Base Word
ὑπερήφανος
Short Definitionappearing above others (conspicuous), i.e., (figuratively) haughty
Long Definitionshowing one's self above others, overtopping, conspicuous above others, pre-eminent
Derivationfrom G5228 and G5316
Same asG5228
International Phonetic Alphabethy.pɛrˈe.fɑ.nos
IPA modju.pe̞rˈe̞.fɑ.nows
Syllablehyperēphanos
Dictionhoo-per-A-fa-nose
Diction Modyoo-pare-A-fa-nose
Usageproud

Luke 1:51
ସେ ତାହାଙ୍କର ବାହୁର ଶକ୍ତି ଦଖାଇେଛନ୍ତି। ସେ ଅହଂକାରୀ ଲୋକମାନଙ୍କୁ ଛିନ୍ନଛତ୍ର କରି ସମାନଙ୍କେର ସମସ୍ତ ଯୋଜନା ଧ୍ବଂସ କରି ଦେଲେ।

Romans 1:30
ସମାନେେ ପରଚର୍‍ଚ୍ଚା କରନ୍ତି, ପରନିନ୍ଦା କରନ୍ତି ଓ ଏକ ଆ ରକେ ବିରୁଦ୍ଧ ରେ ମନ୍ଦକଥା କୁହନ୍ତି। ସମାନେେ ପରମେଶ୍ବରଙ୍କୁ ଘୃଣା କରନ୍ତି। ସମାନେେ ଉଦ୍ଧତ, ଆତ୍ମଗର୍ବୀ ଓ ଅହଂକାରୀ। ସମାନେେ ମନ୍ଦକର୍ମ କରିବା ପାଇଁ ବାଟ ଖୋଜୁ ଥାଆନ୍ତି।

2 Timothy 3:2
ସହେି ସମୟରେ ଲୋକେ କବଳେ ନିଜ ନିଜକୁ ଓ ଧନକୁ ଭଲ ପାଇବେ। ସମାନେେ ଅହଂକାରୀ ଓ ଉଦ୍ଧତ ହବେେ। ଅନ୍ୟ ଲୋକଙ୍କ ବିରୁଦ୍ଧ ରେ ନିନ୍ଦାକଥା କହିବେ। ମାତାପିତାଙ୍କୁ ମାନିବେ ନାହିଁ। ସମାନେେ ବିଶ୍ବାସଘାତକ ହବେେ। ପରମେଶ୍ବରଙ୍କ ଇଚ୍ଛାନୁଯାଯୀ ଜୀବନଯାପନ କରିବେ ନାହିଁ।

James 4:6
କିନ୍ତୁ ପରମେଶ୍ବର ଆମ୍ଭକୁ ଦଇେଥିବା ଅନୁଗ୍ରହ ଅତି ମହାନ ଅଟେ। ଯେପରି ଶାସ୍ତ୍ର କୁ ହେ : ପରମେଶ୍ବର ଅହଂକାରୀ ଲୋକମାନଙ୍କର ବିରୋଧୀ, କିନ୍ତୁ ସେ ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି।335

1 Peter 5:5
ୟୁବକଗଣ, ତୁମ୍ଭମାନଙ୍କୁ ମାରେ କିଛି କଥା ମଧ୍ଯ କହିବାକୁ ଅଛି। ତୁମ୍ଭେ ବଯୋଜେଷ୍ଠମାନଙ୍କ କଥା ମାନିବା ଉଚିତ। ପରସ୍ପର ପ୍ରତି ବିନମ୍ର ଭାବ ରଖିବା ଉଚିତ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்