Base Word
בְּמוֹ
Short Definitionin, with, by, etc
Long Definitionin, at, by
Derivationprolongation for prepositional prefix
International Phonetic Alphabetbɛ̆ˈmo
IPA modbɛ̆ˈmo̞w
Syllablebĕmô
Dictionbeh-MOH
Diction Modbeh-MOH
Usagefor, in into, through
Part of speechprep

Job 9:30
ଯଦି ମୁଁ ବରଫ ରେ ନିଜକୁ ଧୌତ କରେ। ମୁଁ ହାତଗୁଡ଼ିକୁ ସାବୁନ ରେ ଧୋଇ ସଫା କରେ।

Job 16:4
ମୁଁ ମଧ୍ଯ ସହେିଭଳି କଥା ତୁମ୍ଭକୁ କହିପା ରେ, ଯଦି ତୁମ୍ଭର ମାେଭଳି ବିପଦ ପଡ଼ିଥାନ୍ତା। ମୁଁ ମଧ୍ଯ ତୁମ୍ଭ ବିରୁଦ୍ଧ ରେ ବୁଦ୍ଧିମାନର ବାକ୍ଯ କହି ପାରନ୍ତି ଏବଂ ତୁମ୍ଭମାନଙ୍କ ପ୍ରତି ମାେ ମୁଣ୍ଡ ହଲାଇ ପାରନ୍ତି।

Job 16:5
କିନ୍ତୁ ମୁଁ ତୁମ୍ଭକୁ ମାରେ ବାକ୍ଯଦ୍ବାରା ଉତ୍ସାହିତ କରିଥାଆନ୍ତି, ସାନ୍ତ୍ବନା ଦଇେଥାଆନ୍ତି ଏବଂ ତୁମ୍ଭର କଷ୍ଟକୁ କମଇେ ଦଇେଥାଆନ୍ତି।

Job 19:16
ମୁଁ ଚାକରମାନଙ୍କୁ ଡାକିଲେ ସମାନେେ ମାେତେ ଉତ୍ତର ଦିଅନ୍ତି ନାହିଁ। ମୁଁ ସାହାୟ୍ଯ ପାଇଁ ପ୍ରାର୍ଥନା କଲେ ବି ମାରେ ଚାକରମାନେ ଉତ୍ତର ଦିଅନ୍ତି ନାହିଁ।

Job 37:8
ପଶୁମାନେ ସମାନଙ୍କେ ଆଶ୍ରଯସ୍ଥଳକୁ ଦୌଡ଼ି ପଳାନ୍ତି ଓ ସଠାେରେ ରୁହନ୍ତି।

Psalm 11:2
ଦୁଷ୍ଟ ଲୋକମାନେ ଶିକାରୀ ଅଟନ୍ତି। ସମାନେେ ଅନ୍ଧାରରେ ଲୁଚି ରହନ୍ତି। ସମାନେେ ଧନୁରେ ଗୁଣ ଚଢ଼ାନ୍ତି। ସମାନେେ ତୀର ଦ୍ବାରା ଲକ୍ଷ୍ଯ ସ୍ଥିର କରନ୍ତି ଏବଂ ସମାନେେ ସିଧା ସାଧୁ ଓ ଉତ୍ତମ ବ୍ଯକ୍ତିର ହୃଦଯକୁ ଶରବିଦ୍ଧ କରନ୍ତି।

Isaiah 43:2
ତୁମ୍ଭେ ଯେତବେେଳେ ଦୁଃଖ ରେ ପଡ଼ିବ, ଆମ୍ଭେ ତୁମ୍ଭର ସହବର୍ତ୍ତୀ ହବେୁ। ଜଳ ମଧିଅରେ ଗମନ କଲା ବେଳେ ତୁମ୍ଭର ସଙ୍ଗୀ ହବେୁ। ଫଳ ରେ ତୁମ୍ଭେ ଜଳ ରେ ମଗ୍ନ ହବେ ନାହିଁ। ଅଗ୍ନି ରେ ଗମନ କଲା ବେଳେ ଦଗ୍ଧିଭୂତ ହବେ ନାହିଁ ଓ ଅଗ୍ନିଶିଖା ତୁମ୍ଭର କ୍ଷତି କରିବ ନାହିଁ।

Isaiah 44:16
ଅଧା କାଠସସ ଅଗ୍ନିସର ପୋଡ଼ଲ ଓ ଅନ୍ୟ ଅର୍ଦ୍ଧକଲସରସସ ମାଂସ ରାନ୍ଧି ଭୋଜନ କଲର।ସସଥିସରସସ ତୃପ୍ତ ହୁଏ। ଆଉ ମଧ୍ଯସସ ଅଗ୍ନି ଜାଳି ତାପ ପାଏ ଓ କସହ, ଆମ୍ଲଭ ଉଷ୍ମସହଲୁ ଓ ଆମ୍ଲଭମାଲନ ଆଲଲାକସଦଖି ପାରିଲୁ।

Isaiah 44:19
ସସହିସଲାକମାଲନ ଭାବି ନଥାନ୍ତି।ସସମାଲନ ଏହା କରିବା ପାଇଁ ବୁଦ୍ଧି ଜ୍ଞାନ ହରାଇ ଥାନ୍ତି।ସସମାଲନ ବୁଝନ୍ତି ନାହିଁସଯ, ଅଧା କାଠସପାଡ଼ି ଆମ୍ଲଭ ଉଷୁମ ପାଇଲୁ, ଉତ୍ତପ୍ତ ଅଙ୍ଗାରସରସରାଟୀସସକି ଓ ମାଂସ ରାନ୍ଧି ଖାଇଲୁ ଓ ଅବଶିଷ୍ଟାଂଶସର ପ୍ରତିମା ଗଢ଼ିଲୁ ଯାହାକି ଅସାର ଓ ଘୃଣାୟୋଗ୍ଯ। ପୁଣିସସ କାଠ ଆଗସର ଦଣ୍ଡବତସହଲୁ।'

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்