Base Word
ὑποδέχομαι
Short Definitionto admit under one's roof, i.e., entertain hospitably
Long Definitionto receive as a guest
Derivationfrom G5259 and G1209
Same asG1209
International Phonetic Alphabethy.poˈðɛ.xo.mɛ
IPA modju.powˈðe̞.xow.me
Syllablehypodechomai
Dictionhoo-poh-THEH-hoh-meh
Diction Modyoo-poh-THAY-hoh-may
Usagereceive

Luke 10:38
ଯୀଶୁଓ ତାହାଙ୍କ ଶିଷ୍ଯମାନେ ଯାତ୍ରା କରୁଥିବା ଅବସର ରେ ଗୋଟିଏ ଗାଁକୁ ଯୀଶୁ ଗଲେ। ମାର୍ଥା ନାମକ ଜଣେ ସ୍ତ୍ରୀଲୋକ ଯୀଶୁଙ୍କୁ ନିଜ ଘରକୁ ସ୍ବାଗତ କଲା।

Luke 19:6
ତା'ପରେ ଜଖିୟ ଖୁବ୍ ଶୀଘ୍ର ତଳକୁ ଓହ୍ଲାଇ ଆସିଲେ। ଅତ୍ଯନ୍ତ ଖୁସି ରେ ସେ ଯୀଶୁଙ୍କୁ ନିଜ ଘ ରେ ସ୍ବାଗତ କଲେ।

Acts 17:7
ଯାସୋନ ସହେିମାନଙ୍କୁ ଆଣି ନିଜ ଘ ରେ ରଖିଛି। ଯୀଶୁ ନାମ ରେ ଯେ ଆଉ ଜଣେ ରାଜା ଅଛି, ଏହା କହି ସମାନେେ ସମସ୍ତେ ଦାବୀ କରି କାଇସରଙ୍କ ନିୟମର ବିରୁଦ୍ଧାଚ଼ରଣ କରୁଛନ୍ତି।

James 2:25
ଆଉ ଗୋଟିଏ ଉଦାହରଣ ହେଉଛି, ରାହାବ। ସେ ଜଣେ ବେଶ୍ଯା ଥିଲା। କିନ୍ତୁ ସେ ନିଜ କର୍ମଗୁଡ଼ିକ କାରଣରୁ ପରମେଶ୍ବରଙ୍କ ନିକଟରେ ଧାର୍ମିକା ହେଲା। ସେ ପରମେଶ୍ବରଙ୍କ ଗୁପ୍ତଚରମାନଙ୍କୁ ସାହାୟ୍ଯ କଲା ଓ ସମାନଙ୍କେୁ ନିଜ ଘ ରେ ସ୍ବାଗତ କଲା ଓ ଅନ୍ୟ ବାଟଦଇେ ସମାନଙ୍କେୁ ପଳାୟନ କରିବା ରେ ସାହାୟ୍ଯ କଲା।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்