Base Word
κοράσιον
Short Definitiona (little) girl
Long Definitiona girl, damsel, maiden
Derivationneuter of a presumed derivative of κόρη (a maiden)
Same as
International Phonetic Alphabetkoˈrɑ.si.on
IPA modkowˈrɑ.si.own
Syllablekorasion
Dictionkoh-RA-see-one
Diction Modkoh-RA-see-one
Usagedamsel, maid

Matthew 9:24
ଯୀଶୁ ସମସ୍ତଙ୍କୁ କହିଲେ, 'ବାହାରିଯାଅ। ଝିଅଟି ମରିନାହିଁ। ସେ କବଳେ ଶାଇେ ପଡିଛି। ଏହା ଶୁଣି ଲୋକେ ଯୀଶୁଙ୍କୁ ଉପହାସ କଲେ।

Matthew 9:25
ଲୋକଙ୍କୁ ଘର ଭିତରୁ ବାହାର କରି ଦିଆୟିବା ପରେ ଯୀଶୁ ଭତରକୁ ଗଲେ। ଝିଅଟିର ହାତ ଧରିଲେ। ଝିଅଟି ଉଠି ଠିଆ ହେଲା।

Matthew 14:11
ତାପରେ ଗୋଟିଏ ଥାଳି ରେ ଯୋହନଙ୍କ କଟାମୁଣ୍ଡ ଅଣାଗଲା। ତାହା ଝିଅକୁ ଦଇେ ଦିଆଗଲା। ଝିଅ କଟାମୁଣ୍ଡ ତା ମାଆ େ ହରୋଦିଆଙ୍କ ପାଖକୁ ନଇଗେଲା।

Mark 5:41
ତା'ପରେ ଯୀଶୁ ଝିଅଟିର ହାତ ଧରି ତାହାକୁ କହିଲେ, ଟଲିଥା, କୂମ୍ ଅର୍ଥାତ୍ ହେ ଝିଅ, ମୁଁ ତୋତେ କହୁଛି ଉଠ। ଝିଅଟି ସଙ୍ଗେ ସଙ୍ଗେ ଉଠି ଠିଆ ହେଲା ଓ ଚାଲିବାକୁ ଆରମ୍ଭ କଲା। ଝିଅଟିର ବୟସ ବାର ବର୍ଷ ଥିଲା।

Mark 5:42
ତା'ର ବାପା-ମାଆ ଓ ଶିଷ୍ଯମାନେ ଅତ୍ଯନ୍ତ ଆଶ୍ଚର୍ୟ୍ଯ ହାଇଗେଲେ।

Mark 6:22
ହରୋଦିଙ୍କ ଝିଅ ଭିତରକୁ ଆସି ନାଚିଲା। ତା ନାଚ ରେ ଅତିଥିଗଣ ଓ ନିଜେ େ ହରୋଦ ବହୁତ ଖୁସି ହେଲେ।

Mark 6:28
ଯୋହନଙ୍କ ସହେି ମୁଣ୍ଡ ସେ ଗୋଟିଏ ଥାଳି ରେ ଆଣି ଝିଅକୁ ତାହା ଦଲୋ। ସେ ଝିଅ ସହେି ମୁଣ୍ଡ ନଇେ ତା ମାଆକୁ ଦଲୋ।

Mark 6:28
ଯୋହନଙ୍କ ସହେି ମୁଣ୍ଡ ସେ ଗୋଟିଏ ଥାଳି ରେ ଆଣି ଝିଅକୁ ତାହା ଦଲୋ। ସେ ଝିଅ ସହେି ମୁଣ୍ଡ ନଇେ ତା ମାଆକୁ ଦଲୋ।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்