Base Word
πετρώδης
Short Definitionrock-like, i.e., rocky
Long Definitionrocky, stony
Derivationfrom G4073 and G1491
Same asG1491
International Phonetic Alphabetpɛˈtro.ðes
IPA modpe̞ˈtrow.ðe̞s
Syllablepetrōdēs
Dictionpeh-TROH-thase
Diction Modpay-TROH-thase
Usagestony

Matthew 13:5
ଆଉ କିଛି ବୀଜ ପଥିରିଆ ଜାଗା ରେ ପଡିଗଲା। ସଠାେରେ ୟଥେଷ୍ଟ ମାଟି ନଥିଲା। ମାଟି ଗଭୀରିଆ ନଥିବାରୁ ବୀଜରୁ ଖୁବ୍ ଶୀଘ୍ର ଗଜା ବାହାରି ପଡିଲା।

Matthew 13:20
ପଥୁରିଆ ଜାଗା ରେ ବୁଣାଯାଇଥିବା ବୀଜର ଅର୍ଥ କ'ଣ? ବୀଜଟି ଠିକ୍ ସହେି ଲୋକପରି, ଯେ ସୁସମାଚାର ଶୁଣେ ଏବଂ ଆନନ୍ଦର ସହିତ ତାହା ସଙ୍ଗେ ସଙ୍ଗେ ଗ୍ରହଣ କରିନିଏ।

Mark 4:5
ଆଉ କିଛି ବୀଜ ପଥୁରିଆ ଜମି ରେ ପଡିଗଲା। ସେ ଜମି ରେ ୟଥେଷ୍ଟ ମାଟି ନଥିଲା। ୟଥେଷ୍ଟ ମାଚି ନଥିବାରୁ ସେ ବୀଜଗୁଡିକ ଅତି ଶୀଘ୍ର ଗଜା ହାଇଗେଲା।

Mark 4:16
ଆଉ କେତକେ ଲୋକ ପଥୁରିଆ ଜମି ରେ ବୁଣା ଯାଇଥିବା ବୀଜ ଭଳି, ସମାନେେ ବାକ୍ଯ ଶୁଣନ୍ତି ଏବଂ ଶୀଘ୍ର ଆନନ୍ଦ ରେ ତାହା ଗ୍ରହଣ କରି ନିଅନ୍ତି।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்