Base Word
φορέω
Short Definitionto have a burden, i.e., (by analogy) to wear as clothing or a constant accompaniment
Long Definitionto bear constantly, wear
Derivationfrom G5411
Same asG5411
International Phonetic Alphabetfoˈrɛ.o
IPA modfowˈre̞.ow
Syllablephoreō
Dictionfoh-REH-oh
Diction Modfoh-RAY-oh
Usagebear, wear

Matthew 11:8
ତବେେ କ'ଣ ଦେଖିବାକୁ ତୁମ୍ଭେ ଆସିଥିଲ? କ'ଣ ଉତ୍ତମ ପୋଷାକ ପିନ୍ଧିଥିବା କୌଣସି ବ୍ଯକ୍ତିଙ୍କୁ? ତା' ନୁହେଁ! ଉତ୍ତମ ପୋଷାକ ପିନ୍ଧୁଥିବା ଲୋକଙ୍କୁ ତୁମ୍ଭେ ରାଜଭବନ ରେ ପାଇ ପାରିବ।

John 19:5
ତାପରେ ଯୀଶୁ ବାହାରକୁ ଆସିଲେ। ସେ କଣ୍ଟାର ମୁକୁଟ ଓ ବାଇଗଣୀ ରଙ୍ଗର ପୋଷାକ ପିନ୍ଧିଥିଲେ। ପୀଲାତ କହିଲେ, ଦେଖ, ସହେି ଲୋକ।

Romans 13:4
ତୁମ୍ଭକୁ ସାହାୟ୍ଯ କରିବା ପାଇଁ ଶାସକ ହେଉଛନ୍ତି ପରମେଶ୍ବରଙ୍କ ସବେକ। କିନ୍ତୁ ତୁମ୍ଭେ ଭୁଲ୍ କଲେ ଭୟ କରିବ। ଶାସକର ଦଣ୍ତ ଦବୋ କ୍ଷମତା ଅଛି, ସେ ସହେି କ୍ଷମତାର ପ୍ରଯୋଗ କରି ମନ୍ଦ କାମ କରୁଥିବା ଲୋକକୁ ଦଣ୍ତ ଦବେେ।

1 Corinthians 15:49
ଆମ୍ଭମାନେେ ଜଗତରୁ ସହେି ମନୁଷ୍ଯ ତୁଲ୍ଯ ନିର୍ମିତ ହାଇେଅଛୁ। ଅତଏବ, ଆମ୍ଭେ ମଧ୍ଯ ସ୍ବର୍ଗର ସହେି ବ୍ଯକ୍ତି ତୁଲ୍ଯ ଶରୀର ଧାରଣ କରିବା।

1 Corinthians 15:49
ଆମ୍ଭମାନେେ ଜଗତରୁ ସହେି ମନୁଷ୍ଯ ତୁଲ୍ଯ ନିର୍ମିତ ହାଇେଅଛୁ। ଅତଏବ, ଆମ୍ଭେ ମଧ୍ଯ ସ୍ବର୍ଗର ସହେି ବ୍ଯକ୍ତି ତୁଲ୍ଯ ଶରୀର ଧାରଣ କରିବା।

James 2:3
ତୁମ୍ଭେ ଦାମିକା ସୁନ୍ଦର ଲୁଗାପଟା ପିନ୍ଧିଥିବା ଲୋକକୁ ଡ଼ାକି ବିଶଷେ ଅଭ୍ଯର୍ଥନା ଜଣାଇ କହିଥାଅ : ଏହି ଭଲ ଆସନ ରେ ବସନ୍ତୁ। କିନ୍ତୁ ଗରିବ ଲୋକଟିକୁ କହିଥାଅ : ତୁମ୍ଭେ ସଠାେରେ ଠିଆ ହୁଅ ବା ମାେ ଗୋଡ଼ ପାଖର ଭୂଇଁ ରେ ବସ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்