No lexicon data found for Strong's number: 2872

Matthew 6:28
ତୁମ୍ଭେ ପୋଷାକ ବିଷୟ ରେ କାହିଁକି ଚିନ୍ତା କରୁଛ? କ୍ଷେତ୍ରର ଫୁଲଗୁଡିକ ବିଷୟ ରେ ଭାବି ଦେଖ! ଦେଖ, ସମାନେେ କିପରି ଫୁଟୁଛନ୍ତି। ସମାନେେ କୌଣସି କାମ କରନ୍ତି ନାହିଁ, କି ନିଜ ପାଇଁ ପୋଷାକ ତିଆରି କରନ୍ତି ନାହିଁ।

Matthew 11:28
ହେ କ୍ଲାନ୍ତ ଶ୍ରାନ୍ତ ଓ ଚିନ୍ତା ରେ ଭାରଗ୍ରସ୍ତ ଥିବା ଲୋକମାନେ! ମାେ ନିକଟକୁ ଆସ। ମୁଁ ତୁମ୍ଭକୁ ବିଶ୍ରାମ ଦବେି।

Luke 5:5
ଶମାନେ କହିଲେ, ପ୍ରଭୁ, ମାଛ ଧରିବା ପାଇଁ ଆମ୍ଭମାନେେ ରାତିସାରା କଠିନ ପରିଶ୍ରମ କଲୁ, ମାତ୍ର କିଛି ହେଲେ ପାଇଲୁ ନାହିଁ। ଏବେ ତୁମ୍ଭେ ଜାଲ ପକାଇବାକୁ କହୁଛ। ତେଣୁ ମୁଁ ଜାଲ ପକାଇବି।

Luke 12:27
ବନ୍ଯ ଫୁଲଗୁଡିକୁ ଦେଖ, ସମାନେେ କିପରି ଫୁଟନ୍ତି? ସମାନେେ ପରିଶ୍ରମ କରନ୍ତି ନାହିଁ, କି ଲୁଗା ବୁଣନ୍ତି ନାହିଁ। କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ ସବୁଠାରୁ ମହାନ୍ ଓ ଧନବାନ ରାଜା ଶଲମାନେ ମଧ୍ଯ ସହେି ଫୁଲମାନଙ୍କ ମଧ୍ଯରୁ କୌଣସି ଗୋଟିଏ ପରି ସୁଦ୍ଧା ସୁସଜ୍ଜିତ ହାଇପୋରି ନଥିଲେ।

John 4:6
ଯାକୁବଙ୍କ କୂଅ ସଠାେରେ ଥିଲା। ଯୀଶୁ ଚାଲି ଚାଲି କ୍ଲାନ୍ତ ହାଇେ ପଡିଥିଲେ। ତେଣୁ ସେ କୂଅ ପାଖ ରେ ବସି ପଡିଲେ। ଏହା ମଧ୍ଯାହ୍ନ ସମୟ ଥିଲା।

John 4:38
ତୁମ୍ଭେ ଯାହା ବୁଣି ନଥିଲ ତାହା କାଟିବା ପାଇଁ ମୁଁ ତୁମ୍ଭକୁ ପଠାଇଥିଲି ା ଅନ୍ୟ ଲୋକମାନେ କାମ କଲେ, ଆଉ ତୁମ୍ଭମାନେେ ସମାନଙ୍କେ କାମରୁ ଲାଭ ପାଇଲ।

John 4:38
ତୁମ୍ଭେ ଯାହା ବୁଣି ନଥିଲ ତାହା କାଟିବା ପାଇଁ ମୁଁ ତୁମ୍ଭକୁ ପଠାଇଥିଲି ା ଅନ୍ୟ ଲୋକମାନେ କାମ କଲେ, ଆଉ ତୁମ୍ଭମାନେେ ସମାନଙ୍କେ କାମରୁ ଲାଭ ପାଇଲ।

Acts 20:35
ମାରେ ସମସ୍ତ କାର୍ୟ୍ଯ ଦ୍ବାରା ମୁଁ ତୁମ୍ଭମାନଙ୍କୁ ଏହି ଆଦର୍ଶ ଦଖାଇେଅଛି ଯେ, ଏହିପରି ପରିଶ୍ରମ କରି ଆମ୍ଭେ ଗରିବମାନଙ୍କୁ ସାହାୟ୍ଯ କରିବା ଉଚ଼ିତ। ଆମ୍ଭେ ସମସ୍ତେ ପ୍ରଭୁ ଯୀଶୁଙ୍କର ଏହି ବାକ୍ଯ ମନେ ରଖିବା ଉଚ଼ିତ ଯେ, 'ଗ୍ରହଣ କରିବା ଅପେକ୍ଷା ଦାନ ଦବୋ ଅଧିକ ଶ୍ ରେଷ୍ଠ ଅଟେ।'

Romans 16:6
ମରିୟମଙ୍କୁ ନମସ୍କାର। ସେ ତୁମ୍ଭମାନଙ୍କ ପାଇଁ ବହୁତ କାମ କରିଛନ୍ତି।

Romans 16:12
ପ୍ରଭୁଙ୍କର ପରିଶ୍ରମୀ କୀର୍ୟ୍ଯ କର୍ତ୍ତା କୁଫଣୋ ଓ କୁଫୋସାଙ୍କୁ ନମସ୍କାର। ମାରେପ୍ରିୟ ପ୍ରଭୁଙ୍କ ସବୋ ରେ ପରିଶ୍ରମକାରିଣୀ ପର୍ଶିଙ୍କୁ ନମସ୍କାର।

Occurences : 23

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்