍ର, ଶିମିଯିର ପୌତ୍ର, କୀଶର ପ୍ରପୌତ୍ର।

Psalm 7:0

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்