Base Word
בָּלָה
Short Definitionto fail; by implication to wear out, decay (causatively, consume, spend)
Long Definitionto wear out, become old
Derivationa primitive root
International Phonetic Alphabetbɔːˈlɔː
IPA modbɑːˈlɑː
Syllablebālâ
Dictionbaw-LAW
Diction Modba-LA
Usageconsume, enjoy long, become (make, wax) old, spend, waste
Part of speechv

Genesis 18:12
ତେଣୁ ସାରା ଶୁଣିଥିବା କଥାକୁ ବିଶ୍ବାସ କରିପାରିଲା ନାହିଁ। ସେ ନିଜକୁ ନିଜେ ହସିଲା ଏବଂ କହିଲା, ମୁଁ ଏବଂ ମାରେ ସ୍ବାମୀ ବର୍ଦ୍ଧକ୍ଯ ରେ ଉପନୀତ। ପିଲା ଜନ୍ମ କରିବା ପାଇଁ, ଆମ୍ଭେ ବହୁତ ବୁଢ଼ା ବୁଢ଼ି ହାଇୟୋଇଛୁ।

Deuteronomy 8:4
ଏହି ଚାଳିଶ ବର୍ଷ ତୁମ୍ଭମାନଙ୍କ ବସ୍ତ୍ର ଜୀର୍ଣ ହେଲାନାହିଁ ଓ ତୁମ୍ଭମାନଙ୍କର ପାଦ ଫକ୍ସ୍ଟଲିଲା ନାହିଁ।

Deuteronomy 29:5
ସଦାପ୍ରଭୁ ତୁମ୍ଭମାନଙ୍କୁ ଗ୍ଭଳିଶ ବର୍ଷ ମରକ୍ସ୍ଟ ଅଞ୍ଚଳ ରେ ଆଗଇେ ଆଣିଲେ ତୁମ୍ଭମାନେେ ଦେଖିଲ ଯେ ତୁମ୍ଭର ପୋଷାକ ଆଦୌ ଚିରିନଥିଲା। ତୁମ୍ଭର ୟୋତା ମଧ୍ଯ ନଷ୍ଟ ହାଇେ ନଥିଲା।

Deuteronomy 29:5
ସଦାପ୍ରଭୁ ତୁମ୍ଭମାନଙ୍କୁ ଗ୍ଭଳିଶ ବର୍ଷ ମରକ୍ସ୍ଟ ଅଞ୍ଚଳ ରେ ଆଗଇେ ଆଣିଲେ ତୁମ୍ଭମାନେେ ଦେଖିଲ ଯେ ତୁମ୍ଭର ପୋଷାକ ଆଦୌ ଚିରିନଥିଲା। ତୁମ୍ଭର ୟୋତା ମଧ୍ଯ ନଷ୍ଟ ହାଇେ ନଥିଲା।

Joshua 9:13
ପକ୍ସ୍ଟଣି ଦେଖ, ଏହିସବୁ ଦ୍ରାକ୍ଷାରସର କକ୍ସ୍ଟଐା, ନୂତନ ଦ୍ରାକ୍ଷା ରସ ରେ ଭର୍ତ୍ତି କରିଥିଲକ୍ସ୍ଟ ତାହା ଫାଟି ୟାଇଛି। ଏବଂ ଆମ୍ଭକକ୍ସ୍ଟ ଲକ୍ଷ୍ଯକର, ବହକ୍ସ୍ଟତ ଦୂର ୟାତ୍ରା କରିଥିବାରକ୍ସ୍ଟ ଆମ୍ଭମାନଙ୍କର ଲକ୍ସ୍ଟଗା ଓ ଜୋତା କିପରି ପକ୍ସ୍ଟରକ୍ସ୍ଟଣା ହାଇଗେଲାଣି।

1 Chronicles 17:9
ଆମ୍ଭେ ଆମ୍ଭର ଲୋକ ଇଶ୍ରାୟେଲକୁ ଏହି ସ୍ଥାନ ଦଇେଅଛୁ। ସମାନେେ ବୃକ୍ଷ ରୋପଣ କରିବେ ଓ ସହେି ବୃକ୍ଷସବୁର ତଳେ ଶାନ୍ତି ରେ ବସିବେ। ସମାନେେ ଆଉ କୌଣସି ବିଷଯ ରେ ଚିନ୍ତିତ ହବେେ ନାହିଁ। ପୂର୍ବ ପରି ମନ୍ଦ ଲୋକେ ଆଉ ସମାନଙ୍କେୁ ଆଘାତ କରିବେ ନାହିଁ।

Nehemiah 9:21
ତୁମ୍ଭେ ଗ୍ଭଳିଶ ବର୍ଷ ପର୍ୟ୍ଯନ୍ତ ପ୍ରାନ୍ତର ରେ ସମାନଙ୍କେୁ ପ୍ରତିପାଳନ କଲ। ସମାନଙ୍କେର କିଛି ଅଭାବ ହେଲା ନାହିଁ। ସମାନଙ୍କେର ବସ୍ତ୍ର ଜୀର୍ଣ୍ଣ ହେଲା ନାହିଁ ଓ ସମାନଙ୍କେର ପାଦ ଫୁଲିଲା ନାହିଁ।

Job 13:28
ତେଣୁ ମୁଁ ଧୀ ରେ ଧୀ ରେ ଦୁର୍ବଳ ହାଇେ ପଡ଼ୁଅଛି ଖଣ୍ଡେ ପଚା କାଠପରି ଚଥା ଖଣ୍ଡେ ପୋକଖିଆ କପଡ଼ା ପରି।

Job 21:13
ଦୁଷ୍ଟ ବ୍ଯକ୍ତି ସାରାଜୀବନ ସୌଭାଗ୍ଯ ରେ ଦିନ କାଟନ୍ତି। ତା'ପରେ ସମାନେେ ମୃତ୍ଯୁ ମୁଖ ରେ ପଡ଼ନ୍ତି। କୌଣସି ୟନ୍ତ୍ରଣା ଭୋଗ ନ କରି ସମାନେେ କବରକୁ ୟାଆନ୍ତି।

Psalm 32:3
ପ୍ରଭୁ ମୁଁ ବାରମ୍ବାର ତୁମ୍ଭକୁ ପ୍ରାର୍ଥନା କଲି କିନ୍ତୁ ମୁଁ ମାରେ ଗୋପନ ପାପ ବିଷଯରେ ତୁମ୍ଭକୁ କିଛି କହିଲି ନାହିଁ। ମୁଁ କବଳେ ଦୁର୍ବଳ ହାଇେ ପଡ଼ିଲି, ପ୍ରେତ୍ୟକକ ଥର ଯେତବେେଳେ ମୁଁ ପ୍ରାର୍ଥନା କଲି।

Occurences : 16

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்