Base Word | |
ἄγω | |
Short Definition | properly, to lead; by implication, to bring, drive, (reflexively) go, (specially) pass (time), or (figuratively) induce |
Long Definition | to lead, take with one |
Derivation | a primary verb |
Same as | |
International Phonetic Alphabet | ˈɑ.ɣo |
IPA mod | ˈɑ.ɣow |
Syllable | agō |
Diction | AH-goh |
Diction Mod | AH-goh |
Usage | be, bring (forth), carry, (let) go, keep, lead away, be open |
Matthew 10:18
ତୁମ୍ଭେ ମାରେ ଶିଷ୍ଯ ହାଇେଥିବା ଯୋଗୁଁ ତୁମ୍ଭକୁ ଶାସକ ଓ ରାଜାଙ୍କ ଆଗକୁ ନିଆୟିବ। ଅଣଯିହୂଦୀ ତଥା ସମାନଙ୍କେ ଆଗ ରେ ତୁମ୍ଭେ ମାେ ବିଷୟ ରେ ସାକ୍ଷୀ ହବେ।
Matthew 14:6
ହରେୋଦଙ୍କ ଜନ୍ମ ଦିନ ଅବସର ରେ େ ହରୋଦିଆଙ୍କ ଝିଅ, ହରେୋଦ ଓ ତାହାଙ୍କ ଅତିଥିମାନଙ୍କ ଆଗ ରେ ନାଚିଲା। ଏଥି ରେ େ ହରୋଦ ବହୁତ ମୁଗ୍ଧ ହାଇଗେଲେ।
Matthew 21:2
ଯୀଶୁ ଦୁଇଜଣ ଶିଷ୍ଯଙ୍କୁ ଗାଁକୁ ପଠାଇଲେ। ସେ କହିଲେ, ତୁମ୍ଭେ ଠିକ୍ ସାମନା ରେ ଥିବା ଗାଁକୁ ଯାଅ। ସଠାେରେ ପହଞ୍ଚିବା ପରେ ତୁମ୍ଭେ ଗୋଟିଏ ମାଇ ଗଧ ବନ୍ଧା ହାଇେଥିବାର ଦେଖିବ। ତା' ସହିତ ଗୋଟିଏ ଗଧଛୁଆ ମଧ୍ଯ ସଠାେରେ ଥିବ। ସମାନଙ୍କେୁ ଖାଲିଦେବେ, ଓ ସମାନଙ୍କେୁ ମାେ ପାଖକୁ ନଇେ ଆସିବ।
Matthew 21:7
ସମାନେେ ମାଈ ଗଧ ଓ ଗଧଛୁଆକୁ ନଇେ ଯୀଶୁଙ୍କ ପାଖକୁ ଆସିଲେ। ସମାନେେ ତାହାଙ୍କ ଲୁଗାଗୁଡ଼ିକ ଗଧମାନଙ୍କ ଉପରେ ବିଛାଇ ଦେଲେ। ଯୀଶୁ ସହେି ଲୁଗା ଉପରେ ବସିଲେ।
Matthew 26:46
ଉଠ, ଆମ୍ଭେ ୟିବା। ଦେଖ, ମାେତେ ଶତୃମାନଙ୍କ ହାତ ରେ ଯେଉଁ ଲୋକଟି ଦଇଦେବେ, ସେ ଏଠାକୁ ଆସୁଛି।
Mark 1:38
ଏହା ଶୁଣି ଯୀଶୁ କହିଲେ, ଆମ୍ଭମାନେେ ଅନ୍ୟ ନିକଟବର୍ତ୍ତୀ ନଗରକୁ ୟିବା ଉଚିତ ଯେପରି ମୁଁ ସଠାେରେ ସମାନଙ୍କେୁ ମଧ୍ଯ ଉପଦେଶ ଦଇେ ପାରିବି। ମୁଁ କବଳେ ଏଥିପାଇଁ ଆସିଛି।
Mark 11:2
ଆଗ ରେ ଦଖାଯାେଉଥିବା ଗାଆଁକୁ ଯାଅ। ଗାଁଆ ଭିତ ରେ ପ୍ରବେଶ କରିବା ମାତ୍ ରେ ତୁମ୍ଭମାନେେ ଗୋଟିଏ ଗଧଛୁଆ ବନ୍ଧା ହାଇେଥିବାର ଦେଖିବ। ସହେି ଗଧ ଛୁଆ ଉପରେ କହେି ଏ ପର୍ୟ୍ଯନ୍ତ ଚଢି ନାହାଁନ୍ତି। ତାକୁ ଖାଲିେ ମାେ ପାଖକୁ ନଇେ ଆସ।
Mark 11:7
ଶିଷ୍ଯମାନେ ଗଧକୁ ଯୀଶୁଙ୍କ ପାଖକୁ ଆଣିଲେ ଓ ଗଧ ପିଠି ଉପରେ ନିଜ ଲୁଗା ପକାଇ ଦେଲେ। ଯୀଶୁ ତା' ଉପରେ ବସିଲେ।
Mark 13:11
ସମାନେେ ତୁମ୍ଭମାନଙ୍କୁ ବନ୍ଦୀକରି ତୁମ୍ଭମାନଙ୍କୁ ଜରୋ କରିବେ। ସମାନେେ ତୁମ୍ଭମାନଙ୍କୁ ବିଚାର ପାଇଁ ଯଦି ନିଅନ୍ତି, ତବେେ ତୁମ୍ଭେ ସଠାେରେ କ'ଣ କହିବ, ସେ ବିଷୟ ରେ ଆଗରୁ କବେେ ହେଲେ ଚିନ୍ତା କର ନାହିଁ। ସେ ସମୟରେ ତୁମ୍ଭକୁ ପରମେଶ୍ବର ଯାହା କିଛି କହିବା ପାଇଁ ଦବେେ, ତୁମ୍ଭେ ତାହା କହିବ, କାରଣ ସେତବେେଳେ ପ୍ରକୃତ ରେ ତୁମ୍ଭେ କଥା କହିବ ନାହିଁ ମାତ୍ର ପବିତ୍ର ଆତ୍ମା କଥା କହିବେ।
Mark 14:42
ଠିଆ ହୁଅ। ଆମ୍ଭମାନେେ ଏଥର ୟିବା। ଦେଖ, ମାେତେ ବିଶ୍ବାସଘାତକତା କରି ଧ ରଇେ ଦବୋ ଲୋକ ଏବେ ଆସୁଛି।
Occurences : 73
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்