Base Word
λούω
Short Definitionto bathe (the whole person; whereas G3538 means to wet a part only, and G4150 to wash, cleanse garments exclusively)
Long Definitionto bathe, wash
Derivationa primary verb
Same asG3538
International Phonetic Alphabetˈlu.o
IPA modˈlu.ow
Syllablelouō
DictionLOO-oh
Diction ModLOO-oh
Usagewash

John 13:10
ଯୀଶୁ କହିଲେ, ଜଣେ ଲୋକ ସ୍ନାନ କରିବାପରେ ତା'ର ସମ୍ପୂର୍ଣ୍ଣ ଶରୀରଟା ନିର୍ମଳ ହାଇଯୋଏ। କବଳେ ତା'ର ପାଦ ସେ ଧୋଇବ ଦରକାର। ମୁଁ ଜାଣେ ତୁମ୍ଭମାନେେ ପରିଷ୍କାର ହାଇେଛ, କିନ୍ତୁ ତୁମ୍ଭମାନଙ୍କ ଭିତରୁ ସମସ୍ତେ ପରିଷ୍କାର ନୁହନ୍ତି।

Acts 9:37
ପିତର ଯେତବେେଳେ ଲୂଦ ରେ ଥିଲେ, ସେତବେେଳେ ସେ ଅସୁସ୍ଥ ହାଇେ ମରିଗଲେ। ଲୋକମାନେ ତାହାଙ୍କର ଶରୀରକୁ ଧୋଇ ଉପର ମହଲାର କୋଠରୀ ରେ ଶୁଆଇ ଦେଲେ।

Acts 16:33
କାରାଗାର ଅଧିକାରୀ ସମାନଙ୍କେୁ ନଇେ ସହେି ମଧ୍ଯ ରାତ୍ରି ରେ ସମାନଙ୍କେର କ୍ଷତ ବିକ୍ଷତ ଜାଗାଗୁଡ଼ିକୁ ଧୋଇ ସଫା କଲେ। ତା'ପରେ ତୁରନ୍ତ ସେ ଓ ତାହାଙ୍କର ସମସ୍ତ ପରିବାର ବାପ୍ତିଜିତ ହେଲ।

Hebrews 10:22
ଆମ୍ଭର ଦହେ ଶୁଦ୍ଧ ଜଳ ରେ ସ୍ନାନ କରିଛି। ଅତଏବ ପରମେଶ୍ବରଙ୍କ ପାଖକୁ ସତ୍ଯନିଷ୍ଠା ହୃଦୟ ରେ ଆସ। ଆମ୍ଭ ବିଶ୍ବାସ ହତେୁ ଆମ୍ଭେ ନିଶ୍ଚିତତା ଅନୁଭବ କରିବା ଉଚିତ୍।

2 Peter 2:22
ସହେି ଲୋକମାନଙ୍କ ପ୍ରତି ଯାହା ଘଟିଲା, ତାହା ନିମ୍ନ ସତ୍ଯ ପ୍ରବାଦ ଭଳି : କୁକୁର ବାନ୍ତି କଲା ପରେ ପୁନର୍ବାର ତା' ବାନ୍ତି ଖାଇବାକୁକ ଆ ସେ341 ଓ ଘୁଷୁରୀଟିକୁ ଧୋଇ ପରିଷ୍କାର କଲା ପରେ ସେ ପୁନର୍ବାର ଯାଇ ପଙ୍କ ରେ ଗଡ଼େ।

Revelation 1:5
ଯୀଶୁ ହେଉଛନ୍ତି ବିଶ୍ବସ୍ତ ସାକ୍ଷୀ। ମୃତ୍ଯୁରୁ ବଞ୍ଚି ଉଠିଥିବା ଲୋକଙ୍କ ମଧିଅରେ ପ୍ରଥମ ଓ ସେ ଏହି ଜଗତର ରାଜାମାନଙ୍କର ରାଜା।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்