Matthew 5:3
ଆତ୍ମି ରେ ଦିନହୀନ ଲୋକମାନେ ଧନ୍ଯ, କାରଣ ସ୍ବର୍ରାଜ୍ଯ ସହେିମାନଙ୍କର।
Matthew 11:5
ଅନ୍ଧ ତାର ଦୃଷ୍ଟିଶକ୍ତି ଫରେି ପାଆନ୍ତି । େଛାଟାମାନେ ଗ୍ଭଲି ପାରନ୍ତି। କୁଷ୍ଠ ରୋଗୀ ସୁସ୍ଥ ହାଇେ ଯାଉଛନ୍ତି। ବଧିର ଶୁଣି ପାରୁଛି। ମଲା ଲୋକ ବଞ୍ଚି ଉଠୁଛି। ଦୀନ-ଦୁଃଖୀ ଲୋକଙ୍କ ପାଇଁ ସୁସମାଚାର ପ୍ରଚାର କରାଯାଉଛି।
Matthew 19:21
ଯୀଶୁ କହିଲେ, ଯଦି ତୁମ୍ଭେ ସିଦ୍ଧ ହବୋକୁ ଚ଼ାହୁଛ, ତବେେ ଯାଅ ଏବଂ ତୁମ୍ଭ ପାଖ ରେ ଥିବା ସବୁ କିଛି ବିକି ସେ ଧନ ଗରୀବମାନଙ୍କୁ ବଣ୍ଟିଦିଅ। ତା' ହେଲେ ସ୍ବର୍ଗ ରେ ତୁମ୍ଭକୁ ଅମାପ ଧନ ମିଳି ପାରିବ। ତା'ପରେ ଆସ ଓ ମାରେ ଅନୁସରଣ କର।
Matthew 26:9
ଏ ଅତରତକ ଅନକେ ଟଙ୍କା ରେ ବିକାଯାଇ ସେଥିରୁ ମିଳିବା ଟଙ୍କା ଗରୀବମାନଙ୍କ ମଧିଅରେ ବଣ୍ଟା ଯାଇ ପାରିଥାନ୍ତା।
Matthew 26:11
ଗରିବମାନେ ତ ସବୁବେଳେ ତୁମ୍ଭ ସହିତ ଅଛନ୍ତି। କିନ୍ତୁ ତୁମ୍ଭେ ମାେତେ ସବୁବେଳେ ପାଇବ ନାହିଁ।
Mark 10:21
ଯୀଶୁ ତାହାଙ୍କୁ ଚାହିଁଲେ ଓ ସ୍ନହେ କଲେ। ସେ ତାହାଙ୍କୁ କହିଲେ, ତୁମ୍ଭର ଏବେ ବି ଗୋଟିଏ କଥାର ଅଭାବ ଅଛି। ତୁମ୍ଭେ ଯାଅ, ଯାହା କିଛି ତୁମ୍ଭ ପାଖ ରେ ଅଛି ସତକେ ବିକି ଦଇେ ଗରିବଙ୍କୁ ସେ ଧନ ବାଣ୍ଟି ଦିଅ। ସ୍ବର୍ଗ ରେ ତୁମ୍ଭକୁ ଧନ ମିଳିବ। ତା'ପରେ ଆସ ଓ ମାରେ ଅନୁସହରଣ କର।
Mark 12:42
ପରେ ଗରୀବ ବିଧବାଟିଏ ସଠାେକୁ ଆସିଲା ଓ ସେଥି ରେ ସେ ମାତ୍ର ଦୁଇଟି ତମ୍ବା-ମୁଦ୍ରା ପକଇେଲା। ଏହି ମୁଦ୍ରା ଦୁଇଟିର ମୂଲ୍ଯ ପଇସାଟିଏ ସାଙ୍ଗ ରେ ବି ସମାନ ନୁହେଁ।
Mark 12:43
ତା'ପରେ ଯୀଶୁ ନିଜଶିଷ୍ଯମାନଙ୍କୁ ପାଖକୁ ଡାକି କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି, ଏହି ସମସ୍ତ ଧନୀ ଲୋକମାନେ ଦଇେଥିବା ଦାନଠାରୁ ଏହି ଗରିବ ବିଧବାଟି ପ୍ରକୃତ ରେ ବହୁତ ଅଧିକ ଦଇେଛି।
Mark 14:5
ଏହି ଅତରତକ ଜଣକର ସାରା ବର୍ଷର ପରିଶ୍ରମର ମୂଲ୍ଯ ସଙ୍ଗେ ସମାନ। ଏହା ବିକା ଯାଇ ପାରିଥାଆନ୍ତା ଏବଂ ତହିଁର ଅର୍ଥ ଗରୀବ ଲୋକମାନଙ୍କୁ ବଣ୍ଟା ଯାଇ ପାରିଥାଆନ୍ତା। ତେଣୁ ସମାନେେ ସ୍ତ୍ରୀଲୋକଟିକୁ ଦୃଢ ଭାବରେ ସମାଲୋଚନା କରିବାକୁ ଲାଗିଲେ।
Mark 14:7
କାରଣ ଗରିବମାନେ ତ ସବୁବେଳେ ତୁମ୍ଭ ପାଖ ରେ ରହିବେ। ତୁମ୍ଭେ ଯେତବେେଳେ ଚିହିଁବ, ସମାନଙ୍କେୁ ସାହାୟ୍ଯ କରି ପାରିବ। କିନ୍ତୁ ତୁମ୍ଭମାନେେ ମାେତେ ସଦା ବେଳେ ପାଇବ ନାହିଁ।
Occurences : 34
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்